ରାଶନ କାର୍ଡ ଧରାଇ ଚୁପ୍ ବସିଛି ପ୍ରଶାସନ
ନାଉଗାଁ,୨୧ା୧(ସ୍ବ.ପ୍ର.): ମୃତ ଶ୍ୱଶୁର ଓ ଶାଶୁଙ୍କ ନାଁରେ ଖାଉଟି ସାମଗ୍ରୀ ଉଠାଯାଉଛି ବୋଲି ନାଉଗାଁ ବ୍ଲକ ଅଲଣା ପଞ୍ଚାୟତ ସଠଳପୁର ଗ୍ରାମର କୁଇନି ରାଉତ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିସହ ଶାଶୁ, ଶ୍ୱଶୁରଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ରାଶନ କାର୍ଡ…
ଏକ୍ସପାୟାରି ସିରପ୍ ଖୋଳକୁ ନେଇ ଦ୍ୱନ୍ଦ୍ୱ
ଜଗତ୍ସିଂହପୁର ଅଫିସ, ୧୮।୧: ୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିଆଯାଉଥିବା ଆଇରନ ଫୋଲିକ ସିରପ୍ ଖୋଳକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଖୋଳ ଉପରେ ଥିବା ଷ୍ଟିକର ଉପରେ ଗୋଟିଏ ଏକ୍ସପାୟାରି ତାରିଖ ଏବଂ ଏହାକୁ ଚିରିଲା ପରେ ତା’ତଳେ ଅନ୍ୟ…
ଯୋଜନା ଅଛି, ସୁହାଉନାହିଁ
ଜଗତ୍ସିଂହପୁର ଅଫିସ,୧୭ା୧: କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ସାଙ୍ଗକୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଦ୍ରୁତ ବିକାଶକୁ ଆଖି ଆଗରେ ରଖି ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ (ଏମ୍କେୟୁୱାଇ) ୧୯୯୬ରେ କାର୍ଯ୍ୟକାରୀ କରିଛନ୍ତି। ପାରମ୍ପରିକ କୃଷିକୁ ବ୍ୟବସାୟିକ କୃଷିରେ ପରିଣତ କରିବା…
ପୂର୍ବ ଉପକୂଳରେ ସମରାଭ୍ୟାସ ‘ସି ଭିଜିଲ୍’
ପାରାଦୀପ,୧୩ା୧(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪୮୦ କିଲୋମିଟର ପୂର୍ବଉପକୂଳ ଓ ଦେଶର ସାମୁଦ୍ରିକ ସୀମାରେ ମଙ୍ଗଳବାର ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାର ନାମ ‘ ସି ଭିଜିଲ୍ ୨୦୨୧’ ରଖାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ…
ବାସହରା ଖୋଜୁଛନ୍ତି ରାତ୍ରି ଆଶ୍ରୟସ୍ଥଳ
ଜଗତ୍ସିଂହପୁର ଅଫିସ, ୧୧।୧: ପ୍ରବଳ ଶୀତ ଯୋଗୁ ଗରିବ ବାସହରାଙ୍କ ଚିନ୍ତା ବଢ଼ିଯାଇଛି। ରାତ୍ରିଯାପନ କରିବା ପାଇଁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତଯୋଗୁ ବାସହରା ହୋଇ କୌଣସି ବ୍ୟକ୍ତିଙ୍କ ଯେପରି ମୃତ୍ୟୁ ନ ହୁଏ ସେଥିପ୍ରତି ଦାୟିତ୍ୱବାନ ହେବାକୁ…
୩ ଶୁଷ୍କ ନଦୀରେ ମାଛଚାଷ ଯୋଜନା ପ୍ରହସନ
ଜଗତ୍ସିଂହପୁର ଅଫିସ, ୧୦।୧: ସମୟ ଚକ୍ରରେ ସୁଗଭୀର ଅଳକା ନଦୀ ତା’ର ସ୍ଥିତି ହରାଇ ବସିଛି । ଏହି ନଦୀର ଅଧିକାଂଶ ଅଞ୍ଚଳ ଶୁଷ୍କ ହୋଇଯାଇଛି। ସେହିପରି ବାଲିଆ ଓ କାଠଯୋଡ଼ି ନଦୀର କିଛି ଅଂଶରେ ମଧ୍ୟ ଅନୁରୂପ ଅବସ୍ଥା ହୋଇଛି।…
ବନ୍ୟଜନ୍ତୁ, ପକ୍ଷୀ ପ୍ରେମରେ ପରିବାରର ୪ ସଦସ୍ୟ
ପାରାଦୀପ, ୯।୧(ସ୍ବ.ପ୍ର.): ବନ୍ୟପ୍ରାଣୀ ଓ ପକ୍ଷୀ ବହୁ ସମୟରେ ଶିକାରୀମାନଙ୍କ ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଲୋକେ ଯତ୍ନବାନ ହେଉନାହାନ୍ତି। ଏପରିସ୍ଥଳେ ଜଗତ୍ସିଂହପୁର ଜିଲାର ପାରାଦୀପର ଗୋଟିଏ ପରିବାରର ୪ ଜଣ ସଦସ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଓ ପକ୍ଷୀଗଣନାରେ…
ରାଜଧାନୀରେ ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍
ଭୁବନେଶ୍ୱର,୪।୧(ବ୍ୟୁରୋ): ଦୀର୍ଘବର୍ଷ ହେବ ସୀମାନ୍ତରେ ଲୁଟ୍, ଚୋରି, ଡକାୟତି, ହତ୍ୟା ଆଦି ଅପରାଧ ଘଟାଉଛନ୍ତି ଝାଡ଼ଖଣ୍ଡର ଅପରାଧୀ। ଓଡ଼ିଶା ପୋଲିସର ଶକ୍ତିକୁ ପରଖିବା ପରେ ଏବେ ସେମାନେ ରାଜଧାନୀ ଭୁବନେଶ୍ୱରରେ ରାଜ୍ କଲେଣି। ଝାଡ଼ଖଣ୍ଡରୁ ଆସି ଭୁବନେଶ୍ୱରର ଗଳିକନ୍ଦି ବୁଲି ଲୁଟ୍ପାଟ…
ଖୋଲିଲା ଶାରଳା ମନ୍ଦିର
ତିର୍ତ୍ତୋଲ,୪।୧(ଡି.ଏନ.ଏ.): କୋଭିଡ କଟକଣା ପାଇଁ ବନ୍ଦ ରହିଥିବା ଜଗତସିଂହପୁର ଜିଲା ତିର୍ତ୍ତୋଲସ୍ଥିତ ପ୍ରସିଦ୍ଧ ଝଙ୍କଡ ଶାରଳା ମନ୍ଦିର ଦୀର୍ଘ ମାସ ପରେ ରବିବାର ଖୋଲିଛି। ସରକାରୀ ନିର୍ଦ୍ଦେଶ ପରେ, ସକାଳ ୮ରୁ ମନ୍ଦିର ପରିସରକୁ ଭକ୍ତମାନେ ପ୍ରବେଶ କରିଥିଲେ। ମନ୍ଦିର ପ୍ରଶାସନ…
ସଂଗ୍ରାମ ପୁଣି ଜଗତ୍ସିଂହପୁର ଜିଲାପାଳ
ଜଗତସିଂହପୁର ଅଫିସ,୪।୧: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଏସ୍ଡି ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ର ପୁଣି ଜଗତ୍ସିଂହପୁର ଜିଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ…
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର
ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ପାରାଦୀପ ବନ୍ଦରକୁ ବିଶ୍ୱସ୍ତରୀୟ କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ପାରାଦୀପ ବନ୍ଦରରେ ନିର୍ମାଣ ହେବ ଓ୍ବେଷ୍ଟର୍ଣ୍ଣ ଡକ୍। ନବୀକରଣ ଓ ବିଶ୍ୱସ୍ତରୀୟ ପାଇଁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା।…
ପୋଲିସ ଏଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ
ଜଗତସିଂହପୁର ଅଫିସ୍,୩୦।୧୨: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲା ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୋଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ…
Archives


