ବୃଦ୍ଧା,ବୃଦ୍ଧ, ଦିବ୍ୟାଙ୍ଗଙ୍କୁ ଡିବିଟି ଚିନ୍ତା
ରସୁଲପୁର,୧୨ା୪(ଡି.ଏନ୍.ଏ.):ସାମାଜିକ ନିରାପତ୍ତା ଯୋଜନା ଜରିଆରେ ବୃଦ୍ଧା,ବୃଦ୍ଧ, ବିଧବା, ଦିବ୍ୟାଙ୍ଗମାନଙ୍କୁ ପ୍ରତିମାସରେ ଭତ୍ତା ପ୍ରଦାନ କରାଯାଉଛି। ଏଥିପାଇଁ ପ୍ରତି ମାସର ୧୫ତାରିଖକୁ ଜନସେବା ଦିବସ ଭାବେ ଘୋଷଣା କରାଯାଇଛି। ଏହି ଦିବସରେ ଅବା ତା’ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀମାନଙ୍କୁ ୫୦୦ ଓ ୭୦୦ଟଙ୍କା…
ରାଜ୍ୟର ୭ ସହର ଅତି ପ୍ରଦୂଷିତ
ଯାଜପୁର ଅଫିସ,୧୨ା୪:ବାୟୁରେ ପ୍ରଦୂଷଣର ମାତ୍ର ଜାଣିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ଦ୍ୱାରା ରାଜ୍ୟର ୧୭ ସହରରେ ନିୟମିତ ବାୟୁ ପରୀକ୍ଷଣ କରାଯାଉଛି। ଏହି କ୍ରମରେ ଯାଜପୁରରୋଡ-କଳିଙ୍ଗନଗର, କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ରାଉରକେଲା ଓ ବାଲେଶ୍ୱରକୁ ଅତି ପ୍ରଦୂଷିତ…
ଅର୍ଥ ଅଭାବରୁ ହୋଇ ପାରିଲାନି ଚିକିତ୍ସା
କାଳିଆପାଣି,୧୧ା୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ରଁାସୋଳ ପଞ୍ଚାୟତର ମାଙ୍କେଡ଼ିଆ ସମ୍ପ୍ରଦାୟ ଲୋକେ ଅର୍ଥ ଅଭାବରୁ ଚିକିତ୍ସା ସୁବିଧା ପାଇ ପାରୁନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କରାଯାଇଥିଲେ ମଧ୍ୟ ଜନଜାତି ମାଙ୍କେଡ଼ିଆ ସମ୍ପ୍ରଦାୟ ଏସବୁ…
ଗୋଚର ଜମିରେ ଫରେଷ୍ଟ କ୍ବାର୍ଟର୍ସ ନିର୍ମାଣ
ରଗଡି,୯ା୪(ଡି.ଏନ.ଏ.): କଟକ ବନଖଣ୍ଡ ଯାଜପୁର ରୋଡ୍ ରେଞ୍ଜ ପଛିକୋଟ ଡିପିଏଫ ଅଧୀନ ରଗଡ଼ି ବିଟ୍ ନିକଟରେ ସଂରକ୍ଷିତ ଗୋଚର ଜମି(ଖାତା ନଂ. ୩୯୩ ପ୍ଲଟ ସଂଖ୍ୟା ୧୭୬୬)ରେ ଏକ ଫରେଷ୍ଟ କ୍ବାର୍ଟର୍ସ ନିର୍ମାଣ କରାଯାଉଛି। ଏହି ବେଆଇନ କାର୍ଯ୍ୟକୁ ନେଇ ସ୍ଥାନୀୟ…
ଭଙ୍ଗାକୁଡ଼ିଆରେ ବିତୁଛି ଜୀବନ
ବ୍ରହ୍ମବରଦା,୯ା୪(ଡ଼ି.ଏନ.ଏ): ଯାଜପୁର ଜିଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ବଉଳାଘାଇ ଦାଣ୍ଡିସାହି ୨ ନଂ. ୱାର୍ଡରେ ବାସ କରୁଥିବା ସମଲାତୁନ ବିବିଙ୍କ ପରିବାରକୁ ସରକାରୀ ଆବାସ ଯୋଜନାରେ ଘରଟିଏ ମିଳି ପାରିନାହିଁ। ୨୦୨୦ ବନ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ…
ଶୁଖୁଆପଡ଼ା ବଦଳରେ କେଶରାଇପୁର
ଚଣ୍ଡିଖୋଲ, ୯ା୪(ଡି.ଏନ୍.ଏ): ରାଜ୍ୟ ସରକାର ଅବଢ଼ା ଯୋଜନାରେ ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉନ୍ନତୀକରଣ ନିମନ୍ତେ ଖଣ୍ଡୋଲାଇଟ୍ ପଥର ଆବଶ୍ୟକ କରୁଥିବାରୁ ଏଥିପାଇଁ ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପାରାଭାଡ଼ି ବୌଦ୍ଧସ୍ତୂପ ପାହାଡ଼ରୁ ଖନନ ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଶୁଖୁଆପଡ଼ାରୁ…
ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ
ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨ ଜଣ ବିଭାଗୀୟ ଦୁର୍ନୀତିଖୋର ଅଧିକାରୀଙ୍କ ନାମରେ ଡ୍ରାଫ୍ଟଚାର୍ଜ ହୋଇଛି। ହେଲେ ସେଥିରୁ ୧୭ ଜଣ…
କାର୍ଯ୍ୟକ୍ଷମ ହୋଇପାରୁନାହିଁ ପାନୀୟ ଜଳ ପ୍ରକଳ୍ପ
ଧର୍ମଶାଳା,୮ା୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବାର୍ଷିକ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଦାୟିତ୍ୱରେ ଥିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଅନେକ…
ଭୂତଳ ଜଳ ଶୋଷୁଛି ରାମ୍କୋ ସିମେଣ୍ଟ
ଯାଜପୁର ଅଫିସ,୮ା୪: ୨୦୧୮ ଅଗଷ୍ଟରେ ଜଳ ସମ୍ପଦ ବିଭାଗର ଚିଫ୍ ଇଞ୍ଜିନିୟର ରାମ୍କୋ ସିମେଣ୍ଟ କାରଖାନାକୁ କେବଳ ନିର୍ମାଣ ଏବଂ ପାନୀୟ ଜଳ ଉଦ୍ଦେଶ୍ୟରେ ଦୈନିକ ୧୦୦ କିଲୋଲିଟର ଭୂତଳ ଜଳ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। କିନ୍ତୁ ଏହି କମ୍ପାନୀ…
ନାହିଁ ନାହିଁର ଗାଁ ଭଣ୍ଡାରିଗଡ଼ିଆ
କୋରେଇ,୮ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ୧୪ ନଂ. ୱାର୍ଡର ଭଣ୍ଡାରୀଗଡ଼ିଆ ଗାଁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିଲେ ହେଁ ଗାଁର ବିକାଶ ପ୍ରତି କେହି ଦୃଷ୍ଟି ଦେଇନାହାନ୍ତି। ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ…
ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର
ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହିକ୍ରମରେ ଗ୍ରାମାଞ୍ଚଳର ଜଳସ୍ତର ଏବେଠୁ ହ୍ରାସ ପାଇଲାଣି। ଏହି ପରିସ୍ଥିତିରେ ଗ୍ରାମାଞ୍ଚଳଠାରୁ…
ଜଳପଥରେ ଟାଟା ଷ୍ଟିଲର ପ୍ରଥମ ପରିବହନ
ଯାଜପୁର ଅଫିସ,୬ା୪: କଳିଙ୍ଗନଗର ଟାଟାର ସମ୍ପ୍ରସାରଣ ପ୍ରକଳ୍ପ ନିମନ୍ତେ ଭାରି ମେଶିନ୍ ଆଣିବାକୁ ଓଡ଼ିଶାରେ ପ୍ରଥମ ଥର ଅନ୍ତର୍ଦ୍ଦେଶୀୟ ଜଳପଥକୁ ବ୍ୟବହାର କରାଯାଇଛି। ଟାଟା ଷ୍ଟିଲ୍ ଇଞ୍ଜିନିୟରିଂ ଆଣ୍ଡ୍ ପ୍ରୋଜେକ୍ଟ ଡିଭିଜନ୍ ପକ୍ଷରୁ ପ୍ରାୟ ୧୦୦୦ କ୍ୟୁବିକ୍ ମିଟର୍ (ସିବିଏମ୍) ପଣ୍ୟ…
Archives


