ଯାଜପୁର

ଯୋକଡ଼ିଆ କେନାଲ ପୁନରୁଦ୍ଧାର ଦାବି ତେଜିଲା

ଯାଜପୁର,୨୪ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ବ୍ଲକର ନାଥସାହି, ଭୁବନେଶ୍ୱରପୁର, ଖଇରାବାଦ, ଚଇନପୁର, ବେରୁଦା, ମାଳଆନନ୍ଦପୁର ପ୍ରଭୃତି ୧୦ ପଞ୍ଚାୟତର ପ୍ରାୟ ଶତାଧିକ ଗ୍ରାମ ବନ୍ୟା ଓ ମରୁଡି ଦ୍ୱାରା ପ୍ରଭାବିତ। ଏଥିଯୋଗୁ କୃଷକ ପରିବାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡ଼ିଛି। ଫସଲକୁ ସୁରକ୍ଷା ଦେବା…

ଜେଲ୍‌ ଗଲେ ବୁଖାରୀ

ଯାଜପୁର,୨୩ା୧୨: ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଶନିବାର ଜେଲ୍‌ ଯାଇଛନ୍ତି। ବୁଖାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଚଣ୍ଡିଖୋଲ କୋର୍ଟ ଜେଲ୍‌ ପଠାଇ ଦେଇଛନ୍ତି। ସୂଚନାଯୋଗ୍ୟ, କେବଳ…

ଅସୁରକ୍ଷିତ ସେତୁରେ ଯାତ୍ରା

ପ୍ରୀତିପୁର,୨୨ା୧୨(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅଧୀନ ବାଙ୍ଗରା ପଞ୍ଚାୟତର ବେଙ୍ଗାନାଳ ଉପରେ ଥିବା ସେତୁ ଅସୁରକ୍ଷିତ ହୋଇପଡ଼ିଛି। ହେଲେ ଏହି ସେତୁରେ ଲୋକେ ବାଧ୍ୟହୋଇ ଯାତାୟାତ କରୁଛନ୍ତି। ସେତୁଟି ଐତିହାସିକ ଶୈବପୀଠ ବାବା ମୁକ୍ତେଶର ମହାଦେବ ମନ୍ଦିର ସନ୍ନିକଟରେ ଅବସ୍ଥିତ। ନିର୍ମାଣ…

ସରିଲାଣି ଅବଧି, ୩୯ ପ୍ରକଳ୍ପ ଅଧାପନ୍ତରିଆ

ଯାଜପୁର,୨୦।୧୨(ହର୍ଷବର୍ଦ୍ଧନ ବେହେରା): ପୂର୍ତ୍ତ ବିଭାଗ ଉପରେ ସରକାରଙ୍କ ଅତୁଟ ଭରସା ରହିଛି। କାର୍ଯ୍ୟଦକ୍ଷତା, ସମୟାନୁବର୍ତ୍ତିତା ଏବଂ ସୁଦୃଢ଼ ନିର୍ମାଣରେ ବିଶ୍ୱାସ ରଖି ପୂର୍ତ୍ତ ବିଭାଗ ଉପରେ ଏକାଧିକ ପ୍ରକଳ୍ପ କାର୍ଯ୍ୟ ଦାୟିତ୍ୱ ନ୍ୟସ୍ତ କରାଯାଉଛି। କିନ୍ତୁ ବିଭାଗର ଯାଜପୁର ଜିଲା ପାଣିକୋଇଲି…

୨ ଗାଁ ମଧ୍ୟରେ ବିବାଦ, ଥାନାରେ ଅଭିଯୋଗ

ଯାଜପୁର ସଦର,୨୦।୧୨(ସମର ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ଶ୍ୟାମଦାସପୁର ପଞ୍ଚାୟତ କଳସପୁରଠାରେ ଥିବା ଖରସ୍ରୋତା ନଦୀର ବାଲିଘାଟ ସୀମା ନିର୍ଦ୍ଧାରଣକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ମାପ ଚୁପ ପରେ ବାଲିଘାଟ ରାସ୍ତାକୁ ନେଇ ମାଧପୁର…

ଯାଜପୁରରେ ଚହଳ ପକାଇଥିଲା ବୁଖାରୀଙ୍କ ପ୍ରେମ କାହାଣୀ,   ତଥାପି ଆତଙ୍କବାଦୀ ବୋଲି ଜାଣିପାରିଲାନି ପୋଲିସ

ଧର୍ମଶାଳା,୧୯।୧୨(ବଟକୃଷ୍ଣ ପରିଡ଼ା): କଶ୍ମୀର ପୋଲିସର ମୋଷ୍ଟ ଓ୍ବାଣ୍ଟେଣ୍ଡ ଅଭିଯୁକ୍ତ ସୟଦ ଇଶାନ ବୁଖାରୀ(୩୭) ଗିରଫ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ସୋମବାର ବୁଖାରୀଙ୍କ ସ୍ତ୍ରୀ ସେହେନାଜ୍‌ ପରଓ୍ବିନ୍‌ଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ତେବେ ମଙ୍ଗଳବାର ଏହି ଘଟଣା ଆଉ…

୫ ଦିନିଆ ରିମାଣ୍ଡରେ ଗଲେ ବୁଖାରୀ

ଯାଜପୁର,୧୯।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେଇଛନ୍ତି ଏସ୍‌ଟିଏଫ୍‌ । ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି ମିଳିଥିଲା।

ବୁଖାରୀଙ୍କୁ  ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ 

ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ସୟଦ୍‌ ଇସାନ ବୁଖାରୀଙ୍କୁ ମଙ୍ଗଳବାରଠାରୁ ୫ ଦିନିଆ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌ । ଏ ନେଇ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି (କୋର୍ଟ)ରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୫ ଦିନକୁ ଅନୁମତି…

କଶ୍ମୀର ଆତଙ୍କବାଦୀ ବୁଖାରୀଙ୍କ ସ୍ତ୍ରୀ ଚାକିରିରୁ ବହିଷ୍କୃତ

ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ଇସାନ ବୁଖାରୀ ଗିରଫ ଘଟଣା ଭିନ୍ନ ମୋଡ ନେଇଛି । ଯାଜପୁର ଜିଲା ନେଉଳପୁର ନିକଟ ମିଲତନଗରସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବୁଖାରୀଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ବହିଷ୍କାର ନେଇ…

କ୍ରଶର ୟୁନିଟ୍‌ରେ ଅନୁମତିଠୁ ଅଧିକ କଳାପଥର

ଯାଜପୁର,୧୮ା୧୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପ୍ରାୟ ୯୦ଟି କଳାପଥର ଖାଦାନ ରହିଛି। ତନ୍ମମଧ୍ୟରୁ ୨୫ଟି ଲିଜ୍‌ ଦିଆଯାଇଥିବାବେଳେ ଅନ୍ୟ ଖାଦାନଗୁଡ଼ିକରୁ ଲୁଟ୍‌ ଚାଲିଛି। ଏହିକ୍ରମରେ ସ୍ଥାନୀୟ କ୍ରଶରଗୁଡିକରେ ଅନୁମତି ଓ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ କଳାପଥର…

ବ୍ରହ୍ମବରଦା ହାଟ ଉନ୍ନତୀକରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବ୍ରହ୍ମବରଦା,୧୮ା୧୨(ଯଯାତି କେଶରୀ ବେହେରା): ରସୁଲୁପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ସାପ୍ତାହିକ ହାଟର ଉନ୍ନତୀକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ, ରାଜସ୍ବ ବିଭାଗ, ଜିଲାପାଳ, ତହସିଲଦାର ଓ ସ୍ଥାନୀୟ ସରପଞ୍ଚଙ୍କୁ ଚିଠି ଲିଖିଛନ୍ତି ବରିଷ୍ଠ ନାଗରିକ ଚିନ୍ତାମଣି ରାଉତ। ବ୍ରାହ୍ମଣୀ ନଦୀବନ୍ଧ ପାର୍ଶ୍ୱରେ ୩…

କଡ଼ା ସୁରକ୍ଷା ବଳୟରେ ରଗଡ଼ି ଜେଲ୍‌

ଯାଜପୁର ୧୭।୧୨: ଯାଜପୁର ଜିଲା ନେଉଳପୁର ଅଞ୍ଚଳରୁ କଶ୍ମୀର ଆତଙ୍କବାଦୀ ସୟଦ ଇଶାନ ବୁଖାରୀ ଶନିବାର ଗିରଫ ହୋଇଥିଲେ। ବୁଖାରୀଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଚଣ୍ଡିଖୋଲ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ହାଜତକୁ ପଠାଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?