କାର୍ଯ୍ୟ ସମାପ୍ତି ତାରିଖ ଶେଷ, ସରିନି ନିର୍ମାଣ
ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ମୁଖ୍ୟାଳୟ ଭବାନୀପାଟଣାଠାରେ ଗତ ଦେଢବଷରୁ ଊର୍ଦ୍ଧ୍ୱ ଧରି ଚାଲିଥିବା ଆଦର୍ଶ ବସ୍ ଟର୍ମିନାଲ ନିର୍ମାଣ କାମ ବିଳମ୍ବିତ ହୋଇଛି। ଏହି ଟର୍ମିନାଲ ନିର୍ମାଣ କାର୍ଯ୍ୟର ଶେଷ (ସମାପ୍ତି) ତାରିଖ ଗତ ଜୁନ୍ ୩୦ ତାରିଖ…
ପାଣି ମୋଟର ଅଚଳ
କେସିଙ୍ଗା,୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ୨୫ ତାରିଖରୁ ପାଇପ ପାଣି ଠିକ ସମୟରେ ଆସୁନାହିଁ। ଏ ନେଇ ହିତାଧିକାରୀମାନେ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ପ୍ରତ୍ୟେକ ଦିନ ସକାଳ ୭ଟାରେ ପାଣି ଆସୁଥିଲା। କିନ୍ତୁ ବର୍ତ୍ତମାନ କେତେବେଳେ…
ବଳାତ୍କାରୀଙ୍କୁ ୧୪ବର୍ଷ ଜେଲ
ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ଥାନା ଅଞ୍ଚଳରେ ୨୦୧୬ରେ ଜଣେ ନାବାଳିକା ସ୍କୁଲ ଛାତ୍ରୀ ବଳାତ୍କାର ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଭବାନୀପାଟଣା ଜିଲା ସ୍ବତନ୍ତ୍ର ବିଚାରପତି (ପୋକ୍ସୋ) ଶୁଭଞ୍ଜନ ମହାନ୍ତି ମାମଲାର ୧୭ଜଣ ସାକ୍ଷ୍ୟ…
ବଜ୍ରପାତରେ ଗଲା ୪ ଜୀବନ
ବେହେରା/ରିଆମାଳ,୨୬।: (ଭୂପେଶ ତିୱାରୀ/ ନିରଞ୍ଜନ ବେହେରା): ମଙ୍ଗଳବାର ବଜ୍ରପାତରେ କଳାହାଣ୍ଡି ଓ ଦେବଗଡ ଜିଲାର ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଳାହାଣ୍ଡି ଜିଲାର ଏକ ଚାଷୀ ପରିବାରର ୩ ମହିଳା ଥିବାବେଳେ ଦେବଗଡ ଜିଲା ରିଆମାଳ ବ୍ଲକ ଜୋଡାଗୋଳା…
ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ କକା
ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ଅବୈଧ ସମ୍ପର୍କରୁ ହତ୍ୟାକାଣ୍ଡ। ତୁଚ୍ଛ ହେଲା ରକ୍ତ ସମ୍ପର୍କ। ଶୋଇଥିବା ବେଳେ ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ କକା (ଦାଦା)। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଲବଣିସର…
ରାଜ୍ୟ ହକି ଚାମ୍ପିୟନଶିପ୍ରେ ସ୍ଥାନ ପାଇଲେ ପ୍ରୀତି
କୋକସରା,୨୫।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଓଡ଼ିଶା ରାଜ୍ୟ ହକି ଆସୋସିଏଶନ ଆନୁକୂଲ୍ୟରେ ଭୁବନେଶ୍ବରଠାରେ ଆୟୋଜିତ ହେଉଛି ରାଜ୍ୟ ହକି ଚାମ୍ପିୟନଶିପ୍। ଟୁର୍ନାମେଣ୍ଟ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୧୮ ବର୍ଷରୁ କମ୍ ବାଳିକା ବର୍ଗରେ କଳାହାଣ୍ଡି ହକି ଦଳ…
ନିର୍ଦ୍ଧାରିତ ସମୟରେ ସରୁନି ରାସ୍ତା କାମ, ବଢୁଛି ଲୋକଙ୍କ ଦୁର୍ଦ୍ଦଶା
କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଦୁଇଟି ରାସ୍ତା ନିର୍ମାଣ କାମକୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେସିଙ୍ଗା ବ୍ଳକର ଜୋଲକୋ-ଟୁଟିଙ୍ଗପଦର ରାସ୍ତା ଏବଂ ଗାଈଦୋରୋ-ଦେଓଗାଁ ରାସ୍ତା ନିର୍ମାଣ କାମ ଚାଲିଛି। ହେଲେ…
ଖଟିଆରେ ଭରା ନଦୀ ପାର୍ ହେଲେ ରୋଗୀ
ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର ଦୁର୍ଗମ ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି’ ଆବଶ୍ୟକ ସୁବିଧା ସୁଯୋଗ ମିଳିପାରୁ…
ମା’ଙ୍କ ପ୍ରତିମା ପାଇଁ ମାଟି ପୂଜା
କୋକସରା,୨୪।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): ଆସିଛି ପାର୍ବଣ। ଧରାବତାରଣ କରିବେ ମା’ ଜଗତ ଜନନୀ ଦୁର୍ଗା। କଳାହାଣ୍ଡି ଜିଲା କୋକସରା ସଦର ମହକୁମାରେ ପାଳନ ହେଉଥିବା ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର କମିଟି ପକ୍ଷରୁ ମା’ଙ୍କ ପ୍ରତିମା ନିର୍ମାଣ ପାଇଁ ମାଟି…
ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ
ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ ବର୍ଷା ଇନ୍ଦ୍ରାବତୀ ପାଇଁ ସର୍ବକାଳୀନ ସର୍ବନିମ୍ନସ୍ତରକୁ ଜଳସ୍ତର ପହଞ୍ଚତ୍ବା ରେକର୍ଡ ସୃଷ୍ଟି କରିଥିଲା। ଚଳିତ…
କଳାହାଣ୍ଡିରେ ବଢୁଛି ଦାଦନ ଦୁଃଖ, ୪ ମାସରେ ଫେରିଲାଣି ୧୨ ଜଣଙ୍କ ମୃତଦେହ
ଭବାନୀପାଟଣା,୨୧।୯(ଉତ୍ତମ କୁମାର ଦାଶ): ଦାଦନକୁ ରୋକିବା ଓ ଶ୍ରମିକଙ୍କ ପାଇଁ ସରକାର ଅନେକ ଯୋଜନା ତିଆରି କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ପରେ କଳାହାଣ୍ଡି ଜିଲାରେ କମି ପାରୁନି ଦାଦନ ଦୁଃଖ। ଲୋକେ ଦାଦନ ଯାଇ ଶବ…
ନୂଆଖାଇରେ ଦୁଲୁକିଲା କେସିଙ୍ଗା
କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମହାସମାରୋହରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ବୁଧବାର ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇଯାଇଛି। ମଙ୍ଗଳବାର ସକାଳୁ ଗ୍ରାମର ଯାନୀ ଓ ଗଣା ଘରକୁ ଘର ବୁଲି ଧରଣୀପୀଠରେ ପୂଜା କରିବା ପାଇଁ…

