କ୍ଷତିପୂରଣ ମିଳୁନି: ଅଧାରେ ଏନ୍ଏଚ୍ କାମ
ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍ଏଚ୍) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ,…
ଅବହେଳା ଜୀବନ ନେଉଛି
ଯାଜପୁର ଅଫିସ,୧୧।୧୦: ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶାର ର଼୍ୟାଙ୍କ ୧୬ରୁ ୧୨କୁ ବୃଦ୍ଧି ଘଟିଛି, ଯାହାକି ଏକ ଚିନ୍ତାର ବିଷୟ ହୋଇଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଛି।…
ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ
ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି ରାସ୍ତାର ନିର୍ମାଣ ସମୟରେ ୩୦୦ ମିଟର ଗାଡ୍ୱାଲ ଭୁଶୁଡ଼ି ପଡ଼ିଥିଲା। ନିର୍ମାଣ ଶେଷ ହେବାର…
ବିସ୍ଫୋରକ ବ୍ୟବସାୟ ପ୍ରତି ଅନୁକମ୍ପା
ଯାଜପୁର ଅଫିସ,୮।୧୦: ଦୁଇ ଦଶନ୍ଧି ହେଲା ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳ ବାରୁଦ ଗଦାରେ ପରିଣତ ହୋଇଛି। ଦିନରାତି ବିସ୍ଫୋରକ ଡିଟୋନେଟର ବ୍ଲାଷ୍ଟିଂ ଚାଲି ଆସୁଛି। ଏହି ବେଆଇନ କାର୍ଯ୍ୟକଳାପରେ ସ୍ଥାନୀୟ ପଥର ମାଫିଆ, କେତେଜଣ ରାଜନେତା, ତହସିଲ ଓ…
ମୈଥାନ କାରଖାନାରେ ଶ୍ରମିକ ଆନ୍ଦୋଳନ
କଳିଙ୍ଗନଗର,୭।୧୦(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୈଥାନ କାରଖାନାରେ ଗତ ମଙ୍ଗଳବାରଠାରୁ ଶ୍ରମିକ ଆନ୍ଦୋଳନ ଜାରି ରହିଛି । ଦରମା ପ୍ରଦାନରେ ତାରତମ୍ୟ ରହୁଥିବା ଅଭିଯୋଗ କରି ଶ୍ରମିକମାନେ କାମ ବନ୍ଦ ରଖିଛନ୍ତି । ଆନ୍ଦୋଳନ କାରଣରୁ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବୁଧବାର…
୨.୨୧ କୋଟିର ଚାଉଳ ଆତ୍ମସାତ୍
ଯାଜପୁର ଅଫିସ,୭।୧୦:ରାଜ୍ୟର ଯାଜପୁର ଜିଲା ସମେତ ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ ୪୬ ହଜାର ୯୪୮ ଟଙ୍କାର ସରକାରୀ ଚାଉଳ ଆତ୍ମସାତ୍ କରିଛନ୍ତି। ସ୍ବତନ୍ତ୍ର ଅଡିଟ୍ ରିପୋର୍ଟରେ…
ପୋତାଯାଇଥିବା ବିପୁଳ ବିସ୍ଫୋରକ ଜବତ
ଚଢ଼େଇଧରା,୭।୧୦(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅଧୀନ ଗଙ୍ଗେଇଡୁବୁରୀ(ଲୁଣିବେର) କଳାପଥର ଖଣିଠାରୁ କିଛି ଦୂରରେ ପୋତା ଯାଇଥିବା ବିପୁଳ ବିସ୍ଫୋରକକୁ ବୁଧବାର ରାତିରେ ଜବତ କରାଯାଇଛି। ଏକ ପଡ଼ିଆରେ ବିସ୍ଫୋରକ ପୋତା ଯାଇଥିବା ଖବର ପାଇ ଜେନାପୁର ଥାନାଧିକାରୀ ଶ୍ରବଣ କୁମାର…
ଏଥର ବିନା ଭକ୍ତରେ ଗଡ଼ିବ ମା’ ବିରଜାଙ୍କ ରଥ, ମନ୍ଦିର ଚାରିପଟେ ଲାଗିବ ୧୪୪ ଧାରା
ଯାଜପୁର ଅଫିସ, ୫।୧୦: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ହେଁ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ରୋକ ଲଗାଯାଇପାରିନାହିଁ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୁର୍ଗା ପୂଜାରେ ମା’ ବିରଜାଙ୍କ ରଥ ବିନା ଭକ୍ତରେ ଗଡ଼ିବ। ୯ ଦିନ ବ୍ୟାପି…
ଶିଳ୍ପ ଲାଗି ଜଳ ବିବାଦ
ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ନଦୀ ଜଳ ବ୍ୟବହାର କରି ଏକାଧିକ ସ୍ଲରିପାଇପ୍ ଲାଇନ ପ୍ରକଳ୍ପ ସମେତ ଧାମନଗର…
ଦୁର୍ଦ୍ଦିନରେ ପଥର ଶିଳ୍ପୀ
ଯାଜପୁର ଅଫିସ,୪ା୧୦: କୁଟୀର ଶିଳ୍ପ ପାଇଁ ପ୍ରତିବର୍ଷ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି।ହେଲେ ଗ୍ରାମାଞ୍ଚଳର କାରିଗରଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଫଳରେ ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ଏହା ସଙ୍କୁଚିତ…
ଦୁର୍ନୀତିଖୋର ଅଧିକାରୀଙ୍କୁ ସୁରକ୍ଷା: ୧୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ
ଯାଜପୁର ଅଫିସ,୪ା୧୦: ଯାଜପୁର ଜିଲା ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଅଡିଟ୍ ରିପୋର୍ଟର ଅନୁପାଳନ କରିବାରେ କୁନ୍ଥକୁନ୍ଥ ହେଉଛନ୍ତି। ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ କରିଥିବା ମିଲର୍ସଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ନାମରେ ବିଭାଗୀୟ କାର୍ଯ୍ୟବିଧି ଗ୍ରହଣ…
ଯାଜପୁର ସିମେଣ୍ଟ କାରଖାନାରେ ଉତ୍ତେଜନା
କଳିଙ୍ଗନଗର, ୨।୧୦(ଡି.ଏନ.ଏ.): କଳିଙ୍ଗନଗର ଶଳ୍ପାଞ୍ଚଳର ଯାଜପୁର ସିମେଣ୍ଟ (ସାଗର ସିମେଣ୍ଟ୍) କାରଖାନାରେ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ୩ ମାସର ବକେୟା ଦରମା ଦାବିରେ ଶ୍ରମିକ ଓ କର୍ମଚାରୀ ସକାଳ ୭ଟାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରାହ୍ନ ୪ଟାରେ ପୋଲିସ ପହଞ୍ଚତ୍ କାରଖାନା…
Archives


