ଓପିଟିସିଏଲ୍ ଗ୍ରୀଡ୍ ମରାମତି ପାଇଁ ବିଦ୍ୟୁତ୍ କାଟ୍
ଭବାନୀପାଟଣା,୪।୨(ଡିଏନଏ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭଙ୍ଗାବାବରୀରେ ଥିବା ଓପିଟିସିଏଲ ଗ୍ରୀଡ୍ ମରାମତି ପାଇଁ ବିଦ୍ୟୁତ କାଟ ହେବ । ଏ ନେଇ ମଙ୍ଗଳବାର ୱେସ୍କୋର ପୂର୍ବଖଣ୍ଡ ଡିଭିଜନ ନିର୍ବାହୀଯନ୍ତ୍ରୀ ଇଂ ଆଲୋକ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ...
ମାଓବାଦୀ ପୋଷ୍ଟର: ଠିକାଦାର, ସୁପରଭାଇଜରଙ୍କୁ ହତ୍ୟା ଧମକ
ଭବାନୀପାଟଣା,୨।୨(ଡି.ଏନ୍.ଏ.) : କଳାହାଣ୍ଡି ଜିଲାରେ ମାଓବାଦୀ ପୁଣି ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ରାସ୍ତାକାମ ବନ୍ଦ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିବା ବେଳେ କାମ ବନ୍ଦ ନ ହେଲେ ଠିକାଦାର ଓ ସୁପରଭାଇଜରଙ୍କୁ ମୃତ୍ୟୁଦଣ୍ଡର ଧମକ ମଧ୍ୟ ଦିଆଯାଇଛି। ସୂଚନାନୁଯାୟୀ,...
କଳାହାଣ୍ଡି ଜିଲାର ୩୨ ବିଦ୍ୟାଳୟକୁ ମିଳିବ ‘ଗାରିମା ରୌପ୍ୟ’ ପୁରସ୍କାର
ଭବାନୀପାଟଣା, ୩୧।୧ (ଡି.ଏନ୍.ଏ.): କଳାହାଣ୍ଡି ଜିଲାର ୩୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ‘ଗାରିମା ରୌପ୍ୟ’ ପୁରସ୍କାର ମିଳିବ। ଏ ନେଇ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା...
୫ରେ ପଶ୍ଚିମ ଓଡ଼ିଶା ବନ୍ଦ: ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ
ଭବାନୀପାଟଣା, ୩୧।୧ (ଡି.ଏନ୍.ଏ.): ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ପାଇଁ ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଏହି ବନ୍ଦରେ କଳାହାଣ୍ଡି ବାର୍ ଆସୋସିଏଶନ୍ ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଶୁକ୍ରବାର ପଶ୍ଚିମ ଓଡ଼ିଶାରେ...
ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ
ଭବାନୀପାଟଣା,୩୧।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚହକା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛି। ଜାନୁୟାରୀ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ...
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ
ଭବାନୀପାଟଣା,୩୧।୧(ଡି.ଏନ୍.ଏ.): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ...
ଛେଉଁଡ୍ ଭାଇବହେନ୍କୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ପର୍ଲା, ୩୧।୧ (ଡି.ଏନ୍.ଏ)-କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଂଚଲ ଛଞ୍ଚାଣବାହାଲି ପଁଚେତ୍ ବେହେରାଗୁଡ଼ା ଗଁାର ମା’ବାପ୍ ଛେଉଁଡ୍ ଭାଇବହେନ୍କୁ ଜିଲା ଶିଶୁ ୟୁନିଟ କତୁରପକ୍ଷ ସାହାଯ୍ର ହାତ୍ ବଢ଼େଇଛନ୍। ଗୁରୁବାର ଜିଲା ଶିଶୁ ମଙ୍ଗଲ ୟୁନିଟର ନିରଦେଶକ ଗୋଲାପ...
ଯୁବ ସମାଜ ଲାଗି ଉଦାହରନ୍ ସାଜିଛନ୍ ଟଙ୍କଧର: ଚାକ୍ରି ବଦ୍ଲା ଚାଷ୍କେ କରିଛନ୍ ଜିବ୍କା
ଭବାନୀପାଟଣା,୩୦।୧(ଡି.ଏନ୍.ଏ.)- ଆଜିକାଲିର ସମାଜରେ ବଡ଼ଭାଗି ପଢ଼ାଗୁନା ପିଲା ଚାକ୍ରିର ପଛେ ଦଉଡୁଛନ୍। ସେନ୍ତା ଆରକେତେ ଗରିବ୍ ଘରର ପିଲା ଅଭାବ ଅନାଟନରୁ ପେଟ୍ପାଟନା ଲାଗି ଦାଦନ ଖଟିଯାଉଛନ୍। ହେଲେ କଳାହାଣ୍ଡି ଜିଲା କଲମପୁର ବ୍ଲକ ବିଜମରା ପଁଚେତ୍ ଡୁମେରମୁଣ୍ଡାର ଝନେ...
ଭବାନୀପାଟଣାରେ ଭାରତବନ୍ଦର ପ୍ରଭାବ
ଭବାନୀପାଟଣା,୨୯।୧(ଡି.ଏନ୍.ଏ.): ସିଏଏ, ଏନ୍ଆର୍ସି, ଇଭିଏମ୍ ଓ ଏନ୍ଆର୍ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। ଜିଲାର ଭବାନୀପାଟଣା ସମେତ ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଦୋକାନ...
ସିଏଏ, ଏନ୍ଆରସିକେ ନେଇ ଉଠୁଛେ ପଡ଼ୁଛେ ଦେଶ୍: ନିଜର ମାଟିରେ ଠିକାନା ଖୁଜୁଛନ୍ ଲୋକ୍
ପର୍ଲା, ୨୯।୧ (ଡି.ଏନ୍.ଏ.)-ସିଏଏ ଆର ଏନ୍ଆରସିକେ ନେଇ ଏହେଦେ ଦେଶ୍ ଉଠୁଛେ ପଡ଼ୁଛେ। ଇଆଡ଼େ ଦେଶ୍ ସୁଆଧୀନ ହେବାର ୭୦ ବଛର ବିତିଯାଇଥିଲେ ବି ଲୋକ୍ ଜାଗାବାଡ଼ି ଅଭାବୁ ବାରବୁଲା ଜୀବନ୍ ବିତଉଛନ୍। ଆଏଜ୍ ବି ସେମାନେ କେନ୍ଦ୍ର ଆର...
ବୁରୁଧ୍ ଦମ୍ପତିର ହାତେ ନାତିର ଭବିଷତ୍
ପର୍ଲା, ୨୮।୧ (ଡି.ଏନ୍.ଏ.)- ଦୁଇ ବଛର ଭିତରେ ମା’ବାପ୍କୁ ହେରେଇଛନ୍। ସାହାଭରସା କହେଲେ ବୁରୁଧ୍ ଅଜାଆଈ। ହେଲେ ଅଜାଆଈର ବଏସ୍ ବି ଅଧ୍କା ହେଲାନ। ଏନ୍ତାଥି ସେମାନେ ନାତିର ଭବିଷତ୍କେ ନେଇ ଚିନ୍ତାରେ ପଡ଼ିଯାଇଛନ୍। ଏନ୍ତା ଗୁଟେ ଘଟନା...
କେସିଙ୍ଗାରେ ୭୧ ତମ ସାଧାରଣତନ୍ତ୍ର ଦିବସ
କେସିଙ୍ଗା,୨୬।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟାପୀଠ ଖେଳପଡ଼ିଆ ପରିସରରେ ୭୧ ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଉପଜିଲାପାଳ ସୁଶାନ୍ତ ସିଂ ଯୋଗଦେଇ ସହରର ବିକାଶ, ପାନୀୟଜଳ, ରାସ୍ତାଘାଟ, ଡ୍ରେନ୍, ବିଜୁଳି...
Archives


