କଳାହାଣ୍ଡି

ପ୍ରତିଦିନ ମା’ଙ୍କଠାରେ ଲାଗି ହେବ ଅନ୍ନଭୋଗ

କୋକସରା,୧୫।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): (୦୩) ଧରାପୃଷ୍ଠକୁ ଆସିଛନ୍ତି ମା’ଦୁର୍ଗା। ମା’ଙ୍କ ଆଗମନରେ ସହରଠୁ ଗାଁ ଚଳଚଞ୍ଚଳ ହୋଇପଡିଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଓଲମା ଗ୍ରାମରେ ଚଳିତ ବର୍ଷ ନବଦିନାତ୍ମକ ଶାରଦୀୟ ଦୁର୍ଗାପୂଜା ହେଉଥିବା ବେଳେ ଅଧିବାସ କାର୍ଯ୍ୟ ସମ୍ପନ୍ନ ହୋଇଛି।…

ଖଟିଆରେ ବୁହାହୋଇ ରୋଗୀ ନଦୀପାର

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ସବୁ ଦିନିଆ ରାସ୍ତା ଓ ପୋଲ ନ ଥିବାରୁ ବିଭିନ୍ନ ସମୟରେ ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛନ୍ତି ରୋଗୀ। ଶନିବାର ଏଭଳି ପୁଣି ଏକ ଦୃଶ୍ୟ…

କଳାହାଣ୍ଡିରେ ହେଲାନି ଓପିଏସ୍‌ସି ପରୀକ୍ଷା କେନ୍ଦ୍ର

ଭବାନୀପାଟଣା,୧୫।୧୦(ଉତ୍ତମ କୁମାର ଦାଶ)୧୫ ତାରିଖ (ରବିବାର) ରାଜ୍ୟ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି ଓପିଏସସି ପ୍ରିଲିମ୍ସ ପରୀକ୍ଷା। ଓଡ଼ିଶା ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ଏହି ପରୀକ୍ଷାକୁ ନେଇ ରାଜ୍ୟର ସବୁ ଜିଲାର ପରୀକ୍ଷାର୍ଥୀ ଆଶା ବାନ୍ଧି ବସିଥିବାବେଳେ ୩୦୦…

ଦେଢ଼ବର୍ଷ ବିତିଲା, କାର୍ଯ୍ୟକ୍ଷମ ହେଉନି

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମସ୍ଥିତ ନବନିର୍ମିତ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିର୍ମାଣ ହୋଇ ଦେଢ଼ ବର୍ଷ ହେଲା ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଉଦଘାଟନ ହୋଇ ନ ଥିବାରୁ କାର୍ଯ୍ୟକ୍ଷମ ହେଉନି। ଫଳରେ ରୋଗୀ ସେବାରେ ଘୋର…

କନ୍ଦାଡୁଙ୍ଗରରେ ହାତୀପଲ ନଷ୍ଟ କଲେ ଧାନ, କପାଚାଷ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ବାଲ୍‌ସି ପଞ୍ଚାୟତର ବାଲ୍‌ସି ଗ୍ରାମ ନିକଟରେ ଥିବା କନ୍ଦାଡୁଙ୍ଗରରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ନର୍ଲା ଅଞ୍ଚଳରୁ ପ୍ରାୟ ୧୫ଟି ହାତୀ ଛୋଟବଡ଼ ହାତୀ ଆସି କନ୍ଦାଡୁଙ୍ଗର ଅଞ୍ଚଳରେ ଥିବା ଚାଷୀଙ୍କ କପା, ଧାନ,…

ଗ୍ରାହକ ସେବାକେନ୍ଦ୍ର ମୁଖ୍ୟ ଜେଲଗଲେ

କୋକସରା,୮।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅଧୀନ ବଡ଼ପୋଡ଼ାଗୁଡ଼ା ଗ୍ରାମର ଆମପାଣି ଷ୍ଟେଟ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବାକେନ୍ଦ୍ରରୁ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି…

ଓଳଟି ପଡ଼ିଲା ବୋଲେରୋ: ଜଣେ ଶ୍ରମିକ ମୃତ, ୪ ଆହତ

ଲାଞ୍ଜିଗଡ଼,୮।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଛତ୍ରପୁର ପଞ୍ଚାୟତ ଭାଟଗୁଡ଼ା ଗାଁ ଶିବ ମନ୍ଦିର ନିକଟ ଏକ ବୁଲାଣିରେ ରବିବାର ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଜୁନାଗଡ଼ ଥାନା କୁଟେନ ଗାଁର ବିରଞ୍ଚି…

ଚାଉଳ ଆଣିବାକୁ ଯାଇଥିବା ହିତାଧିକାରୀଙ୍କୁ ଆକ୍ରମଣ

କର୍ଲାମୁଣ୍ଡା,୮।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ୍‌ ଚାଉଳ ଆଣିବାକୁ ଯାଇଥିବା ବେଳେ ଜୋରାଡବରା ଗ୍ରାମର କେତେକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ…

ପିଡିଏସ୍‌ ଚାଉଳ ଆଣିବା ବେଳେ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ମାଡ଼ପିଟ୍‌

କର୍ଲାମୁଣ୍ଡା,୮ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍‌ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଜୋରାଡବରା ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ କରି କୁଶୁର୍ଲା…

ଟେକ୍ସଟାଇଲ ପାର୍କ ନ ଥିବାରୁ କପାଚାଷୀ ଉପକୃତ ହୋଇପାରୁନାହାନ୍ତି: ମନମୋହନ

ଭବାନୀପାଟଣା,୮।୧୦(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କଳାହାଣ୍ଡି ଜିଲା ଗସ୍ତରେ ଆସିଥିଲେ। ଶନିବାର ପୂର୍ବାହ୍ନରେ ଭବାନୀପାଟଣା ସର୍କିଟ ହାଉସଠାରେ ଜିଲା ଭାଜପା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, କଳାହାଣ୍ଡି ଜିଲାରେ ଅଧିକ କପା ଚାଷ…

ଡୁଡୁକାଠେଙ୍ଗା ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି

କୋକସରା,୭ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ଓ୍ବେ ଦର୍ଲିପଡ଼ା ଛକରୁ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଓ ଧବେନ ଚଞ୍ଚରା ୭ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ପଞ୍ଚାୟତର ଜଙ୍ଗଲ…

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମା’ଲଙ୍କେଶ୍ୱରୀ ପୀଠ

ଭବାନୀପାଟଣା/ଜୁନାଗଡ଼,୭।୧୦(ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶୁକବାର ସନ୍ଧ୍ୟାରେ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି। ମା’ଙ୍କ ଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?