ବିଜେଡି ବଢିଛି, ଭାଜପା କମିଛି
ଯାଜପୁର ଅଫିସ,୨୮ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲା ପରିଷଦ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ଫଳାଫଳ ଭାଜପା ଓ କଂଗ୍ରେସକୁ ନିରାଶ କରିଛି। ସମସ୍ତ ୧୦ ଆସନକୁ ବିଜେଡି ହାତେଇ ନେଇଛି। ହେଲେ ୨୦୧୭ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ଅବଲୋକନ…
ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ ତ୍ରୁଟି
ଯାଜପୁର ଅଫିସ,୨୮ା୨: ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଓଏମ୍ବିଏଡିସି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରେ ନିର୍ମାଣ ହେଉଥିବା ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ-୨ରେ ବ୍ୟାପକ ତ୍ରୁଟି ହୋଇଛି। ଏହି ପ୍ରକଳ୍ପର ପମ୍ପ ହାଉସ୍କୁ ନିର୍ମିତ ପ୍ରବେଶ…
ସହର ଭିତରେ ଫ୍ଲାଏ ଆଶ୍ ଇଟା କାରଖାନା
ଯାଜପୁର ସଦର,୨୬।୨(ଡି.ଏନ.ଏ.): ଯାଜପୁର ତହସିଲ ଅନ୍ତର୍ଗତ ଯାଜପୁର ସହର ଭିତରେ ଏକ ଫ୍ଲାଏ ଆଶ୍ ଇଟା କାରଖାନା ଚାଲିଛି। ଏହି କାରଖାନାରେ ନମ୍ବର ବିହୀନ ଗାଡ଼ିଗୁଡ଼ିକୁ ଇଟା ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିସହିତ ଇଟା ଅନ୍ଲୋଡିଂ ପାଇଁ ଶିଶୁ ଶ୍ରମିକମାନଙ୍କୁ…
ଚାଲିଛି ହାର୍ଜିତ୍ ଆକଳନ
ଚଣ୍ଡିଖୋଲ,୨୬ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକର ୪୩ ପଞ୍ଚାୟତରେ ୧୮ ତାରିଖରେ ମତଦାନ ଶେଷ ହୋଇଛି। ଏହାପରେ ପ୍ରାର୍ଥୀ ହାର୍ଜିତକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି। ୬୩୭ୱାର୍ଡ ପାଇଁ ୧ଲକ୍ଷ ୪୬ ହଜାର ୧୨୮ଜଣ ଭୋଟର ମତଦାନ କରିଛନ୍ତି। ୪୩ ପଞ୍ଚାୟତ ସମେତ…
ଜିତିବା, ହାରିବାକୁ ନେଇ ଅଙ୍କକଷା
ଯାଜପୁର ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷହେବା ପରେ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଏବେ ଜିତିବା ହାରିବା ନେଇ ପ୍ରାର୍ଥୀ ଏବଂ ହାଇପ୍ରୋଫାଇଲ…
ଭୋଟ୍ ଦେବାକୁ ଆସିଲେନି ଗ୍ରାମବାସୀ, ଖାଲିପଡ଼ିଛି ବୁଥ୍
ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ବିଭିନ୍ନ ମୌଳିକ ସମସ୍ୟା ଏବଂ ଜନହିତକର ଯୋଜନାରୁ ବାଦ୍ ପଡ଼ିଥିବା ଅଭିଯୋଗରେ ଗୁରୁବାର ଭୋଟ୍ ବର୍ଜନ କରିଛନ୍ତି। ୧୮ ଏବଂ ୧୯ ନମ୍ବର ବୁଥ୍ରେ ୪୦୬…
ବରୀ, ରସୁଲପୁରରେ ଆଜି ଶେଷ ପର୍ଯ୍ୟାୟ ମତଦାନ
ଯାଜପୁର ଅଫିସ,୨୪ା୨: ଯାଜପୁର ଜିଲାରେ ୫ମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ରସୁଲପୁର ଓ ବରୀ ବ୍ଲକ୍ର ୮ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ୭୨ ପଞ୍ଚାୟତରେ ମତଦାନ ଗୁରୁବାର ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ହିଂସା, ବୁଥ୍…
ଯାଜପୁର, ମୟୂରଭଞ୍ଜ ସିଏସ୍ଓଙ୍କୁ ଜବାବ ତଲବ
ଯାଜପୁର ଅଫିସ,୨୩।୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୁରଭଞ୍ଜ ଜିଲା କରଞ୍ଜିଆ ସାବିତ୍ରୀ ରାଇସ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଚାଉଳ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଧିକାରୀମାନଙ୍କ ଅଡୁଆ ବଢିଛି। ଏହି ଦୁର୍ନୀତି ଉପରେ…
ଶୃଙ୍ଖଳା ରକ୍ଷା ପ୍ରଶାସନ ପାଇଁ ହେବ ଚ୍ୟାଲେଞ୍ଜ
ବରୀ,୨୩ା୨(ଡି.ଏନ.ଏ.): ଆସନ୍ତା ୨୪ ତାରିଖରେ ବରୀ ବ୍ଲକ୍ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତେବେ ଏହି ବ୍ଲକ୍ର ୩୮୦ବୁଥ୍ ମଧ୍ୟରୁ ୩୩୩ ବୁଥ୍ ବରୀ ରାମଚନ୍ଦ୍ରପୁର ଥାନା…
ପରିତ୍ୟକ୍ତ ଘରୁ ନରକଙ୍କାଳ ଜବତ
ଧର୍ମଶାଳା,୨୨ା୨(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବ୍ଲକ୍ ପରିସସରରେ ଥିବା ପରିତ୍ୟକ୍ତ ଘରୁ ମଙ୍ଗଳବାର ଏକ ନରକଙ୍କାଳ ପୋଲିସ ଜବତ କରିଛି। ପିଲାମାନେ ସେଠାରେ ଖେଳୁଥିବା ବେଳେ ନରକଙ୍କାଳ ପଡ଼ିଥିବା ଦେଖିଥିଲେ। ପରେ ଲୋକେ ଜାଣି ପୋଲିସକୁ ଖବର…
ଯାଜପୁରରେ ନିର୍ବାଚନୀ ହିଂସା : ବନ୍ଧା ହେଲେଣି ୯୮
ଯାଜପୁର ଅଫିସ, ୨୨।୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଯାଜପୁର ଜିଲାରେ ଏହା ପୂର୍ବରୁ ହୋଇଥିବା ଅନ୍ୟ ତିନୋଟି ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସା ଦେଖାଦେଇଥିଲା। କେଉଁଠି ଖବରଦାତାଙ୍କୁ ଆକ୍ରମଣ ହୋଇଥିଲା…
ସାମ୍ବାଦିକ ସୁରକ୍ଷା ଆଇନ ପାଇଁ ଦାବି ତେଜିଲା
ଯାଜପୁର ଟାଉନ/ଚଣ୍ଡିଖୋଲ/ବରୀ/ ସିଂହପୁର/ଜେନାପୁର,୨୨ା୨ (ଡି.ଏନ୍.ଏ.):ରବିବାର ଥିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ହେଲେ ପ୍ରଥମ, ଦ୍ୱିତୀୟ ପରି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ବୁଥ୍ ଜବରଦଖଲ, ପୋଲିସକୁ ମାଡ଼ ଭଳି…
Archives


