ଚିଠି ଲେଖି ହତ୍ୟା ଧମକ ଦେଉଥିଲେ ନକଲି ମାଓବାଦୀ
ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡ଼ା ଜିଲା ବଡମାଲ ଥାନା ପୋଲିସ ଜଣେ ନକଲି ମାଓବାଦୀଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବରଗଡ ଜିଲା ବିଜେପୁର ତାଳପଦର ଗ୍ରାମର ଯୁଧିଷ୍ଠିର ପ୍ରଧାନ(୩୬)। ତାଙ୍କ ନିକଟରୁ ପୋଲିସ ୨ମୋବାଇଲ୍, ୨ସିମ୍,…
ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ
ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨ ଝିଅଙ୍କୁ ହତ୍ୟା କରାଯାଇଥିଲା। ତଣ୍ଟିଚିପି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମୃତକଙ୍କ ମଧ୍ୟରେ…
ଗୋଟିଏ ପରିବାରର ମା’-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା, ବେକରେ ରହିଛି ନଖ ଚିହ୍ନ
ଝାରସୁଗୁଡ଼ା ଅଫିସ,୨୨ା୯: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର(୩୦),ବଡ ଝିଅ ରାଧିକା(୫)…
ଚିକିତ୍ସା ଅଭାବରୁ ଚାଲିଗଲା ମା’ -ଶିଶୁଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୨୧ା୯: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ପ୍ରସବ ପରେ ଜଣେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ…
ବେଦାନ୍ତ ସୁରକ୍ଷା ଅଧିକାରୀଙ୍କ ନାମରେ ଅପହରଣ ମାମଲା
ଝାରସୁଗୁଡା ଅଫିସ୍,୧୫।୯: ଝାରସୁଗଡ଼ା ଭୂର୍କାମୁଣ୍ଡା ସ୍ଥିତ ବେଦାନ୍ତ କମ୍ପାନୀର କିଛି ସିକ୍ୟୁରିଟି ଅଧିକାରୀ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଅପହରଣ କରି ୧୫ ଦିନ ପ୍ରକଳ୍ପ ପରିସରରେ ନିର୍ଯାତନା ଦେଇଥିଲେ। ଏଭଳି ଅଭିଯୋଗ ଆଣିଛନ୍ତି ବଡମାଲ ଥାନା ଅଧୀନ ବଞ୍ଜରୀ ଗ୍ରାମର ବିହାରୀ…
ପୋଖରୀରେ ବର୍ଜ୍ୟବସ୍ତୁ: ଲକ୍ଷାଧିକ ମାଛ ମଡ଼କ
ଝାରସୁଗୁଡା ଅଫିସ୍,୧୫।୯: ଝାରସୁଗୁଡ଼ା ପୌର ପରିଷଦ ଅଧୀନ ପୁରୁଣାବସ୍ତିର ୧୭ ଏକର ଜମିରେ ଥିବା ବୃହତ୍ ପୋଖରୀରେ ୨ଦିନ ହେଲାଣି ମାଛ ମଡ଼କ ଦେଖାଦେଇଛି। ପୋଖରୀରେ ଲକ୍ଷାଧିକ ବିଭିନ୍ନ ପ୍ରକାର ଛୋଟବଡ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ବେଦାନ୍ତ କାରଖାନାର…
ଘର ବାହୁଡ଼ା ଖବରକୁ ଖଣ୍ଡନ କଲେ ରାଧାରାଣୀ; କହିଲେ ‘ଭାଜପାରେ ଅଛି, ଆଗକୁ ରହିବି’
ଝାରସୁଗୁଡା ଅଫିସ, ୧୪।୯: ଭାଜପାର ବରିଷ୍ଠ ନେତ୍ରୀ ତଥା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି। ଭାଜପାରେ ଅଛି ଆଗକୁ ରହିବି…
ଜାମତରା ଲିଙ୍କ୍ରେ ଝାରସୁଗୁଡ଼ାର ସାଇବର୍ ଅପରାଧି
ଝାରସୁଗୁଡ଼ା ଅଫିସ,୧୦ା୯: ଝାରସୁଗୁଡ଼ା ପୋଲିସ ଆଉ ଏକ ଆନ୍ତଃ ରାଜ୍ୟ ସାଇବର୍ କ୍ରାଇମ୍ ରହସ୍ୟ ଉନ୍ମୋଚନ କରିଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୂଳବାସିନ୍ଦା ଝାରସୁଗୁଡ଼ା କାଳୀମନ୍ଦିର ରୋଡ୍ରେ…
ରାଜ୍ୟ ସାରା ବୁଲିିବୁଲି ଲୁଟୁଥିଲେ
ଝାରସୁଗୁଡ଼ା ଅଫିସ,୯ା୯: ଝାରସୁଗଡ଼ା ପୋଲିସ ୨ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜଗତ୍ସିଂହପୁର ଜିଲା ଏରସମା ଥାନା ବତୀଗାଁର ବିକ୍ରମ ବିଶ୍ୱାଳ(୩୫) ଓ ଢେଙ୍କାନାଳ ଚାନ୍ଦମାରୀ ସାହିର ଅଜୟ ବେହେରା(୪୬)। ଏମାନଙ୍କ…
୨୧ ହଜାର ଟଙ୍କା ସହ ଧରାପଡ଼ିଲେ
ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତେଲିଭଟାର ସୌରଭ ଅହମ୍ମଦ(୨୭), ପାୱାର…
ବାଜା ବଜେଇ ୪ ଅଲିମ୍ପିଆନଙ୍କୁ ଗାଁକୁ ନେଲେ
ଝାରସୁଗୁଡ଼ା ଅଫିସ,୨୧ା୮: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ରାଜ୍ୟର ୪ଜଣ ଖେଳାଳି ପୁରୁଷ ହକି ଦଳର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ମହିଳା ହକି ଦଳର ଦୀପ୍ ଗ୍ରେସ୍ ଏକ୍କା, ନମିତା ଟପ୍ପୋ ନିଜ ଜନ୍ମମାଟି ସୁନ୍ଦରଗଡ଼…
ଦୁର୍ଘଟଣାରେ ଗଲା ଶିଶୁକନ୍ୟାଙ୍କ ଜୀବନ, ଟ୍ରକ ଜାଳି ଦେଲେ ଲୋକେ
ଝାରସୁଗୁଡ଼ା ଅଫିସ,୨୦।୮: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାର ଛତ୍ରିଆକଣ୍ଟା ଗ୍ରାମ ନିକଟରେ ଶୁକ୍ରବାର ରାତିରେ ଏକ ମାଲବୋଝେଇ ଟ୍ରକ ବାଇକ୍କୁ ଧକ୍କା ଦେଇଥିଲା। ଏଥିରେ ୫ ବର୍ଷୀୟା ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ। ମୃତକ…
Archives


