ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଚୋରି

କୋକସରା,୨୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ କାଉଡୋଳା ଗ୍ରାମରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ରରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ଭାଙ୍ଗି ଚୋରି କରିଥିବା ଜଣାପଡିଛି।

ଅଭିଯୋଗ ପରେ ଘଟଣାସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗ୍ରାହକ ସେବା କେନ୍ଦ୍ରଟି କାଉଡୋଳା ଗ୍ରାମର ସବିତା ସାହୁଙ୍କ ନାମରେ ରହିଛି। କେନ୍ଦ୍ରରୁ ୧୩ ହଜାର ଟଙ୍କା ଚୋରି ହୋଇଥିବା ନେଇ ମାଲିକ ସବିତା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଘଟଣାରସ୍ଥଳରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏନେଇ ଆମପାଣି ପୋଲିସ ଏକ ମାମଲା(ନଂ.୯୮/୨୨) ରୁଜୁ କରିଛି। ତେବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂୂଚନା ଦେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆ ଜଳଭଣ୍ଡାରର ୪ ଗେଟ୍‌ ଖୋଲିଲା

ବୁଗୁଡ଼ା,୨୫ା୧୦(ଡି.ଏନ୍‌.ଏ.)- ବୁଗୁଡା ବ୍ଲକ ଅନ୍ତର୍ଗତ ମତାଝରି ନିକଟସ୍ଥ ବାଘୁଆ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁବାର ସକାଳୁ ୪ ଗେଟ ଖୋଲାଯାଇଛି। ଜଳପତ୍ତନ ବଢୁଥିବାରୁ ଜଳଭଣ୍ଡାରର...

ପେସା ଶିକ୍ଷକତା, ନିଶା ଜଙ୍ଗଲ ସୁରକ୍ଷା

ଆର.ଉଦୟଗିରି,୧୧ା୪(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ମଲ୍ଲିପଦର ଗାଁର ଜଣେ ବ୍ୟକ୍ତି ଶିକ୍ଷକତା କରୁଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷା ତାଙ୍କ ନିଶା ପାଲଟିଛି। କେବଳ...

କଟକ ସହରରୁ ୬୫ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨।୧୧-କଟକ ସହରରୁ ଆଜି ମୋଟ୍‌ ୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨...

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।...

ଚିନ୍ତା ବଢ଼ାଉଛି ଜଳକା ବନ୍ୟା

ରୂପସା,୧୫।୮(ଡି.ଏନ.ଏ.): ବାଲେଶ୍ୱର ଜିଲାର ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ୩ଦିନ ଧରି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଏହି...

ଏସ୍‌ପି କାର୍ଯ୍ୟାଳୟ ଆଗରେ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୨୧।୪: କନଷ୍ଟେବଳ ସ୍ବାମୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ...

ଗାଁ କଲ୍ୟାଣ ସମିତି କାର୍ଯ୍ୟ ନିମନ୍ତେ ରାଜି ନୁହନ୍ତି ଅଙ୍ଗନୱାଡି କର୍ମୀ: ବିଡିଓ, ସିଡିପିଓ ଓ ପ୍ରୋଗ୍ରାମ ଅଧିକାରୀଙ୍କୁ ଦାବିପତ୍ର

ବୋଲଗଡ଼,୧୦ା୭(ଡି.ଏନ୍‌.ଏ.)-ଗାଁ କଲ୍ୟାଣ ସମିତି କାର୍ଯ୍ୟ ଗ୍ରହଣ ନିମନ୍ତେ ଅଙ୍ଗନଓ୍ବାଡି କର୍ମୀମାନେ ରାଜି ହେଉ ନ ଥିବା ଜଣାପଡ଼ିଛି। ଏହି କାର୍ଯ୍ୟରେ ସାମିଲ ନ ହେବା ପାଇଁ...

ଜିଲା ପରିଷଦ ଆସନ ପାଇଁ ତ୍ରିମୁଖୀ ଲଢ଼େଇ, ସମୀକରଣ ବଦଳିବା ଆଶଙ୍କା

ଗଞ୍ଜାମ,୫।୨(ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମାରାଥନ ପ୍ରଚାର ଚାଲିଛି। ପ୍ରାର୍ଥୀମାନେ...

Advertisement
Archives

Model This Week