ଝାରସୁଗୁଡ଼ା

ନିର୍ଦ୍ୱନ୍ଦ୍ୱରେ ଜିତିଲେ ତୁଳାବତୀ

ଝାରସୁଗୁଡ଼ା ଅଫିସ,୧୩।୩: ଝାରସୁଗୁଡ଼ା ଜିଲା ପରିଷଦ ଅଧ୍ୟକ୍ଷା ପଦବୀପାଇଁ ରବିବାର ନିର୍ବାଚନ ହୋଇଛି। ଏଥିରେ ବିଜେଡିର ଏକମାତ୍ର ପ୍ରାର୍ଥିନୀ ଲଇକେରା ୧ ନଂ ଜୋନ ଜିଲା ପରିଷଦ ସଦସ୍ୟା ତୁଳାବତୀ ମିଞ୍ଜ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ୱନ୍ଦ୍ୱରେ ଜିଲାପରିଷଦ…

ଜେଲ ଗଲେ ହତ୍ୟାକାରୀ ପୁଅ

ଝାରସୁଗୁଡ଼ା ଅଫିସ,୧୨ା୩: ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍‌ ଅଭିଯୁକ୍ତ ପୁଅ କ୍ଷେତ୍ରମଣି ରୋହିଦାସ(୨୭)ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏ ନେଇ ସଦର ଥାନା ପୋଲିସ…

ପୁଅର ଗୋଇଠା ମାଡ଼ରେ ଚାଲିଗଲା ଜୀବନ

ଝାରସୁଗଡ଼ା ଅଫିସ୍‌,୧୦।୩: ଝାରସୁଗୁଡା ସଦର ଥାନା ଅଧୀନ ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପା ସୁକୁରୁ ରୋହିଦାସ (୫୧)ଙ୍କ ମୃତ୍ୟୁ ଘଟିଛି। ଖବରପାଇ ପୋଲିସ ସୁକୁରୁଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ…

ସ୍ତ୍ରୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୮ା୩: ସ୍ତ୍ରୀ ହତ୍ୟା ମାମଲାର ବିଚାର କରି ଝାରସୁଗୁଡ଼ା ଜିଲା ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ସ୍ବାମୀ ହେଲେ ଝାରସୁଗୁଡ଼ା ସେଲ୍ସଟ୍ୟାକ୍ସ କାର୍ଯ୍ୟାଳୟର ଅବସରପ୍ରାପ୍ତ ପିଅନ ଗୋବିନ୍ଦ ଖାତି। ତାଙ୍କୁ ୩୦୨…

ବିଜେଡିରେ ଅଣନିଃଶ୍ବାସୀ ହେବାରୁ ପଦ୍ମ ଧରିଲେ ତ୍ରିନାଥ

ଝାରସୁଗୁଡ଼ା ଅଫିସ,୫।୩: ଝାରସୁଗୁଡ଼ା ଜିଲାରେ ଦଳୀୟ ଅସନ୍ତୋଷକୁ ନେଇ ଅଣନିଃଶ୍ୱାସୀ ହେବାରୁ ଆଗଧାଡ଼ିର ନେତୃବୃନ୍ଦ ଦଳ ଛାଡି ଅନ୍ୟ ଦଳରେ ଯୋଗଦେଉଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ବିଜେଡି ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ଶନିବାର ଦଳଛାଡି ଭାଜପାରେ ଯୋଗ ଦେଇଛନ୍ତି।…

ଝାରସୁଗୁଡ଼ାରେ ୟୁକ୍ରେନ୍‌ ଫେରନ୍ତା ଛାତ୍ରୀଛାତ୍ରଙ୍କୁ ସ୍ବାଗତ

ଝାରସୁଗୁଡ଼ା ଅଫିସ,୫ା୩: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗ ରହିଛି। ଏଥିରେ ୟୁକ୍ରେନ୍‌ ଧ୍ୱସ୍ତବିଧ୍ୱସ୍ତ ହେବାରେ ଲାଗିଛି। ୟୁକ୍ରେନ୍‌ରେ ଅଧ୍ୟୟନ କରୁଥିବା ଭାରତର ଡାକ୍ତରୀ ଓ ଇଞ୍ଜିନିୟରିଂ ଛାତ୍ରୀଛାତ୍ର ନିଜ ଦେଶକୁ ଫେରି ନ ପାରି ଫସି ରହିଛନ୍ତି। ଅଭିଭାବକମାନେ ନିଜ ଝିଅପୁଅଙ୍କୁ…

କଂଗ୍ରେସରୁ ବହିଷ୍କାର ପରେ ବିଜେଡିରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ,୪।୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଜିଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ସଭାପତି ନବନିତ୍‌ କୌରଙ୍କୁ ଗୁରୁବାର ଦଳରୁ ବହିଷ୍କାର କରାଯାଇଛି। ଏନେଇ ଏନ୍‌ଏସୟୁଆଇ ରାଜ୍ୟ ସଭାପତି ୟାଶିର ନଓ୍ବାଜ ଏହି ସୂଚନା ଦେଇଛନ୍ତି। ଏହାର ଗୋଟିଏ ଦିନ ପରେ…

ନିଲମ୍ବିତ ହେଲେ ବିଜେଡି ଛାତ୍ର ସଭାପତି

ଝାରସୁଗୁଡ଼ା ଅଫିସ/ବଜରାଜନଗର(ଡି.ଏନ.ଏ.),୪ା୩: ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବ୍ରଜରାଜନଗର ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ସରୋଜ କୁମାର ଶାହଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ପଳାସ କର୍ମକାର ଏକ ପ୍ରେସ୍‌…

ଗାନ୍ଧୀଛକ ନୂଆଡିହି ଟୋଲ୍‌ ଗେଟ୍‌ ଉଚ୍ଛେଦ ଦାବିରେ ଗଣଧାରଣା

ଝାରସୁଗୁଡା ଅଫିସ,୩।୩: ଝାରସୁଗୁଡ଼ାରୁ ବେଲପାହାଡକୁ ସଂଯୋଗ କରୁଥିବା ୪୯ନଂ ଜାତୀୟ ରାଜପଥର ଗାନ୍ଧୀଛକ ନୂଆଡିହି ନିକଟରେ ବେଆଇନ ଭାବେ ସ୍ଥାପିତ ହୋଇଥିବା ଟୋଲ ଗେଟ୍‌କୁ ସ୍ଥାନୀୟ ବାସିନ୍ଦା ପ୍ରଥମରୁ ବିରୋଧ କରିଆସୁଛନ୍ତି । ୨ବର୍ଷ ମଧ୍ୟରେ ଏହି ଟୋଲ ଗେଟ୍‌କୁ ଏଠାରୁ…

ବେଲପାହାଡ଼ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ଝାରସୁଗୁଡ଼ା ଅଫିସ,୩।୩: ଝାରସୁଗୁଡ଼ା ଜିଲା ବେଲପାହାଡ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ ପ୍ଲାଣ୍ଟରେ ଗୁରୁବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ସକାଳ ୭ଟାରେ ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ସାଢେ ୯ଟାରେ ଆୟତ୍ତ ହୋଇଥିଲା। ଟିଆରଏଲ୍‌ କ୍ରୋସାକୀ, ଓପିଜିସି, ବେଦାନ୍ତ,…

ଝାରସୁଗୁଡ଼ାରେ ୫ ଜିଲା ପରିଷଦ ଆସନ ହାତେଇନେଲା ବିଜେଡି

ଝାରସୁଗୁଡ଼ା ଅଫିସ,୨୭।୨: ଝାରସୁଗୁଡ଼ା ଜିଲାର ସମୁଦାୟ ୯ଜିଲା ପରିଷଦ ଜୋନ୍‌ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ଜିଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା । ଏହି ଭୋଟ ଗଣତି ରାତି ପର୍ଯ୍ୟନ୍ତ ଚାଲିଥିଲା । ଗଣତି ପରେ ଏହାର…

ପଞ୍ଚଭୂତରେ ଲୀନ ହେମାନନ୍ଦଙ୍କ ପାର୍ଥିବ ଶରୀର

ଝାରସୁଗୁଡ଼ା ଅଫିସ,୨୭।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ଶନିବାର ଝାରସୁଗୁଡ଼ା ସହରରେ ଏକ ମହାପ୍ରୟାଣ ଆମ୍ବୁଲାନ୍ସରେ ତାଙ୍କ ମରଶରୀର ପହଞ୍ଚତ୍ବା ପରେ ବିଭିନ୍ନ ଛକରେ ଜନସାଧାରଣ ଶେଷଦର୍ଶନ କରି ହେମାନନ୍ଦ ବିଶ୍ୱାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?