ଜଗତ୍‌ସିଂହପୁର

ନମୁନା ପରୀକ୍ଷାର ଦିନକ ପରେ ମିଳୁଛି ରୋଗୀ ସେବା

ଜଗତ୍‌ସିଂହପୁର ଅଫିସ, ୨୫ା୪: ଜଗତ୍‌ସିଂହପୁର ଜିଲା ପ୍ରାଣୀଧନ ଚିକିତ୍ସାଳୟକୁ ପ୍ରାଣୀଙ୍କ ଚିକିତ୍ସା ଓ ନମୁନା ପରୀକ୍ଷା ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଲୋକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ସେବା ମିଳିପାରୁନାହିଁ। ବିଶେଷକରି ଗୋବର, ପରିସ୍ରା ଆଦି ପରୀକ୍ଷା ପାଇଁ ନମୁନା ଦେବାକୁ…

୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ

ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍‌ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର…

ମଦଦୋକାନୀଙ୍କ ଉପରେ ଅଙ୍କୁଶ ରହୁନି, ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି

ଜଗତ୍‌ସିଂହପୁର ଅଫିସ, ୨୧।୪: ଜଗତ୍‌ସିଂହପୁର ଜିଲାରେ ମଦ ଦୋକାନୀମାନଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହୁନି। ଅନେକ ଦୋକାନୀ ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି। ସରକାରୀ ନିୟମକାନୁନକୁ ଦୋକାନୀମାନେ ଦଳି ମକଚି ଚୋରା ଚାଲଣ ଚଳାଇଛନ୍ତି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ…

୨୫୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ଡହଳବିକଳ

ନାଉଗାଁ,୧୯ା୪(ସ୍ବ.ପ୍ର.):ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମଧୁର ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। କେଉଁଠି ପାଇପ ଫାଟି ରାସ୍ତା ଘାଟରେ ପାନୀୟ ଜଳ ନଷ୍ଟ ହେଉଥିବାବେଳେ ଆଉ କେଉଁଠି ଦୀର୍ଘ ଦିନ ହେବ ପାଇପ ସଂଯୋଗ…

ଅଧପନ୍ତରିଆ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ

କୁଜଙ୍ଗ,୧୮ା୪(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଇ ଉଚ୍ଚ ବିଦ୍ୟାଳୟର ପୁରାତନ ପ୍ରାଚୀର ଓ କିଛି ଶ୍ରେଣୀ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ମାତ୍ର ଏହାର ମରମତି ଓ ନବୀକରଣ ହେଉନାହିଁ। ସେହିପରି ଏଠାରେ ଖାଲିପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ…

ପ୍ରଲୋଭନ ଦେଖାଇ ୨ ଲକ୍ଷ ଲୁଟ୍‌ ମାମଲାର ପର୍ଦ୍ଦାଫାଶ

ଜଗତ୍‌ସିଂହପୁର ଅଫିସ, ୧୮ା୪: ୭୦ ହଜାର ଟଙ୍କା ଦେଲେ, ୧ ଲକ୍ଷ ଟଙ୍କା ମିଳିବ। ଏଭଳି ପ୍ରଲୋଭନ ଦେଖାଇ ଜଗତ୍‌ସିଂହପୁର ଜିଲାର ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଡକାଇ ତାଙ୍କଠାରୁ ୨ ଲକ୍ଷ ଝାମ୍ପି ନେଇଛନ୍ତି ଲୁଟେରା। ଏହି ମାମଲାରେ ଜଗତ୍‌ସିଂହପୁର…

‘ଢିଙ୍କିଆକୁ ନିନ୍ଦିତ କରା ନ ଯାଉ’

କୁଜଙ୍ଗ,୧୭।୪(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶର ଜନସାଧାରଣ ଶାନ୍ତିପ୍ରିୟ ଓ ନିରୀହ ହୋଇଥିବାବେଳେ ବାହାର ଅଞ୍ଚଳର କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ନିଜକୁ ଜନ ଆନ୍ଦୋଳନର ନେତା କହି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେମାନଙ୍କ ପ୍ରରୋଚନାରେ ପଡ଼ି…

ଡାକ୍ତର ନ ଆସିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ନାଉଗାଁ,୧୬ା୪(ସ୍ବ.ପ୍ର.):ନାଉଗାଁ ବ୍ଲକ ଅଲଣା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଡାକ୍ତର ଅନୁପସ୍ଥିତ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀ ରଞ୍ଜିତ ରାୟ, ପ୍ରଭାତ ସ୍ବାଇଁ, ଲୋଚନ ଭୋଇ, ଅଶୋକ ସାମଲ, ଓାର୍ଡ ସଭ୍ୟ, ଧୀରେନ୍ଦ୍ର ସାହୁ, ସନ୍ତୋଷ ପାଢୀ, କାବୁଲି…

ପୂର୍ବ ଉପକୂଳବର୍ତ୍ତୀ ସମୁଦ୍ରରେ ୨ ମାସିଆ କଟକଣା

ପାରାଦୀପ,୧୫ା୪(ସ୍ବ.ପ୍ର.): ଓଡ଼ିଶାର ୪୮୦ କିମି ପୂର୍ବ ଉପକୂଳ ସମୁଦ୍ରରେ ଶୁକ୍ରବାରଠାରୁ ୨ ମାସିଆ ସାମୁଦ୍ରିକ କଟକଣା ଲାଗୁ ହୋଇଛି। ଜୁନ୍‌ ୧୪ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିିବ। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ପ୍ରବେଶ ଉପରେ ବାରଣ କରାଯାଇଛି।…

ଗାଧୋଇବାକୁ ଯାଇ ବୁଡି ଗଲେ ଦୁଇ ଭାଇ

ପାରାଦୀପ ଅଫିସ,୧୪।୪: ପଣା ସଂକ୍ରାନ୍ତିରେ ଅଘଟଣ। ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଗଲେ ଦୁଇ ଭାଇ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲା କୁଜଙ୍ଗର ପଥୁରିଆ ଗାଁରେ। ସେମାନେ ହେଲେ ଗଣେଶ୍ୱର ସାହୁ ଓ ରାଜେନ୍ଦ୍ର ସାହୁ। ଗଣେଶ୍ୱର…

ସ୍ବଚ୍ଛ ଆକ୍ସନ ପ୍ଲାନରେ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ

ଜଗତ୍‌ସିଂହପୁର ଅଫିସ, ୧୩।୪: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଜାତୀୟ ଗ୍ରାମୀଣ ଶିକ୍ଷା ପରିଷଦ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟକୁ ଡିଷ୍ଟ୍ରିକ୍ଟ ଗ୍ରୀନ ଚାମ୍ପିୟନ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସ୍ବଚ୍ଛ ଆକ୍ସନ ପ୍ଲାନ୍‌ ଯଥା…

ସ୍କୁଲ ନ ଛାଡି ପିଲାଙ୍କୁ ପାଲ ତଳେ ପଢ଼ାଇଲେ ପାଠ

ରଘୁନାଥପୁର,୧୩।୪(ଡି.ଏନ.ଏ.): ରଘୁନାଥପୁର ବ୍ଲକ ଛପଡା ପଞ୍ଚାୟତ ରାହାଡ଼ିଙ୍ଗା ୧୧ ନଂ. ୱାର୍ଡରେ ସାମଲ ସାହି ଶ୍ମଶାନ ରାସ୍ତାକାର୍ଯ୍ୟ ବନ୍ଦ କରାଯାଇଛି। ରାସ୍ତାରେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ବାରଣ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ଫଳରେ ସ୍ଥାନୀୟ ସାମଲସାହିର ୨୫ ଦଳିତ ପରିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri