ଖଣି ଅଞ୍ଚଳରେ ଓଭରଲୋଡିଂ
ଯାଜପୁର ଅଫିସ,୨୦ା୧୨: ଯାଜପୁର ଜିଲାରେ ପଥରକ୍ବାରି ଓ କ୍ରଶର ସମେତ ବାଲି ଖାଦାନଗୁଡ଼ିକରୁ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ ହୋଇଛି। ବିଶେଷକରି ସୁକିନ୍ଦା ଅଞ୍ଚଳକୁ ଢେଙ୍କାନାଳ ଜିଲା ଭୁବନ ଏବଂ ଯାଜପୁର ଜିଲାର ଚଢ଼େଇଧରା ଅଞ୍ଚଳରୁ ଚିପ୍ସ, ମେଟାଲ, ବୋଲଡର ଓ…
ବନ୍ୟାକୁ ବର୍ଷେ, ମରାମତି ହେଲାନି ରାସ୍ତା
ବିଞ୍ଝାରପୁର,୧୯ା୧୨(ଡି.ଏନ.ଏ.): ଖରସ୍ରୋତା ନଦୀରେ ଗତବର୍ଷ ବନ୍ୟା ଆସି ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ମଲ୍ଲିପୁର ଗ୍ରାମର ରାସ୍ତା ଭାଙ୍ଗିଥିଲା। ଇତିମଧ୍ୟରେ ବନ୍ୟାକୁ ବର୍ଷେ ପୂରିଥିଲେ ମଧ୍ୟ ରାସ୍ତା ମରାମତି ହୋଇନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମାଞ୍ଚଳର ଲୋକଙ୍କ…
ସ୍ବଦେଶ ଦର୍ଶନ ଯୋଜନାରେ ଓଡ଼ିଶାକୁ ଅଣଦେଖା
ଯାଜପୁର ଅଫିସ,୧୯ା୧୨: ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ଆସିଲେ କେନ୍ଦ୍ର ସରକାର ମଧ୍ୟ ବିିଭିନ୍ନ ବାଟରେ ଆର୍ଥିକ ଲାଭବାନ୍ ହେଉଛନ୍ତି। କିନ୍ତୁ ଓଡ଼ିଶାର ପର୍ଯ୍ୟଟନ ବିକାଶ ପାଇଁ ଆଖିବୁଜି ଦେଉଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାକୁ ଉଦାହରଣ ନିଆଯାଇପାରେ,…
ନିଖୋଜ ଯୁବକଙ୍କ ମୃତଦେହ ମିଳିଲା
ସିଂହପୁର,୧୮ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ଗ୍ରାମର ସୌମେନ୍ଦ୍ର ଶୁକ୍ରବାର ଖରସ୍ରୋତା ନଦୀରେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କ ପତ୍ତା ମିଳି ନ ଥିଲା। ତେବେ ଶନିବାର ସିଂହପୁର ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ମାଛ…
ବଦଳି ଦାବିକୁ ଛାତ୍ରୀଛାତ୍ରଙ୍କ ବିରୋଧ
ରସୁଲପୁର,୧୮।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ଆଦାମପୁରସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶୁକ୍ରବାର କେତେଜଣ ଅଣଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ପ୍ରଧାନଶିକ୍ଷୟିତ୍ରୀ କୃଷ୍ଣାରାଣୀ ବେହେରଙ୍କ ବଦଳି ଦାବି କରିଥିଲେ।…
ଚାଷୀଙ୍କ ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ
ଯାଜପୁର ଅଫିସ,୧୮ା୧୨: ଚାଷୀ ଓ ଚାଷର ପିଛା ଛାଡୁନି ପ୍ରାକୃତିକ ବିପର୍ଯ୍ୟୟ। ବିଶେଷକରି ଚଳିତ ବର୍ଷ ୟାସ୍ ଓ ଏହାର ୬ ମାସ ପରେ ଜୱାଦ ଚାଷୀଙ୍କ ଜୀବନଜୀବିକାକୁ ଅତିମାତ୍ରାରେ ପ୍ରଭାବିତ କରିଛି। ନଦୀବନ୍ଧରେ ଘାଇ ସୃଷ୍ଟି ଏବଂ ବିଲରେ ବର୍ଷା…
ଖରସ୍ରୋତାରେ ଭାସିଗଲେ ଯୁବକ
ସିଂହପୁର,୧୭ା୧୨(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ…
ଥାନାର ଦ୍ବାରସ୍ଥ ଦ୍ବିତୀୟ ସ୍ତ୍ରୀ
କାଳିଆପାଣି,୧୭ା୧୨(ଡି.ଏନ.ଏ.):ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ କାଙ୍କଡ଼ପାଳ ଗ୍ରାମର ଜଣେ ଯୁବକ ଦ୍ବିତୀୟ ବିବାହ କରି ଏବେ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ଦ୍ୱିତୀୟ ସ୍ତ୍ରୀଙ୍କୁ ଘରେ ପୂରାଇ ନ ଦେବରୁ ଦ୍ବିତୀୟ ସ୍ତ୍ରୀ ଥାନା ଦ୍ବାରସ୍ଥ ହୋଇଛନ୍ତି। ସମ୍ପୃକ୍ତ…
‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଦିଗ୍ଦର୍ଶନ ଦେବ’
ଯାଜପୁର ଟାଉନ,୧୬ା୧୨(ଡି.ଏନ.ଏ.): ଯାଜପୁର ଏନ୍ସି କଲେଜ ପଡ଼ିଆଠାରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ)ର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଛି। ଯାଜପୁର ଜିଲାର ୩୧୧ ପଞ୍ଚାୟତ, ୨ଟି ପୌରପରିଷଦ ଅଞ୍ଚଳର…
ପୁନର୍ଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି
ରସୁଲପୁର,୧୫ା୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ୧୯୪ ବିଦ୍ୟାଳୟରେ ପରିଚାଳନା କମିଟି ପୁନର୍ଗଠନ ହେଉନାହିଁ। ସେଥିରେ ୯୮ ପ୍ରାଥମିକ ବିଦ୍ୟାଳୟ, ୬୬ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୧୭ ବ୍ଲକ୍ଗ୍ରାଣ୍ଟ, ୮ଟି ଏଡେଡ୍ ବିଦ୍ୟାଳୟ ଓ ୫ଟି ମଦରସା ରହିଛି। ଏ ସମସ୍ତ…
କାମରେ ଲାଗୁନି ପାନୀୟ ଜଳ ଯୋଗାଣ ପ୍ରକଳ୍ପ
ଚଣ୍ଡିଖୋଲ,୧୫ା୧୨(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ବାଲିପଡ଼ିଆ ପଞ୍ଚାୟତରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି କାମରେ ଲାଗୁନି। ୨୦୧୮-୧୯ରେ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ହେଲେ ପ୍ରକଳ୍ପଟି ତା’ର ମୂଳଲକ୍ଷ୍ୟରୁ ଦୂରେଇ…
ସଲାସୁତୁରାରେ ଖଣି ଚୋରି
ଯାଜପୁର ଅଫିସ,୧୩ା୧୨: ରାଜ୍ୟରେ ୨୦୧୯-୨୦ରୁ ଅଦ୍ୟାବଧି ଖଣି ଲିଜ୍ଧାରୀମାନେ ନିୟମ ଉଲ୍ଲଂଘନ କରି ୮୨୦୧ କୋଟି ଟଙ୍କାର ଲୁହାପଥର ଓ ମାଙ୍ଗାନିଜ ଉତ୍ତୋଳନରେ ଚୋରି, ଅନିୟମିତତା ଓ ଅବହେଳା କରିଛନ୍ତି। ସମ୍ପୃକ୍ତ ଲିଜ୍ଧାରୀମାନଙ୍କୁ ଖଣି ବିଭାଗ ପକ୍ଷରୁ ଗତ ୭ ଅଗଷ୍ଟରୁ…
Archives


