ଯାଜପୁର

ଅସୁରକ୍ଷିତ ବୌଦ୍ଧ ହୀରକ ତ୍ରିଭୁଜ

ଚଣ୍ଡିଖୋଲ,୧ା୧୦(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ହୀରକ ତ୍ରିଭୁଜ ନାମରେ ଖ୍ୟାତ ଉଦୟଗିରି, ଲଳିତଗିରି ଓ ରତ୍ନଗିରି ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି। ଏହି ବୌଦ୍ଧ ପୀଠକୁ ସୁରକ୍ଷା ଦେବା ପାଇଁ ପାଚେରି ନିର୍ମାଣ ହୋଇଥଲା ବେଳେ ଅସାମାଜିକ ବ୍ୟକ୍ତି ପାଚେରିରେ…

୧୬ ବର୍ଷ ପରେ ବି ସରୁନି ଛାତ୍ରାବାସ କାର୍ଯ୍ୟ

ଚଣ୍ଡିଖୋଲ,୩୦ା୯(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ପୁନରୁଦ୍ଧାର କରି ୫-ଟିରେ ରୂପାନ୍ତରୀକରଣ କରୁଛନ୍ତି। ହେଲେ ଏହି କାର୍ଯ୍ୟରେ ବହୁ ଅନିୟମିତତା ହେଉଛି। ଅନେକ ସ୍ଥାନରେ କେବଳ ରଙ୍ଗ ବୋଳି ଓ ଶ୍ରେଣୀ ଗୃହ ଟାଇଲ୍‌ ବିଛାଇ ବାହାର ଚକ୍‌ଚକ କରାଯାଉଛି। ହେଲେ ଭିତର ଅବସ୍ଥା…

ପୋଖରୀରେ ବୁଡ଼ି ଯୁବ ବ୍ୟବସାୟୀ ଜୀବନଗଲା

ବରୀ,୨୯।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁରର ଥାନା ଅଧୀନ କିମ୍ଭିରିଆପାଳ ପଞ୍ଚାୟତ ସଂଖାରିଗଡା ପାଖରେ ଥିବା ପୋଖରୀରେ ବୁଡ଼ି ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହରିପୁର ଗ୍ରାମର ଯୁବ ଲୁଗା ବ୍ୟବସାୟୀ ସିପୁ। ତାଙ୍କର କିମ୍ଭିରିଆପାଳ ପଞ୍ଚାୟତର…

ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଲେ

ବରୀ,୨୭।୯(ଡି.ଏନ୍‌.ଏ.): ଚୋରି କରିବାକୁ ଯାଇ ଧରାପଡ଼ିବା ଭୟରେ ଘର ମାଲିକଙ୍କୁ ମାରିଦେଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଟିଟିଛି ଯାଜପୁର ଜିଲା ବରୀ ବ୍ଲକ ଚଟୁମାରି ଗ୍ରାମରେ। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଚୋରି କରିବାକୁ ଯାଇ ଘର ମାଲିକଙ୍କୁ ଆକ୍ରମଣ…

ରାଶନ ମିଳିଲା ନାହିଁ, ତାତିଲେ ହିତାଧିକାରୀ

ବରୀ,୨୭।୯(ଡି.ଏନ.ଏ.):ସରକାରଙ୍କ ତରଫରୁ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସରେ ସରକାରୀ ନିୟମ ମୁତାବକ ଚାଉଳ ଓ ଗହମ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ରହିଛି। ମାତ୍ର ଦାୟିତ୍ୱରେ ଥିବା ସରକାରୀ ଖୁଚୁରା ବିକ୍ରେତା(ରିଟେଲର) ହିତାଧିକାରୀମାନଙ୍କ ରାଶନ ସାମଗ୍ରୀ…

ଆବାସ ଯୋଜନା ଅଛି, ଘର ମିଳୁନାହିଁ

ଜେନାପୁର,୨୭ା୯(ଡି.ଏନ.ଏ.):ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିବା ପରିବାରକୁ ସରକାର ଗ୍ରାମୀଣ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ହେଲେ ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ପଞ୍ଚାୟତରେ ସେହି ଯୋଜନା ଯେମିତି ପହଞ୍ଚି ପାରିନାହିଁ। ଏଥିପାଇଁ ଆର୍ଥିକ…

ଗୋପାଳପୁରରେ ଆରମ୍ଭ ହେଲା ବୁଣାକାର ହାଟ

ରସୁଲପୁର,୨୬ା୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବୁଣକାର ଗାଁଭାବେ ଗୋପାଳପୁରର ସାରା ରାଜ୍ୟରେ ସୁନାମ ରହିଛି। ଏହି ଗାଁରେ ୧୫୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ବସବାସ କରୁଛନ୍ତି। ତେଣୁ ଏଠାରେ ରବିବାରଠାରୁ ଜୟଜଗନ୍ନାଥ ବୁଣାକାର ସାପ୍ତାହିକ ହାଟ ଶୁଭାରମ୍ଭ କରାଯାଇଛି। ହାଟର ପ୍ରଥମ…

ସଂସ୍କୃତି ଭବନ ଅପେକ୍ଷାରେ ୧୪ ବର୍ଷ

ଯାଜପୁର ରୋଡ,୨୬ା୯(ଡି.ଏନ.ଏ.): କଳା, ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରା ଭଳି ସାଂସ୍କୃତିକ ବିଭବକୁ ପ୍ରସାରିତ କରିବା ଏବଂ ଯୁବପିଢି ତଥା ସମସାମୟିକ ସମାଜରେ ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗଢି ଉଠିଥାଏ। ଏଥିସହ…

ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଏଭଳିସ୍ଥିତିରେ ଉଭୟ ରାଜ୍ୟର ସରକାର ସୀମାନ୍ତ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)…

ଗାଈ ଚରାଉଥିବା ସମୟରେ ବଜ୍ରପାତ, ଚାଲିଗଲା କୃଷକଙ୍କ ଜୀବନ

ସିଂହପୁର,୨୫ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ ନାଉବାଙ୍କ ଗ୍ରାମର ଅଭିରାମ ସେଠୀ (୪୦) ଶନିବାର ଅପରାହ୍ନରେ ବିଲରେ ଗାଈ ଚରାଉଥିବା ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଛି। ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।…

ଅବହେଳାର ଶିକାର ୨ ଅସହାୟ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୨୫।୯: ଅସହାୟମାନଙ୍କ ଯେଭଳି କୌଣସି ଅସୁବିଧା ହେବ ନାହିଁ ସେଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଅନେକ କଲ୍ୟାଣକାରୀ ଯୋଜନା କରିଛନ୍ତି। କିନ୍ତୁ ଏହି ଯୋଜନାକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ ଅଧିକାରୀ…

ଜବରଦଖଲରେ ଗଳିପୋଲ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଗଣେଶ ବଜାର ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ଗଳିପୋଲକୁ ଜବରଦଖଲ କରାଯାଉଛି। ବ୍ୟବସାୟୀମାନେ ପରିବା ପରିବହନ କରିବାରେ ବ୍ୟବହାର କରୁଥିବା ଟ୍ରକ୍‌ ଓ ଛୋଟବଡ଼ ଗାଡିଗୁଡ଼ିକୁ ପୋଲ ତଳେ ପାର୍କିଂ କରି ଜାଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?