ମାନୁନାହାନ୍ତି ଲକ୍ଡାଉନ୍ କଟକଣା: ୧୭ଜଣଙ୍କୁ ଗିରଫ କଲା ଝାରସୁଗୁଡ଼ା ପୋଲିସ
ଝାରସୁଗୁଡା ଅଫିସ,୨୭ା୩- କରୋନା ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ କରାଯାଇଛି। ଏହି ସମୟରେ କୌଣସି ଜରୁରୀ କାମ ନ ଥାଇ ବାହାରକୁ ବାହାରିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଥିବା ଦେଖାଯାଉଛି। ଏପରିସ୍ଥଳେ କଟକଣାକୁ ନମାନି ଲୋକେ ଘରୁ...
ଝାରସୁଗୁଡ଼ା ବ୍ଲଡ୍ବ୍ୟାଙ୍କ୍ରେ ରକ୍ତ ଅଭାବ
ଝାରସୁଗୁଡ଼ା ଅଫିସ,୨୭।୩: କରୋନା ଭୂତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସମଗ୍ର ଭାରତରେ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି...
ଲକ୍ଡାଉନ୍ ସମୟରେ ଅସହାୟଙ୍କ ସାହାରା ପାଲଟିଛନ୍ତି ଯୁବଗୋଷ୍ଠୀ
ଝାରସୁଗୁଡ଼ା ଅଫିସ,୨୬।୩: ସମଗ୍ର ଦେଶରେ କରୋନା କଟକଣା ଯୋଗୁ ଯାନବାହନ ସମେତ ହୋଟଲଗୁଡ଼ିକ ବନ୍ଦ ରହିଛି। ଏପରିସ୍ଥିତିରେ ବହୁ ସ୍ଥାନରେ ଲୋକେ ଫସି ରହିଛନ୍ତି। ଦୁଇ ଓଳି ଖାଇବାକୁ ମଧ୍ୟ ପାଉନାହାନ୍ତି। ସେହିପରି ରାସ୍ତା କଡ଼ରେ ଭିକ୍ଷାବୃତ୍ତି କରୁଥିବା ଲୋକେ...
ଲକ୍ଡାଉନ୍ ନ ମାନି ଜରିମାନା ଗଣିଲେ ଶତାଧିକ ଲୋକ: ଦୁଇଦିନରେ ୨୯ ଗିରଫ
ଝାରସୁଗୁଡ଼ା ଅଫିସ,୨୬।୩: କରୋନା ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍ଡାଉନ୍ ସମେତ ବିଭିନ୍ନ କଟକଣା କରାଯାଇଛି। ଏହି ପରିସ୍ଥିତିରେ ମଧ୍ୟ ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ତେବେ ଘରୁ ମୋଟରସାଇକେଲ ନେଇ ବାହାରକୁ ଆସୁଥିବା ତିନି ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରୁ...
ଚଢ଼ା ଦରରେ ସାମଗ୍ରୀ ବିକ୍ରି କରି ଦୋକାନୀ ଗିରଫ
ଝାରସୁଗୁଡ଼ା ଅଫିସ,୨୫।୩: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ବିକ୍ରୟ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଏହାର ସୁଯୋଗ ନେଇ କିଛି ବ୍ୟବସାୟୀ...
ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍ଡାଉନ୍: ରାସ୍ତାଘାଟ ଶୂନ୍ଶାନ, ବଜାର ଫାଙ୍କା
ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ...
ଝାରସୁଗୁଡା ସହର ମଙ୍ଗଲବଜାରରେ ୧୪୪ ଧାରା ଲାଗୁ
ଝାରସୁଗୁଡା ଅଫିସ,୧୭। ୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ଝାରସୁଗୁଡା ସହର ଜନଗହଳି ପୂର୍ଣ୍ଣ ମଙ୍ଗଲବଜାର ଅଞ୍ଚଳରେ ମଙ୍ଗଳବାର ସକାଳୁ ୧୪୪ ଧାରା ଲାଗୁ କରାଯାଇଛି। ଏହା ସହ...
ଇଟାଲୀରୁ ଫେରନ୍ତା ଯୁବତୀଙ୍କ ଘରେ ମେଡିକାଲ ଟିମ୍
ଝାରସୁଗୁଡ଼ା ଅଫିସ,୧୭।୩: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବ୍ୟାପି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ରୋଗୀ ଚିହ୍ନଟ ହୋଇ ସାରିଛି। ତେବେ ଜଣେ ବିଦେଶ ଫେରନ୍ତା ଯୁବତୀଙ୍କୁ ନେଇ ଝାରସୁଗୁଡ଼ା ଜିଲାରେ ଚର୍ଚ୍ଚା ଚାଲିଛି। ଏହି ଯୁବତୀ ଜଣକ ନିକଟରେ...
ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ: କରୋନା ମୁକାବିଲା ଲାଗି ଆଲୋଚନା କଲେ ସ୍ବାସ୍ଥ୍ୟ ମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୪।୩: ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ ସମିତି ବୈଠକ ସ୍ଥାନୀୟ ସର୍କିଟ ହାଉସଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ଜିଲାର ସ୍ବାସ୍ଥ୍ୟ ସେବାର ସମୀକ୍ଷା କରିଛନ୍ତି।...
ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ: ଜଣେ ଅଟକ
ଝାରସୁଗୁଡ଼ା ଅଫିସ,୧୧।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଗଙ୍ଗାନଗରଠାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଗଙ୍ଗାନଗରର ଅଜୟ କୁମାର ପ୍ରଧାନ। ସୂଚନାନୁଯାୟୀ, ଅଜୟଙ୍କୁ କେହି ଦୁର୍ବୃତ୍ତ ମଙ୍ଗଳବାର ଅପରାହ୍ନରେ ଛୁରି ମାରିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ...
କଫ ସିରପ ଜବତ :୨ ଅଟକ, ଜଣେ ଫେରାର
ଝାରସୁଗୁଡ଼ା ଅଫିସ,୯।୩: ଝାରସୁଗୁଡ଼ା ସହର ମଙ୍ଗଳ ବଜାର ନିକଟସ୍ଥ ମିଲତ କଲୋନୀରେ ସୋମବାର ଝାରସୁଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ୨୦୦ରୁ ଅଧିକ ବୋତଲ କଫ ସିରପ ଜବତ ହୋଇଛି। ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା...
ନଦୀକୁ ଗାଧୋଇବାକୁ ଯାଇ ଦାଦା-ପୁତୁରା ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
ଝାରସୁଗୁଡ଼ା ଅଫିସ,୮।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଇବ୍ ନଦୀକୁ ଗାଧୋଇବାକୁ ଯାଇ ଦାଦା ପୁତୁରା ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ, ରବିବାର ସକାଳୁ ଦାଦା ଓ ପୁତୁରା ନଦୀକୁ ଗାଧୋଇବାକୁ...
ବୁଲି ଯାଇଥିଲେ ମାଲେସିଆ, କରୋନା ଭୟରେ ଝାରସୁଗୁଡ଼ା ଚିକିତ୍ସାଳୟ ଆସିଲେ ଯୁବକ
ଝାରସୁଗୁଡା ଅଫିସ,୬।୩- କରୋନା ସଂକ୍ରମଣ ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ମହାମାରୀ ସାଜିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଏହି ରୋଗର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଏହି କ୍ରମରେ ଶୁକ୍ରବାର ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଯୁବକ କରୋନା...
ଭତାର ଲାଗି ବାରଦୁଆର ଲୋକନାଥ
ଝାରସୁଗୁଡା, ୫।୩ (ଡି.ଏନ୍.ଏ.)- କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଗରିବ ଦୁଖି, ବୁଢ଼ାବୁଢ଼ୀ, ଭିନ୍ନକ୍ଷମ, ବିଧବା ମହିଲାମାନର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ହେଲେ ସରକାରୀ ସର୍ଭେରେ ଭୁଲଭଟକା ହେଉ କି ସରକାରୀ ଅଧ୍କାରୀ କରମ୍ଚାରୀକର ଅନ୍ଦେଖା...
ଏଟିଏମ୍ ଭିତରେ ନାଗ
ଝାରସୁଗୁଡ଼ା ଅଫିସ,୪।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ତାରିଣୀ ମନ୍ଦିର ଛକସ୍ଥିତ ଏଟିଏମ ଭିତରୁ ବୁଧବାର ଏକ ନାଗ ସାପ ବାହାରିଛି। ସକାଳେ ଏଟିଏମ୍କୁ ଟଙ୍କା ଭର୍ତ୍ତି କରିବାକୁ ଜଣେ ଅଧିକାରୀ ଯାଇଥିଲେ। ଟଙ୍କା ଭର୍ତ୍ତି ପାଇଁ ମେଶିନ ଖୋଲିଥିଲେ ।...
ଗଛରେ ପିଟିହେଲା ସହକାରୀ ଯନ୍ତ୍ରୀଙ୍କ ଗାଡ଼ି
ଝାରସୁଗୁଡ଼ା ଅଫିସ,୨।୩: ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ପଞ୍ଚାୟତିରାଜ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ଗାଡ଼ି (ଓଡି ୩୩ ଏନ୍ ୬୮୩୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିରେ ଯନ୍ତ୍ରୀ ନ ଥିବା ବେଳେ ଡ୍ରାଇଭର ଜଣକ...
ଝାରସୁଗୁଡ଼ା ଜିଲା ଚିଠି: ନିଯୁକ୍ତି ମେଳା
ଶିଳ୍ପନଗର ଝାରସୁଗୁଡ଼ାରେ ଦିନକୁ ଦିନ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢ଼ି ଚାଲିଛି। ଜିଲାରେ ବହୁ ଶିଳ୍ପସଂସ୍ଥା ଥିଲେ ମଧ୍ୟ ସ୍ଥାନୀୟ ବେକାର ଯୁବତୀଯୁବକମାନଙ୍କୁ ନିଯୁକ୍ତି ମିଳୁନାହିଁ। ଜିଲା ପ୍ରଶାସନ ତଥା ଜିଲା ନିୟୋଜନ ଏବଂ ଦକ୍ଷତା ବିକାଶ ବିଭାଗ ପକ୍ଷରୁ...
ମୁହଁ ଖୋଲିଲେ ଅନୁପଙ୍କ ପରିବାରବର୍ଗ, ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ସୁରକ୍ଷା ମାଗିଲେ
ଝାରସୁଗୁଡା ଅଫିସ, ୨୩ା୨: ଝାରସୁଗୁଡା ଜିଲା ବ୍ରଜରାଜନଗରର କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍ଲିଙ୍କୁ ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୋଲିସ...