ଜୁନ୍ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷିଦ୍ଧ
ପାରାଦୀପ,୧୫ା୪(ସ୍ବ.ପ୍ର.): ମାଛବଂଶ ବୃଦ୍ଧି ନିମନ୍ତେ ଗୁରୁବାରଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ରସୀମାରେ ମାଛଧରିବା ଉପରେ ପ୍ରଶାସନ ପକ୍ଷରୁ କଟାକଣା ଲଗାଯାଇଛି। ମାଛ ଧରିଲେ ଯାଆଁଳ ନଷ୍ଟ ହେବାର ଆଶଙ୍କା ଥିବାରୁ ୧୦ ବର୍ଷ ହେବ ଏହି ସମୟରେ କଟାକଣା ଲଗାଯାଉଛି।…
ଶୈବାଳ ଚାଷ : ଜଟାଧାର ମୁହାଣରେ ସଫଳ
ପାରାଦୀପ,୧୨।୪(ସ୍ବ.ପ୍ର.): ଉପକୂଳ ଓଡିଶାର ଗଞ୍ଜାମ, ପୁରୀ, ବାଲେଶ୍ବର ଓ ଜଗତସିଂହପୁର ଜିଲାର ୮ଟି ସ୍ଥାନରେ ପ୍ରଥମ ଥର ପାଇଁ ପେବୃୟାରୀ ଶେଷ ସପ୍ତାହରେ ଶୈବାଳ ଚାଷ ହୋଇଥିଲା। ସେଥରୁ ଜଗତସିଂହପୁର ଜିଲା ଏରସମା ବ୍ଲକ ଅଧୀନ ନୋଳିଆସାହି ପାଖ ଜଟାଧାରମୁହାଣ ଅଞ୍ଚଳରେ…
ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର
ନାଉଗାଁ,୯।୪(ସ୍ବ.ପ୍ର.): ନାଉଗାଁ ବ୍ଲକରେ ପ୍ରବାହିତ ଦେବୀ ନଦୀର ଦୁର୍ବଳ ସ୍ଥାନକୁ ପ୍ରଶସାନ ପକ୍ଷରୁ ଚିହ୍ନଟ କରାଯାଇ ପଥର ପ୍ୟାକିଂ କରାଯାଉଛି। ଏଥିସହ ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ଜଳ ସମ୍ପଦ ବିଭାଗ ଅଧୀନରେ ଚାଲିଥିବା ଏହି କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ…
‘ଧରିତ୍ରୀ’ର ପୂର୍ବତନ କର୍ମଚାରୀଙ୍କ ଅକାଳ ବିୟୋଗ
ଭୁବନେଶ୍ୱର,୯।୪(ବ୍ୟୁରୋ): ଦୈନିକ ‘ଧରିତ୍ରୀ’ର ପୂର୍ବତନ କର୍ମଚାରୀ ଜଗତସିଂହପୁର ଜିଲା ବାଲିକୁଦା ଥାନା ଅଳାବର ପଞ୍ଚାୟତ କଣିହାଁ ଗ୍ରାମର ପ୍ରଶାନ୍ତ ରାଉତଙ୍କ ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୪୫ ବର୍ଷ ହୋଇଥିଲା। ଗତ ନଭେମ୍ବରରୁ ସେ ଲିଭର କ୍ୟାନସରରେ ପୀଡ଼ିତ ଥିଲେ। ବାହାରଣାସ୍ଥିତ…
ପାରାଦୀପ ବନ୍ଦରର ଲଗାତର ୪ର୍ଥ ରେକର୍ଡ
ପାରାଦୀପ,୨।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ୨୦୨୦-୨୧ ଆର୍ଥତ୍କ ବର୍ଷରେ ୧୧୪.୫୫ ମିଲିୟନ ଟନ୍ ପଣ୍ୟ କାରବାର କରିଛି। ଲଗାତର ୪ର୍ଥ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍ରୁ ଊର୍ଦ୍ଧ୍ୱ ପଣ୍ୟ କାରବାର କରିବାର ରେକର୍ଡ ହାସଲ କରିଛି ବୋଲି ଗୁରୁବାର ଏକ ଖବରଦାତା…
ପାରାଦୀପ ବନ୍ଦରରେ ଲାଗିଲା ଜାହାଜ: ୧୫ କରୋନା ପଜିଟିଭ, ୨ ଗୁରୁତର
ପାରାଦୀପ,୨୯।୩(ସ୍ବ:ପ୍ର.): ପାରାଦୀପ ବନ୍ଦରକୁ ଆସିଥିବା ଏମ୍ଭି ଏପିଜେ କାୟର୍ସ ନାମକ ପଣ୍ୟବାହୀ ଜାହାଜରେ ଥିବା ୨୮ଜଣ ନାବିକଙ୍କ ମଧ୍ୟରୁ ୧୫ ଜଣଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି। ପରେ ସମସ୍ତ ଆକ୍ରାନ୍ତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଫାଶୀ ଜାଗାରେ ବର୍ଗାକାର ଜାଲକୁ ଗୁରୁତ୍ୱ
ପାରାଦୀପ, ୨୬।୩(ସ୍ବ.ପ୍ର.): ସମୁଦ୍ରରେ ଆଗକୁ ଆଉ ଫାଶୀଜାଲ ଚଳିବ ନାହିଁ। ଏହା ବଦଳରେ ବର୍ଗାକାର ଜାଲ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ୨ ସଂସ୍ଥା ନେଟଫିଶ୍ (ନେଟୱର୍କ ଫର ଫିଶ କ୍ବାଲିଟି ମ୍ୟାନେଜମେଣ୍ଟ ଏଣ୍ଡ…
ସଂଗ୍ରାମୀ କାରଖାନା ଅଳକାଶ୍ରମ ଅଲୋଡ଼ା
ଜଗତସିଂହପୁର ଅଫିସ, ୧୪ା୩: ଜଗତ୍ସିଂହପୁର ଜିଲାର ସ୍ବାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନ ଓଡ଼ିଶା କାହିଁକି ସାରା ଦେଶର ଇତିହାସକୁ ଜାଜ୍ୱଲ୍ୟମାନ କରୁଛି। ବିଶେଷକରି ଜିଲାର ଅଳକାଶ୍ରମ ଅନେକ ସ୍ବାଧୀନତା ସଂଗ୍ରାମୀ ତିଆରି କରିଛି। ଜିଲା ସଂସ୍କୃତି ପରିଷଦ ଦ୍ୱାରା ପ୍ରକାଶିତ…
ଅରଖକୁଦ ସୈରାତରୁ ବେଆଇନ ବାଲି ଚାଲାଣ
ନାଉଗାଁ,୧୨।୩ (ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ୬ଟି ବାଲି ସୈରାତକୁ ୨୦୨୦ ଡିସେମ୍ବର ୧୬ରେ ନିଲାମ କରାଯାଇଛି। ଏହି ଘାଟ ମଧ୍ୟରେ ରହିଛି ଶିଖର, ଏରେଡା, ବଛାଳୋ, ଅରଖକୁଦ, ଅଲଣା-୨ ଓ ଗଳଦାରୀ ବାଲି ସୈରାତ।…
ବଢ଼ି ଚାଲିଛି ତେଲ ଚୋରି
ପାରାଦୀପ,୧୨।୩(ସ୍ବ.ପ୍ର.): ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଲୋକ ସଭାଠାରୁ ଆରମ୍ଭ କରି ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ବିରୋଧ ଜାରି ରହିଛି। ତେବେ ପାରାଦୀପରେ ତେଲ ଚୋରା କାରବାର ଚାଲିଛି। ରାଷ୍ଟ୍ରାୟତ୍ତ…
ଦୃଷ୍ଟାନ୍ତ ସାଜିଛନ୍ତି ପ୍ରେମଲତା
ପାରାଦୀପ,୮।୩ (ସ୍ବ.ପ୍ର.): ମହିଳାଙ୍କୁ ସମାନ ଅଧିକାର ଓ ସମ୍ମାନ ଦେବା ପାଇଁ ସମଗ୍ର ବିଶ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି। ଏହାସତ୍ତ୍ୱେ ବି ଅନେକ ମହିଳା ହିଂସାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି କେତେଜଣ ମହିଳା ସମାଜରେ ସଂସ୍କାର…
ଓଡ଼ିଶାରେ ସାମୁଦ୍ରିକ ଶୈବାଳ ଚାଷ
ପାରାଦୀପ, ୭ା୩(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪ ସ୍ଥାନରେ ସପ୍ତାହେ ହେଲା ପ୍ରଥମ କରି ସାମୁଦ୍ରିକ ଶୈବାଳ ଚାଷ ଆରମ୍ଭ ହୋଇଛି। ଅନ୍ୟ ସ୍ଥାନ ହେଲା ଗଞ୍ଜାମ, ପୁରୀ ଓ ବାଲେଶ୍ୱର। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଓ ତାମିଲନାଡୁର ଏକ…
Archives


