ଯାଜପୁର

ଶିଳ୍ପ ଥାଇ ନିଯୁକ୍ତି ଆଶାୟୀ ନିରାଶ

ଯାଜପୁର ଅଫିସ/ଅନୁଗୋଳ ଅଫିସ୍‌/ରାୟଗଡ଼ା ଅଫିସ୍‌,୧୩ା୧୦: ଖଣିଜ ସମ୍ପଦରେ ଭରପୂର ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଆଗ୍ରହ ଦେଖାଇ ଆସୁଛନ୍ତି। ସରକାର ସେମାନଙ୍କୁ ଜମି, ପାଣି, ଖଣି ସମେତ ସମସ୍ତ ସୁବିଧା ସୁଯୋଗ ଅତି ସହଜରେ ଉପଲବ୍ଧ କରାଉଛନ୍ତି। ସରକାରଙ୍କ ବଡ଼…

ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ

ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ ମା’ ଗାଧୋଇ ଆସି ଦେଖିଲା ବେଳକୁ ତାଙ୍କ ସପ୍ତମ ଶ୍ରେଣୀର ପୁଅ ଜଳୁଛି ।…

ବିଳମ୍ବରେ ଅଣ୍ଡା, ଛତୁଆ ବଣ୍ଟନ ନେଇ ଅସନ୍ତୋଷ

ରସୁଲପୁର,୧୧ା୧୦ (ଡି.ଏନ.ଏ.): ରସୁଲପୁର ବ୍ଲକ ସମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଛତୁଆ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଏ ନେଇ ରସୁଲପୁର ମହିଳା ଓ ଶିଶୁ ବିକାଶ…

ଚିରସ୍ରୋତା ହେବ ଛିଣ୍ଡା ଖରସ୍ରୋତା

ଯାଜପୁର ଅଫିସ,୧୧ା୧୦: ଯାଜପୁର ଜିଲା ଦେଇ ପ୍ରବାହିତ ଛିଣ୍ଡା ଖରସ୍ରୋତାକୁ ପୁନରୁଦ୍ଧାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜଳ ସମ୍ପଦ ବିଭାଗର ଅଧସ୍ଥନ ସଚିବ ଭାଗିରଥି ପାଢୀ ପ୍ରକଳ୍ପ ନିର୍ମାଣ ଓ ଅନୁଦାନ…

ଅଭାବରୁ ପଶିଛି ଚିନ୍ତା

ଯାଜପୁର ଅଫିସ/ପୁରୀ ଅଫିସ,୧୧ା୧୦:ରାଜ୍ୟର ପୁରୀ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ୨୦ଟି ପ୍ରକଳ୍ପର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏହି କାର୍ଯ୍ୟ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିଃ ବା ଓଡ଼ିଶା ବ୍ରିଜ ଆଣ୍ଡ କନ୍‌ଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡ(ଓବିଆଣ୍ଡସିସି)କୁ ଦାୟିତ୍ୱ ଦିଆଯାଇଛି। ହେଲେ…

ଏକାଧିକ ବିଲ୍‌ କରି ଅର୍ଥ ଆତ୍ମସାତ୍‌

ଯାଜପୁର ସଦର,୧୦ା୧୦(ଡି.ଏନ୍‌.ଏ): ଯାଜପୁର ଜିଲା ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ ପରିସର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନଆରଇଜିଏସ)ରେ ଏକାଧିକ ବିଲ କରାଯାଇ ଅର୍ଥ ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଶ୍ରମିକଙ୍କ ନାମରେ…

ଭଙ୍ଗା ଆଜବେଷ୍ଟସ୍‌ ତଳେ କୋମଳମତି ଶିଶୁ

ଯାଜପୁର ଅଫିସ/ପ୍ରୀତିପୁର(ଡି.ଏନ.ଏ.) ୧୦ା୧୦: ଯାଜପୁର ଜିଲାରେ ୨୬୦୦ରୁ ଊର୍ଦ୍ଧ୍ୱ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ କେତେକ କେନ୍ଦ୍ର ଅତି ପୁରାତନ କ୍ଲବ ଘର ଓ ସ୍କୁଲ ତଥା ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲିଛି। ସେଥିମଧ୍ୟରୁ ଅଧିକାଂଶ ଅତି ବିପଦସଙ୍କୁଳ ବୋଲି ଅଭିଭାବକମାନେ…

ଚାଷୀ ଶୂନ୍ୟ କୃଷକ ପରିବା ହାଟ

ରସୁଲପୁର,୧୦ା୧୦(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତ ଓଡ଼ଙ୍ଗସ୍ଥିତ ବିଜୁ ପରିବା ପରିବହନ କେନ୍ଦ୍ର ନାମରେ ଦୈନିକ କୃଷକ ପରିବାହାଟ ବସୁଛି। ହେଲେ ଏହି ପରିବାହାଟ ଏବେ ଚାଷୀଶୂନ୍ୟ ହୋଇପଡ଼ିଛି। ଫଳରେ ହାଟଟି ବ୍ୟବସାୟୀଙ୍କ ଦ୍ୱାରା ବାହାରୁ ଆମଦାନୀ…

ଜରିପାଲ ଭରସାରେ ଗରିବ ପରିବାର

ଯାଜପୁର ଅଫିସ/କାଏମା (ଡି.ଏନ.ଏ.), ୯।୧୦:ଯାଜପୁର ଜିଲା ଧର୍ମଶାଳା ବ୍ଲକ ମିର୍ଜାପୁର ଗ୍ରାମପଞ୍ଚାୟତ କଣ୍ଣାବଣିଆ ଗ୍ରାମର ଅସହାୟ ପରିବାର ମିନତି ମଳିକଙ୍କୁ ପ୍ରଶାସନିକ ପ୍ରତିଶ୍ରୁତି ମିଳିଛି। ଧରିତ୍ରୀରେ ୨୫ା୯ା୨୦୨୨ରେ ‘ଅବହେଳାର ଶିକାର ୨ ଅସହାୟ ପରିବାର’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ…

ଅପେକ୍ଷାରେ ୨ ଦଶନ୍ଧି

ଯାଜପୁର ଅଫିସ,୯।୧୦: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାକୁ ନିୟନ୍ତ୍ରଣ କରିବାକୁ ନଦୀର ଉପରମୁଣ୍ଡ ଆନନ୍ଦପୁର ଏବଂ କାନପୁରଠାରେ ୨ଟି ସମନ୍ବିତ ଜଳ ସେଚନ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି…

ପିକ୍‌ଅପ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ବରୀ,୮ା୧୦(ଡି.ଏନ୍‌.ଏ.): ବରୁହଁ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ଗୋବିନ୍ଦବାଟି ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଳଦା ଗ୍ରାମର କିଶୋର ଦାସଙ୍କ ପୁଅ ସୁନାକର (୨୫) ଏକ ସ୍କୁଟି ଯୋଗେ…

ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି ବଦଳି ନାହିଁ। ଏଥିପ୍ରତି ଡାକ୍ତରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋରଧରିଛି। ଡାକ୍ତରଖାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?