ଝାରସୁଗୁଡ଼ା

ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର

ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍‌ଶୀଘ୍ର ଗ୍ରୀନ୍‌ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀରେ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ବେସାମରିକ…

ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ…

ଷ୍ଟେଶନରେ ହଠାତ୍‌ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ

ଝାରସୁଗୁଡା ଅଫିସ୍‌,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ର ଅଧିକାରୀଙ୍କ ସହ ଏକ…

୮ ଘଣ୍ଟିଆ ଝାରସୁଗୁଡା ବନ୍ଦ : ଅଞ୍ଚଳରେ ପ୍ରଭାବ

ଝାରସୁଗୁଡା ଅଫିସ, ୬।୧୧: ଭାଜପା ତରଫରୁ ଶନିବାର ଝାରସୁଗୁଡ଼ା ଜିଲା ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲା ମମିତା ମେହେରଙ୍କ ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ବନ୍ଦ ଡାକରା…

ମଦପିଇ ଗଣ୍ଡଗୋଳ: ଯୁବକଙ୍କୁ ଇଟା ଫିଙ୍ଗି ମାରିଦେଲେ

ଝାରସୁଗୁଡା ଅଫିସ,୫।୧୧: ଝାରସୁଗୁଡା ଜିଲା ବଡମାଲ ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ଯାମ୍ପ ପଡାରେ ଗତ ଗୁରୁବାର ରାତିରେ ଏକ ହତ୍ୟା କାଣ୍ଡ ଘଟିଛି। ମଦପିଇ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କେତେକ ଯୁବକ ଜଣେ…

ନର୍ସ କ୍ୱାଟରରୁ ଚୋରି କରି ଧରାପଡ଼ିଲେ

ଝାରସୁଗୁଡା ଅଫିସ,୪।୧୧: ଝାରସୁଗଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଖଲିଆକାନୀ ସିଏଚ୍‌ସି ହସ୍ପିଟାଲ କ୍ବାଟରରୁ ଅକ୍ଟୋବର ୩ ତାରିଖ ରାତିରେ ଏକ ଲାପଟପ୍‌ ଚୋରି ହୋଇଥିଲା । ଏନେଇ ଷ୍ଟାଫ୍‌ ନର୍ସ ମଥୁରା ରଥ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏନେଇ…

ଟ୍ରକ୍‌ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ଝାରସୁଗଡ଼ା ଅଫିସ,୪।୧୧: ଝାରସୁଗଡ଼ା ଜିଲା ରେଙ୍ଗାଲି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ କତରବଗା ନିକଟରେ ଗୁରୁବାର ଅପରାହ୍ନରେ ଏକ ୧୪ ଚକିଆ ମାଲ୍‌ ବୋଝେଇ ଟ୍ରକ୍‌ ଏକ ବାଇକ୍‌(ନଂ.ଓଆର୍‌ ୨୩ଏଲ୍‌-୪୭୨୩)କୁ ଧକ୍କା ଦେଇଛି। ଫଳରେ ବାଇକ୍‌ରେ ଥିବା ଦମ୍ପତିଙ୍କ…

୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଝରଣା ବାଦି (୩୨),…

ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକିନେଇଥିଲେ। ଯୁବକଙ୍କ ଅଭିଯୋଗ ପରେ ଝାରସୁଗୁଡ଼ା ପୋଲିସ ତଦନ୍ତ କରି…

ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳର ପଙ୍କଜ କୁମାର(୪୦)ଙ୍କର ବୋଲି ଜଣାପଡିଥିଲା । ପଙ୍କଜଙ୍କ ପ୍ରକୃତ…

ଲୁଟିବାକୁ ଆସି ନେଲେ ଖାଲି ବ୍ୟାଗ

ଝାରସୁଗୁଡ଼ା ଅଫିସ,୨୨ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଏମ୍‌ସିଏଲ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଜଣେ ସୁନା ଦୋକାନୀଙ୍କ ନିକଟରୁ ଏକ ବ୍ୟାଗ୍‌ ଲୁଟ୍‌ ଫେରାର ହୋଇଯାଇଛନ୍ତି। ଖବରପାଇ ବ୍ରଜରାଜନଗର ଏସ୍‌ଡିପିଓ…

ଇବ ନଦୀ ନିକଟରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ,ହତ୍ୟା ସନ୍ଦେହ

ଝାରସୁଗୁଡା ଅଫିସ, ୨୧।୧୦: ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବୁଢିପଦର ସ୍ଥିତ ଇବ ନଦୀ ନିକଟରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବିହାର ଲଖିସରିଆର ପଙ୍କଜ କୁମାର(୪୦)। ମୃତଦେହ ପଡିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?