ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ମିଳିଲା ଜାମିନ

ବ୍ରଜରାଜନଗର, ୭ା୧୦(ଡି.ଏନ.ଏ.): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ମା’ କଳ୍ପନା ଦାଶ ଏବଂ ଝିଅ ବବ୍‌ଲି ଡବଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବୁଧବାର ଛତିଶଗଡ଼ ବିଲାସପୁର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ, ୨୦୧୬ରେ ଚକ୍ରଧରନଗର ଥାନା ଅଞ୍ଚଳରେ ଜଣେ ମହିଳା ଓ ଶିଶୁଙ୍କ ମୃତଦେହ ରାସ୍ତାରୁ ମିଳିଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିଲା। ପୋଲିସ ଦୀର୍ଘ ୫ ବର୍ଷ ତଦନ୍ତ ପରେ ଏହା ଏକ ଯୋଜନା ମୁତାବକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ପାଇଥିଲା। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିଲା। ପରବର୍ତ୍ତି ସମୟରେ ପୋଲିସ ଘଟଣାରେ ସମ୍ପୃକ୍ତ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରିଥିଲା। ବର୍ଦ୍ଧନ ୨୦୨୦ ଫେବୃୟାରୀ ୧୫ରୁ ଜେଲରେ ଥିବା ବେଳେ ବୁଧବାର ବିଲାସପୁର ହାଇକୋର୍ଟ ମାମଲାର ଶୁଣାଣି କରି ବର୍ଦ୍ଧନଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ଗୁରୁବାର ସେ ଜେଲରୁ ଘରୁକୁ ଫେରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାରେ ଅନୁପ ସାଏ ଏବେ ବି ରାୟଗଡ଼ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ ଭୟାବହ ଅଗ୍ନିକାଣ୍ଡ

ବ୍ରହ୍ମପୁର ଅଫିସ,୨୬।୮: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରର ପ୍ରାଣକେନ୍ଦ୍ର କୁହାଯାଉଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଧ୍ୟାହ୍ନରେ ହଠାତ୍‌ ଏମ୍‌କେସିଜି...

ରାଜ୍ୟବାସୀଙ୍କୁ ଇଦ୍‌ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ଇଦ୍‌-ଉଜ୍‌-ଜୁହା। ଏହି ଅବସରରେ ସମସ୍ତ ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ...

ବାଲି ଚୋରା ଚାଲାଣ ନ ରୋକିଲେ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୩୧।୧୦ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ତହସିଲ ବୈତରଣୀ ନଦୀର ବିଭିନ୍ନ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ...

ବର୍ଷା ଜଳ ପରିଚାଳନା ଉଦ୍‌ବେଗଜନକ

ଯାଜପୁର ଅଫିସ,୨୩ା୬: ଯାଜପୁର ଜିଲା ସୁକିନ୍ଦାର ବିଭିନ୍ନ ଖଣି ପରିସରରୁ ବୋହି ଯାଉଥିବା ବର୍ଷା ପାଣି ପରିଚାଳନା ବାଧାପ୍ରାପ୍ତ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ୍‌ ମାଇନ୍ସ(ଆଇବିଏମ୍‌)ର...

ଇସ୍ତଫା ଦେଲେ କଂଗ୍ରେସ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ) : କଂଗ୍ରେସ ଦଳର ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ମୁଖ୍ୟ ସୋନିଆ...

ରାଜ୍ୟରେ ହଜାରେ ପୁଣି ବଢିଲା କରୋନା ସଂକ୍ରମଣ: ଆଜି ହଜାରେ ଉପରେ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ କିନ୍ତୁ ଗୁରୁବାର ପୁଣି...

ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଗେଟବଜ଼ାର ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଷ୍ଣୁ ପ୍ରଧାନ(୩୭)ଗୁରତର ହୋଇଥିଲେ। ତେବେ ଏମ୍‌କେସିଜି ମେଡିକଲରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

ବ୍ରହ୍ମପୁର ଅଫିସ,୨୨ା୧: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଲିଙ୍ଗରାଜ ଲ’ କଲେଜରେ ଠିକା ଭାବେ କାମ କରୁଥିବା ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକ ଗିରଫ ହୋଇ...

Advertisement
Archives

Model This Week