ଯାଜପୁର

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଯୁବକ ଗିରଫ

କାଳିଆପାଣି,୧୧ା୭(ଡି.ଏନ.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ କାଳିଆପାଣି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ସାରୁଆବିଲ ନୂଆସାହିର ପଞ୍ଚାନନ ପ୍ରଧାନ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ସୂଚନା…

ପୂରଣ ହୋଇପାରୁନି ଶିକ୍ଷକ ପଦବୀ

ରସୁଲପୁର,୧୧ା୭(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ହେଲେ ଉକ୍ତ ପଦବୀ ପୂରଣ ପାଇଁ ସରକାରଙ୍କ ପକ୍ଷରୁ ନୂତନ ଶିକ୍ଷକ ନିଯୁକ୍ତି କରାଯାଉ ନାହିଁ। ଅନ୍ୟପକ୍ଷରେ ଓଏଏସ୍‌ ପରୀକ୍ଷା ଢାଞ୍ଚାରେ ପ୍ରତ୍ୟେକ ବର୍ଷ ଶିକ୍ଷକ ନିଯୁକ୍ତି…

ମହିଳାଙ୍କ ଜମି ହଡ଼ପ କରିଛି ଠିକା ସଂସ୍ଥା

ଚଣ୍ଡିଖୋଲ,୧୧ା୭(ଡି.ଏନ୍‌.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ନିଆଳିଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ୨୦୧୬ରୁ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ। ୩ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଅବଧି ଥିବାବେଳେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ଠିକା…

୪୯% ପରିବାର ପାଇଛନ୍ତି ଟ୍ୟାପ୍‌ ପାଣି

ଯାଜପୁର ଅଫିସ,୧୧ା୭: ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା, ଜଳ ଜୀବନ ମିଶନ, ଓଏମ୍‌ବିଏଡିସି, ଡିଏମ୍‌ଏଫ୍‌, ଆର୍‌ଆଇଡିଏଫ୍‌ ଆଦି ଯୋଜନାରେ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରତ୍ୟେକ ଘରକୁ ଟ୍ୟାପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ…

ଠିକାରେ ଚାଲିଛି ଏସ୍‌ଇଆଇଏଏ

ଯାଜପୁର ଅଫିସ,୧୦।୭:  ରାଜ୍ୟସ୍ତରୀୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ ବା ଷ୍ଟେଟ୍‌ ଏନ୍‌ଭାଇରନ୍‌ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି (ଏସ୍‌ଇଆଇଏଏ) ୨୦୦୮ରୁ କାର୍ଯ୍ୟକାରୀ ହୋଇଆସୁଛି। ବିଭିନ୍ନ ଖଣି ଖାଦାନ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ପୂର୍ବରୁ ପରିବେଶ ଆକଳନ କାର୍ଯ୍ୟକୁ ଠିକ୍‌ ଭାବେ…

ଉପଖଣ୍ଡ ଡାକ୍ତରଖାନା ପ୍ରତିଶ୍ରୁତି ଧୂଆଁବାଣ

ଯାଜପୁର ଅଫିସ, ୯ା୭: ଯାଜପୁର ଜିଲାର ଅନ୍ୟତମ ସହର ଯାଜପୁର ରୋଡ୍‌ ସବୁ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନାହିଁ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ଚିନ୍ତିତ…

ହାତୀ ମରୁଛନ୍ତି, ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା

ଯାଜପୁର ଅଫିସ,୮ା୭:ରାଜ୍ୟରେ ହାତୀ ସୁରକ୍ଷା ଏବଂ ସହଜ ଚଳପ୍ରଚଳ ସ୍ଥାନର ଅଭାବକୁ ଦୂର କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତନ ୧୦୩୮.୩ ବର୍ଗ କି.ମି.ରୁ ୨୧୮୧.୫୨୧ବର୍ଗ କି.ମି.କୁ ଏବଂ ସମ୍ବଲପୁର…

ଏନ୍‌ଆଇଏନ୍‌ଏଲ୍‌ ଅଧିଗ୍ରହଣ ସମ୍ପନ୍ନ

ଯାଜପୁର ଅଫିସ/କଳିଙ୍ଗନଗର,୫ା୭ (ଡି.ଏନ.ଏ.):ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌ ଲିମିଟେଡ୍‌(ଟିଏସ୍‌ଏଲ୍‌ପିଏଲ୍‌) ପକ୍ଷରୁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌)ର ୯୩.୭୧ ପ୍ରତିଶତ ଅଂଶଧନ ଅଧିଗ୍ରହଣ ସମ୍ପନ୍ନ ହୋଇଛି। ଟାଟା ଷ୍ଟିଲ ଲିମିଟେଡ୍‌ ପକ୍ଷରୁ ସୋମବାର ଏନେଇ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ଅର୍ଥ…

ନବଜାତ ଶିଶୁର ମୃତଦେହ ଜବତ

ଚଢ଼େଇଧରା,୪।୭(ଡି.ଏନ.ଏ.):ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଣ୍ଟିଆ ପଞ୍ଚାୟତ କୁସ୍ତିରା ଗାଁରେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଦଳପୂର୍ଣ୍ଣ ଗଡିଆରୁ ଜବତ କରାଯାଇଛି। ଗାଁର ଦଳେଇ ସାହି ନିକଟରେ ଥିବା ଉକ୍ତ ଗଡିଆରୁ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଜେନାପୁର ଥାନାକୁ…

୬ ଆଦିବାସୀ ଛାତ୍ରଙ୍କୁ ତଡ଼ିଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ଯାଜପୁର ଟାଉନ,୪ା୭(ଡି.ଏନ.ଏ.): ଯାଜପୁର ସହର ନିକଟସ୍ଥ ଚିତାଳୋ ପଞ୍ଚାୟତର ଚିତାଳୋଠାରେ ଥିବା ରକ୍ଷାକାଳୀ ସଂସ୍କୃତ ବିଦ୍ୟାଳୟର ୬ଜଣ ଆଦିବାସୀ ଛାତ୍ରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ଛାତ୍ରାବାସରୁ ତଡ଼ି ଦେଇଛନ୍ତି। ପ୍ରାୟ ୭ଦିନ ହେବ ସମ୍ପୃକ୍ତ ଛାତ୍ରମାନେ ଚର୍ମରୋଗରେ ପୀଡ଼ିତ ହୋଇଛନ୍ତି। ଏକଥା…

ଚାଷରେ ଲାଗୁନି ଅଧାରୁ ଅଧିକ ଚେକ୍‌ଡ୍ୟାମ

ଯାଜପୁର ଅଫିସ,୪ା୭: ରାଜ୍ୟରେ ଶିଳ୍ପାୟନ ଦ୍ରୁତଗତିରେ ବୃଦ୍ଧି ପାଉଛି। ଅଧିକ ରୋଜଗାର କରିବା ଆଶାରେ ଶିଳ୍ପ ପ୍ରତି ଆଗ୍ରହ ଦେଖାଇ ରାଜ୍ୟର ବହୁ ଛାତ୍ରୀଛାତ୍ର ବୈଷୟିକ ଶିକ୍ଷା ପ୍ରତି ଆକୃଷ୍ଟ ହେଉଛନ୍ତି। ହେଲେ ଶିଳ୍ପ କାରଖାନାରେ ୪୦% ଅଣଓଡ଼ିଆଙ୍କୁ ନିଯୁକ୍ତି ଦେଇ…

୯ ମାସରେ ୧୧ କୋଟି ଖର୍ଚ୍ଚ, ଦୁର୍ଘଟଣା କମୁନି

ଯାଜପୁର ଅଫିସ,୪ା୭: ପ୍ରତିବର୍ଷ ମୋଟରଯାନ(ଏମ୍‌ଭି) ମାମଲାରେ ଆଦାୟ ହେଉଥିବା ଜରିମାନାରୁ ୨୦% ଅର୍ଥ ବିଭିନ୍ନ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ବିନିଯୋଗ କରାଯାଉଛି। ଏହି କ୍ରମରେ ୨୦୨୧ ସେପ୍ଟେମ୍ବର ୧ରୁ ୨୦୨୨ ମେ ୩୧ ପର୍ଯ୍ୟନ୍ତ ୧୧ କୋଟି ୪ ଲକ୍ଷ ୬୬…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri