ଡୁବୁରୀ-ଟାଟା ଷ୍ଟିଲ୍ ୟାର୍ଡକୁ ନୂତନ ରେଳ ଲାଇନ ପ୍ରସ୍ତାବ
ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): କଳିଙ୍ଗନଗର ଟାଟା ଷ୍ଟିଲ୍ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିରେ ଅତିରିକ୍ତ ୨୩ ହଜାର ୫୦୦ କୋଟି ଟଙ୍କା ବିନିଯୋଗ କରି ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍ରୁ ୮ ନିୟୁତ ମେଟ୍ରିକ ଟନ୍(ଏମ୍ଟିପିଏ) ପର୍ଯ୍ୟନ୍ତ ଷ୍ଟିଲ୍…
ରାସ୍ତା ମଝିରେ ଗର୍ତ୍ତ, ଦୁର୍ଘଟଣା ବଢୁଛି
ଯାଜପୁରରୋଡ୍,୨୩ା୯ (ପବିତ୍ର ରଞ୍ଜନ ମହାନ୍ତି): ଯାଜପୁର-କେନ୍ଦୁଝର ରେଳଷ୍ଟେଶନ ସହ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରେଲ୍ଓ୍ବେ ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଗୋପବନ୍ଧୁ ଛକଠାରୁ ଆରମ୍ଭ ହୋଇ ଷ୍ଟେଶନବଜାର, ବସ୍ଷ୍ଟାଣ୍ଡ, ବ୍ୟାସନଗର ପୌର ପରିଷଦ ଓ ତହସିଲ କାର୍ଯ୍ୟାଳୟ…
ପ୍ରଦୂଷିତ ହେଉଛି ଖଣି ଅଞ୍ଚଳ
କାଳିଆପାଣି,୨୩ା୯(ଅସିତ ମହାନ୍ତ): ଯାଜପୁର ଜିଲାର ଖଣି ଅଞ୍ଚଳ ପ୍ରଦୂଷିତ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢ଼ିବାରେ ଲାଗିଛି। ଫଳରେ ଅଦିନିଆ ବର୍ଷା ସହ ଗୁଳୁଗୁଳି ଓ ରୌଦ୍ରତାପ ଅନୁଭୂତ ହେଉଛି। ସେହିପରି ଋ଼ତୁ ପରିବର୍ତ୍ତନ ଯୋଗୁ ପାଣିର ଅଭାବ…
ବିଞ୍ଝାରପୁରରେ ବରୀ ଗୋଟି ଖେଳିପାରେ ବିଜେଡି
ଯାଜପୁର,୨୩ା୯(ହର୍ଷବର୍ଦ୍ଧନ ବେହେରା): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ମନୋନୀତ ହେବା ପରେ ଯାଜପୁର ଜିଲା ବିଞ୍ଝାରପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରମିଳା ୬ଥର ଏହି ଆସନରୁ ବିଜୟୀ ହୋଇଛନ୍ତି। ତେବେ…
ବିପଦ ସଙ୍କୁଳ ବ୍ରିଜ ମରାମତି ଦାବି
ଦଶପଲ୍ଲା,୨୨ା୯(ପ୍ରକାଶ କୁମାର ପାଣି): ଦଶପଲ୍ଲା ଦୁର୍ଗା ବଜାରସ୍ଥିତ କୁଆଁରିଆ ନଦୀ ଉପରେ ଥିବା ବ୍ରିଜଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ବ୍ରିଜର ବିଭିନ୍ନ ସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟତରେ ବାଧା ସୃଷ୍ଟି ହେଉଛି। ଯାତାୟତ ବେଳେ ଉକ୍ତ ଖାଲରେ…
ଚାଷୀଙ୍କୁ ମିଳିନି ଫସଲ ବୀମା ରାଶି, ଘେରିଲେ ସମବାୟ ସମିତି କାର୍ଯ୍ୟାଳୟ
ସିଂହପୁର,୨୧ା୯(ଅନଙ୍ଗ ଉଦୟ ବେଉରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି କୃଷିସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହଶହ ଚାଷୀ ଦୀର୍ଘ ୩ ଘଣ୍ଟା କାଳ ଘେରି ରହିଥିଲେ। ସୂଚନାଯୋଗ୍ୟ, ୨୦୨୩ ଖରିଫ ଋତୁ ଫସଲ କ୍ଷତି ବାବଦ…
ପ୍ରେମ ବିବାହର ୬ ମାସ ହୋଇନି, ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ଦଶରଥପୁର,୨୦।୯(ମନୋଜ ପୃଷ୍ଟି): ପ୍ରେମ ବିବାହର ୬ ମାସ ହୋଇନାହିଁ, ହେଲେ ଯୁବତୀଙ୍କ ମୃତ୍ୟୁ ଘଟିବା ଘଟଣା ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳର ଆଲୋଡ଼ନ ସୃଷ୍ଟି କରିଛି। ଏହା ଏକ ହତ୍ୟା ଘଟଣା ବୋଲି ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି।…
ଶିଶୁଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ପ୍ରହସନ
ରସୁଲପୁର,୨୦।୯(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ୨୬୬ ଅଙ୍ଗନୱାଡି କେନ୍ଦ୍ର ରହିଛି।ଏହି କେନ୍ଦ୍ରରେ ପ୍ରି-ସ୍କୁଲ/ପ୍ଲେ-ସ୍କୁଲର ୩ରୁ ୬ବର୍ଷ ପର୍ଯ୍ୟନ୍ତ ୫ହଜାରରୁ ଊର୍ଦ୍ଧ୍ୱ କୋମଳମତି ଶିଶୁ କେନ୍ଦ୍ରରେ ନାମ ଲେଖାଇଛନ୍ତି। ପ୍ରତ୍ୟେକ କେନ୍ଦ୍ର…
ଜାବରା ସେତୁ ଉପରେ ଏକାଧିକ ଗାତ
ଜେନାପୁର,୨୦।୯(ଅଶୋକ ଦାସ): ଗ୍ରାମାଞ୍ଚଳରେ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟା ସନ୍ତୁଳନ ରକ୍ଷାକରିବା ପାଇଁ ବିଭିନ୍ନ ନଦୀ ନାଳ ଉପରେ ସେତୁ ନିର୍ମାଣ କରାଯାଇଛି। ଏଥିରେ ରାଜ୍ୟ ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚ…
ଛାତ୍ରୀଛାତ୍ରଙ୍କ ପାଇଁ ସ୍ମାର୍ଟ କ୍ଲାସ୍ ରୁମ୍ ଅଲୋଡ଼ା
କାଏମା,୨୦।୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ କାଏମା ଲାଲବାହାଦୁର ଉଚ୍ଚ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ଆସୁନି ନବମ ଓ ଦଶମ ଶ୍ରେଣୀର ସ୍ମାର୍ଟ କ୍ଲାସ ରୁମ୍। ଏହି ସ୍କୁଲ ୧୯୬୮ରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର…
ମୋବାଇଲରେ କଥା ହେବାବେଳେ ବଜ୍ରପାତ, ଯୁବକ ମୃତ, ଜଣେ ଗୁରୁତର
ଧର୍ମଶାଳା/କାଏମା,୧୯ା୯(ବଟକୃଷ୍ଣ ପରିଡା/ ଶିବପ୍ରସାଦ ମହାନ୍ତି): ମୋବାଇଲରେ କଥାହେବାବେଳେ ବଜ୍ରପାତ ହେବାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତ ଚଇନୁହୁଡ଼ା ଗ୍ରାମରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗ୍ରାମର ନୀଳମଣି ନାୟକଙ୍କ ସାନପୁଅ…
ବିଦ୍ୟୁତ୍ ତାରରେ ଲାଗିଲା ମେଢ଼, ଯୁବକ ମୃତ
ବରୀ,୧୯ା୯(ମହେନ୍ଦ୍ର ସ୍ବାଇଁ): ଗଣେଶ ପୂଜା ପାଇଁ ସବୁଠି ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ଯାଜପୁର ଜିଲା ବରୀ ବ୍ଲକ୍ ଅଧୀନ ବାଲିବିଲଠାରେ ଏକ ଅଘଟଣ ଘଟିଛି। ଗଣେଶ ମେଢ଼କୁ ଅଲିପୁରଠାରୁ ଏକ ଟ୍ରାକ୍ଟର ଯୋଗେ ଉକ୍ତ ବ୍ଲକ୍ ଅଧୀନ ଅଙ୍ଗାଳୋ ପଞ୍ଚାୟତ ଡିହବାରିଙ୍ଗ…

