ପୁରୁଣା ଭର୍ସନ କମ୍ପ୍ୟୁଟର କିଣିବାକୁ ଟେଣ୍ଡର
ଯାଜପୁର ଅଫିସ,୨ା୩: ଶିକ୍ଷାର ଗୁଣାମତ୍କ ମାନ ବୃଦ୍ଧି କରିବା ସହିତ ଛାତ୍ରୀଛାତ୍ରଙ୍କ ବୌଦ୍ଧିକ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ସରକାର କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ପଦ୍ଧତି ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଜପୁର ଜିଲାରେ ଓଡ଼ିଶା ମିନେରାଲ…
ସୌର ଶୀତଳ କକ୍ଷ ଘୋଷଣାରେ ସୀମିତ
ରସୁଲପୁର,୨ା୩(ଡି.ଏନ.ଏ.): ୨୦୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ପଞ୍ଚାୟତରେ, ଦୈନିକ ପରିବାହାଟ ନିକଟରେ ଓ ପରିବା ପରିବହନ କେନ୍ଦ୍ର ଆଦି ସ୍ଥାନରେ ସୌରଚାଳିତ ଶୀତଳ କକ୍ଷ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା। ହେଲେ ସରକାରଙ୍କ ଏତାଦୃଶ୍ୟ ନିଷ୍ପତ୍ତିକୁ…
ମେଗା ପ୍ରକଳ୍ପ ଜଳରେ ପରିବା ଚାଷ
କାଳିଆପାଣି,୨୮ା୨(ଡି.ଏନ୍.ଏ.):ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଧିରେ ଧିରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଏଥିପାଇଁ ନଦୀ,ପୋଖରୀ,କୂଅ ଓ ନଳକୂପରୁ ଜଳ ଶୁଖିବା ଆରମ୍ଭ ହୋଇଛି। ଏଣେ ସ୍ଥାନୀୟ…
ବନ ବିଭାଗ ଉନ୍ନୟନ କାର୍ଯ୍ୟରେ ଅନିୟମିତତା
ବଡ଼ଚଣା,୨୮ା୨(ଡି.ଏନ.ଏ.):ପରିବେଶ ସୁରକ୍ଷା, ଚାରା ରୋପଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର କେତେଜଣ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ଦୁର୍ନୀତଖୋର ମନୋବୃତ୍ତି ଯୋଗୁ ତାହା ସଫଳ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ…
୫୦ ଆଦିବାସୀ ପରିବାରକୁ ଭଣ୍ଡାଇଲା ପ୍ରଶାସନ
ଚଣ୍ଡିଖୋଲ,୨୮ା୨(ଡି.ଏନ.ଏ.):ଶିକ୍ଷାର ଅଭାବ ହେତୁ ଅଧିକାଂଶ ସମୟରେ ଆଦିବାସୀମାନେ ଅବହେଳିତ ହୋଇଥାନ୍ତି। ସେମାନଙ୍କୁ ପ୍ରଶାସନିକ ଅଧିକାରୀମାନେ ନାନା ପ୍ରତିଶ୍ରୁତି ଦେଇ ଠକିଥାଆନ୍ତି ା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ପରିମଳର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ…
ରାସ୍ତା ତାଡ଼ିଲେ, ମରାମତି କଥା ଭୁଲିଗଲେ
ରସୁଲପୁର,୨୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ପାନୀୟ ଜଳ ଯୋଗାଣ ଯୋଜନା ପାଖରେ ଗମନାଗମନ ତୁଚ୍ଛ ହୋଇପଡ଼ିଛି। ପାଇପ୍ ବିଛାଇବା ପାଇଁ ଗାଁ ରାସ୍ତାକୁ ତାଡ଼ି ଦିଆଯାଇଛି।…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଏକାଥରକେ ଗଲା ୭ ଜୀବନ
ଯାଜପୁର ଅଫିସ, ୨୫।୨: ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ଏକ…
ଲକ୍ଷ୍ମୀନଗର ଡାଇଭର୍ସନରେ ବଢୁଛି ଦୁର୍ଘଟଣା
କୋରେଇ,୨୫ା୨(ଡି.ଏନ.ଏ.): ଯାଜପୁର ଜିଲା ପାଣିକୋଇଲିଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୨୦ର କୋରେଇ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ଛକ ନିକଟ ଡାଇଭର୍ସନରେ ଦୁର୍ଘଟଣା ବଢ଼ି ଚାଲିଛି। ଏଠାରେ ପଥଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଯିବା କାରଣରୁ ଏଭଳି…
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ
ଯାଜପୁର ଅଫିସ,୨୫ା୨:: ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସ ସମେତ ସଂଲଗ୍ନ ଅଞ୍ଚଳରେ ଜଣ୍ଡିସ ରୋଗ ବ୍ୟାପିବା ଅଭିଯୋଗ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ…
ସ୍ତ୍ରୀଙ୍କୁ ୭ କୋଟିର ମନ୍ଦିର ଉପହାର ଦେଲେ ସ୍ବାମୀ
ଯାଜପୁର ଟାଉନ,୨୫ା୧(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଚିକଣା ଗ୍ରାମରେ ଶିଳ୍ପପତି କ୍ଷେତ୍ରବାସୀ ଲେଙ୍କା ୭ କୋଟି ଟଙ୍କାର ସନ୍ତୋଷୀ ମା’ ମନ୍ଦିର ନିର୍ମାଣ କରି ତାଙ୍କ ସ୍ତ୍ରୀ ବୈଜୟନ୍ତୀ ଲେଙ୍କାଙ୍କୁ ଉପହାର ପ୍ରଦାନ କରିଛନ୍ତି। ସ୍ତ୍ରୀ ସନ୍ତୋଷୀ ମା’ଙ୍କ…
ମଣ୍ଡି ନ ଖୋଲି ମିଲରେ ଧାନ ସଂଗ୍ରହ
ଯାଜପୁର ଅଫିସ,୨୪ା୨ :ଯାଜପୁର ଜିଲାରେ ୨୦୨୨-୨୩ ଖରିଫ ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ମଣ୍ଡିଗୁଡିକ ଉଦ୍ଘାଟନ କରି ପରବର୍ତ୍ତୀ ସମୟରେ ସେଠାରୁ ଧାନ ସଂଗ୍ରହ ହୋଇନାହିଁ। ଚାଷୀଙ୍କ ଧାନକୁ ସିଧାସଳଖ ମିଲଗୁଡିକୁ ପଠାଯାଉଥିବାରୁ ଚାଷୀଙ୍କ ମହଲରେ ଉତ୍ତେଜନା ପ୍ରକାଶ…
ମଶା ଉତ୍ପାତରେ ସହରବାସୀ ଅତିଷ୍ଠ
ଯାଜପୁର ରୋଡ,୨୪ା୨(ଡି.ଏନ.ଏ.):ଘରୋଇକରଣ ହେଲେ ପରିମଳ ବ୍ୟବସ୍ଥା ସୁଧୁରିବ ବୋଲି ବ୍ୟାସନଗର ପୌରାଞ୍ଚଳବାସୀ ବହୁତ ଆଶା ରଖିଥିଲେ ା ହେଲେ ଗତ କିଛି ମାସ ହେଲା ସବ୍ୟସାଚୀ ମହାକୁଡ ନାମକ ଏକ ଘରୋଇ ସଂସ୍ଥାକୁ ସଫେଇ ଦାୟିତ୍ୱ ସମ୍ପ୍ରସାରଣ କରିବା ପରେ ବ୍ୟାସନଗର…
Archives


