ଜଗତ୍‌ସିଂହପୁର

ବାଲି ଟ୍ରକ୍‌ ଚଳାଚଳ ଯୋଗୁ ଲୋକେ ଅତିଷ୍ଠ

ରଘୁନାଥପୁର,୧୨।୧୧(ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ରଇପଡାଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ୨ କିମି ରାସ୍ତାରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା ଟ୍ରକ ଚଳାଚଳ ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ଏହା ଚାଲୁଥିବାରୁ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ…

ସମୁଦ୍ର କୂଳରୁ ପୁଣି ମୃତ ଡଲ୍‌ଫିନ ଠାବ

ପାରାଦୀପ,୧୧।୧୧(ସ୍ବ.ପ୍ର.):ପାରାଦୀପ ସମୁଦ୍ର କୂଳରୁ ଗୁରୁବାର ପୁଣି ଏକ ମୃତ ଡଲ୍‌ଫିନ ମାଛ ମିଳିଛି। କୁଜଙ୍ଗ ବନାଞ୍ଚଳ ବିଭାଗ ପକ୍ଷରୁ ତାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି। ଏହାର ଲମ୍ବ ୩ ଫୁଟ ୫ ଇଞ୍ଚ…

ଲୋକ ଆସୁ ନାହାନ୍ତି, ବେପାର ମାନ୍ଦା

ପାରାଦୀପ,୧୦ା୧୧(ସ୍ବ.ପ୍ର.): ପାରାଦୀପର ସମୁଦ୍ର ବେଳାଭୂମିରେ ଚାଲିଥିବା କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଗୁରୁବାର ୪ ଦିନରେ ପହଞ୍ଚିଛି। ସାରେ ଲୋକଙ୍କ ଗହଳି ଟିକିଏ ଅଧିକ ହୋଇଥିଲେ ହେଁ ବ୍ୟବସାୟୀମାନେ କିନ୍ତୁ ଖୁସି ନାହାନ୍ତି। କାରଣ ଯେଉଁଭଳି ବେପାର ହେବ ବୋଲି ଆଶା କରୁଥିଲେ…

ଖାଦ୍ୟ ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ କର୍ମଚାରୀ

ଜଗତ୍‌ସିଂହପୁର ଅଫିସ, ୯ା୧୧: ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ଘାଟଠାରେ ମଙ୍ଗଳବାର ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସେଠାରେ ଗୁପଚୁପ ସାଙ୍ଗକୁ ଉଠା ଜଳଖିଆ ଦୋକାନ ଦେଖିବାକୁ ମିଳିଥିଲା। ସେସବୁ ଖାଦ୍ୟ କିପରି ରହିଛି ତାହା ଅନୁଧ୍ୟାନ ପାଇଁ…

ଜମିଜମା ସମସ୍ୟା ଅଙ୍ଗନୱାଡି କେନ୍ଦ୍ର ନିର୍ମାଣରେ ବାଧକ

ଜଗତ୍‌ସିଂହପୁର ଅଫିସ, ୯ା୧୧: ଜଗତ୍‌ସିଂହପୁର ଜିଲାରେ ପିଲାମାନଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ଅର୍ଥାତ୍‌ ସବୁଠି ଅଙ୍ଗନୱାଡି କେନ୍ଦ୍ର ବିଲ୍ଡିଂ ନିର୍ମାଣ କରିବାରେ ସରକାର ବିଫଳ ହେଉଛନ୍ତି। ଜିଲାରେ ୨୮୯ କେନ୍ଦ୍ରରେ ବିଲ୍ଡିଂ ନିର୍ମାଣାଧୀଥିବା ବେଳେ ୪୮୦ଟି ପାଇଁ ସ୍ଥାନ ଚିହ୍ନଟ ହୋଇପାରୁନାହିଁ।…

ଆଜିଠାରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୭ା୧୧(ସ୍ବ.ପ୍ର.):ପାରାଦୀପର ସମୁଦ୍ର ବେଳାଭୂମି ବିଜୁ ମଇଦାନରେ ସୋମବାରଠାରୁ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ। ଏହା ୮ ଦିନ ଧରି ଚାଲିବ। ଏହାକୁ ଉଦ୍‌ଘାଟନ କରିବେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏହାବାଦ୍‌ ୨ ଜଣ ମନ୍ତ୍ରୀ, ୪ ବିଧାୟକ, ଜଣେ…

ରଦ୍ଦିରେ ବିକ୍ରି ହେଲା ପଢ଼ାବହି

ପାରାଦୀପ,୬।୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ମାଗଣାରେ ଦିଆଯାଉଥିବା ବହିଗୁଡ଼ିକୁ ଶନିବାର ରଦ୍ଦିରେ ବିକ୍ରି କରାଯାଇଛି। ପାରାଦୀପ ନୂଆବଜାରସ୍ଥିତ ସଞ୍ଜୟ ଗାନ୍ଧୀ ସ୍କୁଲରେ ଏଭଳି ଘଟଣା ଘଟିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଜ୍ଜ୍ୱଳ ଓ…

ଜଣେ ଅଧିକାରୀଙ୍କ ନିୟନ୍ତ୍ରଣରେ ଚାଲିଛି ମହୋତ୍ସବ

ପାରାଦୀପ,୫।୧୧(ସ୍ବ.ପ୍ର.): ପାରାଦୀପ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ଆରମ୍ଭ ହେବ। ଗତ ୩ ଦଶନ୍ଧି ଧରିସମୁଦ୍ର ବେଳାଭୂମିରେ (ଅଧୁନା ବିଜୁ ମଇଦାନ ) ଏହି ମହୋତ୍ସବ ହୋଇଆସୁଛି। ସମୟ ବଢିବା ସହ କଳେବର ବୃଦ୍ଧି ପାଇଛି ଏବଂ ଅନ୍ୟତମ ଗଣପର୍ବ…

କେନାଲରେ ଆସୁନି ପାଣି, ଶୁଖିଲା ପଡ଼ିଛି ଚାଷଜମି

ନାଉଗଁା ,୫ା୧୧(ସ୍ବ.ପ୍ର): ନାଉଗଁା ବ୍ଲକର ଚାଷୀମାନେ କେତେବେଳେ ଅଧିକ ବର୍ଷା ତ ଆଉ କେତେବେଳେ ପାଣି ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିଅଣ୍ଟିଆ ବର୍ଷା ଓ ଅସ୍ବାଭାବିକ ମୌସୁମୀ ପ୍ରବାହ ଯୋଗୁ ଏଠାକାର ଚାଷୀ ଠିକ୍‌ ସମୟରେ ଚାଷ କାର୍ଯ୍ୟ…

ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା, ଲୋକେ ଭୟଭୀତ

ଜଗତ୍‌ସିଂହପୁର ଅଫିସ, ୪ା୧୧:ଜଗତସିଂହପୁର ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଛି। ଗତ ଜାନୁୟାରୀରୁ ଏପର୍ଯନ୍ତ ଏହି ସଂଖ୍ୟା ବଢି ୩୦୫ରେ ପହଞ୍ଚତ୍ଲାଣି । ଲୋକେ ସଚେତନ ନ ହେଲେ ପରିସ୍ଥିତି ବିଗିଡିବା ଆଶଙ୍କା ରହିଛି। ବିଶେଷକରି ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖିବା…

‘ଦୁର୍ନୀତିଗ୍ରସ୍ତଙ୍କୁ ସମର୍ଥନ କରିବା ଉଚିତ ନୁହେଁ’

ଜଗତ୍‌ସିଂହପୁର ଅଫିସ, ୨ା୧୧: ଦୁର୍ନୀତି ଓ ବିକାଶ ଏକ ସଙ୍ଗରେ ଯାଇପାରିବେ ନାହିଁ। ଦୁର୍ନୀତି ମଣିଷର ସହଜାତ ପ୍ରବୃତ୍ତିରେ ପରିଣତ ହୋଇଛି। ସମାଜ ଓ ପରିବାର ପରୋକ୍ଷରେ ଏଥିପାଇଁ ଦାୟୀ। ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରିବାର ଓ ସମାଜ ସମର୍ଥନ ବା ପ୍ରୋତ୍ସାହନ…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ପରଲୋକ

ବାଲିକୁଦା,୨ା୧୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ଅରିଲୋ ପଞ୍ଚାୟତ ଭଗବାନ ସିଣ୍ଢୋଳ ଗଁାର ବୟୋଜ୍ୟେଷ୍ଠ ସ୍ବାଧୀନତା ସଂଗ୍ରାମୀ ବିଶ୍ୱନାଥ ଦାସଙ୍କ ସୋମବାର ବିଳମ୍ବିତ ରାତିରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୧୦୫ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ କାରଣରୁ ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri