ଯାଜପୁର

ଭତ୍ତାରୁ ବଞ୍ଚିତ ଭିନ୍ନକ୍ଷମ ଦମ୍ପତି

କାଏମା,୨୦ା୧୦(ଡି.ଏନ.ଏ.): ସରକାରଙ୍କ ଗରିବ ଅସହାୟ ତଥା ଭିନ୍ନକ୍ଷମଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ଏହାକୁ କେତୋକାଂଶରେ କାର୍ଯ୍ୟକାରୀ କରାଯାଉନାହିଁ। ଏଭଳି ଆଉ ଏକ କରୁଣ ଚିତ୍ର ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତର ଭିନ୍ନକ୍ଷମ ଦେବକୀ ସାହୁ ଓ ସ୍ବାମୀ ରବୀନ୍ଦ୍ରନାଥ…

ଯାଜପୁର ସହର ମୁଖ୍ୟରାସ୍ତା ଯାତାୟାତ ଅନୁପଯୋଗୀ

ଯାଜପୁର ଟାଉନ,୨୦ା୧୦(ଡି.ଏନ.ଏ.): ଯାଜପୁର ସହରର ଅନେକ ରାସ୍ତାକୁ ପୌରସଂସ୍ଥାଠାରୁ ପୂର୍ତ୍ତ ବିଭାଗ ହାତକୁ ନେଇଛି। କିନ୍ତୁ ବିଭାଗ ପକ୍ଷରୁ ରକ୍ଷଣାବେକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବାରୁ ମୁଖ୍ୟ ରାସ୍ତା ସମେତ ଅନ୍ୟ ରାସ୍ତାଗୁଡ଼ିକ ଯାତାୟାତ ପାଇଁ ଅନୁପଯୋଗୀ ହୋଇପଡ଼ିଛି।…

ମିଳିଲା ନାହିଁ ଜଳ ନମୁନା ପରୀକ୍ଷା ରିପୋର୍ଟ

ଯାଜପୁର ଅଫିସ,୧୯ା୧୦: ରାଜ୍ୟର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ୧୦ ହେକ୍ଟରରୁ ଊର୍ଦ୍ଧ୍ୱ ଜଳାଶୟକୁ ପ୍ରଦୂଷଣମୁକ୍ତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଏନେଇ ରୁଜୁ ହୋଇଥିବା ଏକ ମାମଲା(ନଂ.୩୨୫/୨୦୧୫)କୁ ଅନୁପାଳନ କରିବାକୁ ୬ା୯ା୨୦୨୨ରେ ଜଳ ସମ୍ପଦ ବିଭାଗ…

ଚଣ୍ଡିଆ ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୮ା୧୦(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରି, ଲଳିତଗିରି ଓ ରନତ୍ଗିରି ହୀରକ ତ୍ରିଭୂଜ ରୁପେ ପରିଚିତ। ବିଶ୍ୱ ମାନଚିତ୍ରରେ ହୀରକ ତ୍ରିଭୂଜ ସ୍ଥାନ ପାଇବା ପରେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ସେଠାକୁ ଆସିଥାନ୍ତି। ସେଠାର ପୋତି ହୋଇ ରହିଥିବା…

ପ୍ରଥମେ ଖାରଜ, ପରେ ମଞ୍ଜୁର

ଯାଜପୁର ରୋଡ୍‌, ୧୮ା୧୦ (ଡି.ଏନ.ଏ.):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ କୋପଣ୍ଡ ମୌଜାର ଏକ ଚାଷଜମିକୁ ଘରବାଡ଼ି ଜମିରେ ପରିବର୍ତ୍ତନ କରିବାକୁ ବ୍ୟାପକ ଅନିୟମିତତା ଏବଂ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଖାରଜ ଏବଂ ପରେ ମୋଟା ଅଙ୍କର…

ଏସ୍‌ଏଚ୍‌ଜି ମହିଳାଙ୍କ ତାଲିମ ଅର୍ଥ ଆତ୍ମସାତ୍‌

ରସୁଲପୁର,୧୭ା୧୦(ଡି.ଏନ.ଏ.): ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଉଦ୍ଦିଷ୍ଟ। ଏହି ବିଭାଗ ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ବିଭିନ୍ନ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ପ୍ରଦାନ…

ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ

ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍‌.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ଅକାଳରେ ଚାଲିଗଲା ୨ ଯାଆଙ୍କ ଜୀବନ। ମୃତ ୨…

ବିକଳ୍ପ ଖୋଜିବେ ଖଣି, ଶିଳ୍ପ ସଂସ୍ଥା

ଯାଜପୁର ଅଫିସ,୧୭ା୧୦: ରାଜ୍ୟର ଖଣି ଓ ଶିଳ୍ପାଞ୍ଚଳର ଲୋକେ ପାଣି ପାଇଁ ହାହାକାର। ଭୂତଳ ଜଳ ହ୍ରାସ ପାଇଚାଲିଛି। ଏହାର ସଂରକ୍ଷଣ ଏବଂ ଭରଣା ପାଇଁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରୁନାହିଁ। ଫଳରେ ଭୂତଳ ଜଳ ନିମ୍ନଗାମୀ ହେବା ଅଣାୟତ୍ତ…

ଯାଜପୁରରେ ଖୋଲିବ ଭୂବନ୍ଦୋବସ୍ତ କମିଶନ ଅଫିସ୍‌

ଯାଜପୁର ଟାଉନ,୧୪ା୧୦ (ଡି.ଏନ.ଏ.): ବହୁ ପ୍ରତୀକ୍ଷାର ଅନ୍ତେପରେ ଭୂ-ବନ୍ଦୋବସ୍ତ କମିଶନ୍‌ ଅଫିସ୍‌ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଖୋଲିବ। ଏହି ଅଫିସ୍‌ ୪/୫ ବର୍ଷ ପୂର୍ବରୁ ଯାଜପୁରରେ ଖୋଲିବା ପାଇଁ ସରକାରଙ୍କ ତରଫରୁ ନୋଟିଫିକେସନ୍‌ ହୋଇଥିଲା। ତେବେ ବହୁ ବିଳମ୍ବରେ ସରକାର ନିଷ୍ପତ୍ତି…

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅସହାୟ ବୃଦ୍ଧା

ଯାଜପୁର ଅଫିସ,୧୪ା୧୦: ଗରିବ ଲୋକଙ୍କୁ ଆବାସ ଘର ଠାରୁ ଆରମ୍ଭ କରି ଭତ୍ତା, ଟଙ୍କିକିଆ ଚାଉଳ ସରକାର ଯୋଗାଇ ଦେଉଛନ୍ତି। ହେଲେ ସରକାରଙ୍କ ଏହି ସୁବିଧା କାହାକୁ ମିଳୁଛି ତ ଆଉ କିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଚାହିଁ…

ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଅର୍ଜୁନ

ରସୁଲପୁର,୧୪ା୧୦(ଡି.ଏନ.ଏ.): ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୨ ଶିକ୍ଷାବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ଗ୍ରାମର ଅନନ୍ତ ବେହେରାଙ୍କ ପୁଅ ବୈଜ୍ଞାନିକ ଡ. ଅର୍ଜୁନ…

ଜବାବ ଦାଖଲ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୪ା୧୦: ଯାଜପୁର ଜିଲା ଦେଇ ଯାଇଥିବା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଆଇନଗତ ଅଧିକାର ନ ଥାଇ ବିପୁଳ ପରିମାଣରେ ବିଭିନ୍ନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?