ଜଗତ୍‌ସିଂହପୁର

ପୂର୍ବ ଭୋଟ ଦେଖି ଭାଜପାରେ ଅଧିକ ଆଶାୟୀ

ଜଗତ୍‌ସିଂହପୁର, ୫ା୩(ପ୍ରମୋଦ କୁମାର ନାୟକ):ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ୨୦୦୯, ୨୦୧୪ ଓ ୨୦୧୯ରେ ବିଜୟଲାଭ କରିଥିଲେ। ଭାଜପା ଆସନ୍ତା ନିର୍ବାଚନରେ ଏଠାରେ ଉତ୍ତମ ପ୍ରଦର୍ଶନ କରିବ ବୋଲି ଅଣ୍ଟାଭିଡ଼ିଛି। ତୁଳନାତ୍ମକ ଭାବେ ଗତ ସାଧାରଣ ଓ ପଞ୍ଚାୟତ ନିର୍ବାଚନ…

କେନ୍ଦ୍ରାପଡାବାସୀଙ୍କୁ ସରକାରଙ୍କ ବଡ ଉପହାର, ଗଡିବ ମେମୁ ଟ୍ରେନ

ଭୁବନେଶ୍ୱର,୩।୩: ନିର୍ବାଚନ ପୂର୍ବରୁ ବଡ ଉପହାର ଦେଲେ ରାଜ୍ୟ ସରକାର। ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡିବ ଯାତ୍ରୀବାହୀ ଟ୍ରେନ। ପାରାଦୀପରୁ କେନ୍ଦ୍ରାପଡ ଦେଇ କେନ୍ଦୁଝରକୁ ଗଡିବ ମେମୋ ଟ୍ରେନ। ମାର୍ଚ୍ଚ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା…

ନୂତନ ଟଗ୍‌ବୋଟ୍‌ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ସୋନୱାଲ

ପାରାଦୀପ,୩।୩(ଶରତ ରାଉତ): ପାରାଦୀପ ବନ୍ଦର ୱେଟବେସିନଠାରେ ଶନିବାର ସାରେ ଏକ ନୂତନ ଟଗ୍‌ବୋଟ୍‌ର ଉଦ୍‌ଘାଟିତ ହୋଇଯାଇଛି। ଆଭାସି ଜରିଆରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହାକୁ ଶୁଭାରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନା ଅଧୀନରେ ଏହି ଟଗ୍‌ବୋଟ୍‌ ସାମିଲ…

ପାର୍ଟି ନୁହେଁ, ଏଥର ଚାଷୀ ସରକାର ଦରକାର

ଜଗତ୍‌ସିଂହପୁର,୨ା୩(ପ୍ରମୋଦ କୁମାର ନାୟକ): ଚାଷୀଙ୍କ ୮୦ ପ୍ରତିଶତ ଭୋଟରେ ଭାଜପା କେନ୍ଦ୍ର ଓ ବିଜେଡି ରାଜ୍ୟରେ ସରକାର ଚଳାଇଛି। ଦୀର୍ଘ ୨୪ ବର୍ଷ ହେଲା ବିଜେଡି ଓଡ଼ିଶାରେ ଶାସନ କରି ଚାଲିଛି। ଏହା ସତ୍ତ୍ୱେ ଚାଷୀମାନେ ଉପେକ୍ଷିତ ହେଉଛନ୍ତି। ଏନେଇ ଏଥର…

ମିଳିଲେ ଏମ୍‌ଏଲ୍‌ଏ, ନ ମିଳିଲେ ଏମ୍‌ପି

ଜଗତ୍‌ସିଂହପୁର,୧ା୩(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନ ପାଇଁ କେଉଁ ଦଳ କାହାକୁ ପ୍ରାର୍ଥୀ କଲେ ଜିତିବା ସମ୍ଭାବନା ଅଧିକ ତା’ ଉପରେ ତର୍ଜମା କରୁଛନ୍ତି। ଏଭଳି ସ୍ଥିତିରେ ଭାଜପା ଦୁଇ ପାଦ ଆଗକୁ ବଢ଼ିଛି। ଏହି ଦଳ ଦିନେ ଦୁଇ…

ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୧ା୩(ସୁଧା ବେହୁରା):ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତାର ନାଉଗଁାସ୍ଥିତ ସାଧୁ ଗୋସ୍ବାମୀ ପୀଠ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଗାର୍ଡଓ୍ବାଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଉକ୍ତ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ରାସ୍ତାର…

ପେସା ଶ୍ରମିକ, ନିଶା ପ୍ଲାଷ୍ଟିକମୁକ୍ତ ସମାଜ ଗଠନ

କୁଜଙ୍ଗ,୨୯।୨ (ମନୋଜ ପ୍ରଧାନ)ମାଟିରେ ମିଳାଉ ନ ଥିବା ପ୍ଲାଷ୍ଟିକ, ଧୂଳି, ଧୂଆଁ ଓ ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟ ଯୋଗୁ ବାୟୁମଣ୍ଡଳ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏହାଦ୍ୱାରା ମଣିଷ ସ୍ବଚ୍ଛ ପବନରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁନାହିଁ। ଫଳରେ ଲୋକେ…

ସମ୍ପତ୍ତି ପାଇଁ ମାରିଦେଲେ:ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ

ବାଲିକୁଦା,୨୭ା୨(ତାପସ ସ୍ବାଇଁ):ଓଗରପୁର ଗାଁରେ ଗତ ସୋମବାର ବିଳମ୍ବିତ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ହେଲେ…

ବିନା ‘ହାତ’ରେ ଚିରଞ୍ଜୀବଙ୍କ ବନ୍ଧୁମିଳନ

ଜଗତ୍‌ସିଂହପୁର, ୨୬ା୨(ପ୍ରମୋଦ କୁମାର ନାୟକ):ଗତ ସାଧାରଣ ନିର୍ବାଚନ ପରଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ଜଗତ୍‌ସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ତାଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କଠାରୁ ଏକପ୍ରକାର ଖାପଛଡ଼ା ଦେଇ ଆସୁଥିଲେ। ହେଲେ ରବିବାର ନାଉଗାଁ ବ୍ଲକ ଅନ୍ତର୍ଗତ ଚଗଲା…

ଅନିଶ୍ଚିତତାରେ ୨୧ ଭିଏଟ୍‌ନାମ ନାବିକଙ୍କ ଭାଗ୍ୟ

ପାରାଦୀପ, ୨୫।୨(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାନାଲ କାର୍ଗୋ ଟର୍ମିନାଲ)ବର୍ଥରେ ୨୦୨୩ ନଭେମ୍ବର ୩୦ରେ ଏମ୍‌ଭି ଦେବୀ ନାମକ ଜାହାଜରୁ କଷ୍ଟମ ବିଭାଗ ୨୨ ପ୍ୟାକେଟ୍‌ କୋକେନ୍‌ ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ…

ବିଜେଡି ଅନ୍ତର୍ଦ୍ୱନ୍ଦ୍ୱ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର, ୨୪ା୨(ପ୍ରମୋଦ କୁମାର ନାୟକ): ତିର୍ତ୍ତୋଲ ବିଧାନସଭା ଆସନ। ଜଗତ୍‌ସିଂହପୁର ଜିଲାର ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳ, ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି ଓ ନିତ୍ୟାନନ୍ଦ ସାମନ୍ତରାୟଙ୍କ ଭଳି ନେତା ବିଧାୟକ ହୋଇଥିଲେ। ୧୯୭୭ରୁ…

ବୁଲା କୁକୁରଙ୍କ ଆହାର ପାଲଟିଛି ଅଲିଭ ରିଡ୍‌ଲେ କଇଁଛ

ପାରାଦୀପ ୨୧।୨(ଶରତ ରାଉତ): ପାରାଦୀପ ନିକଟସ୍ଥ ସମୁଦ୍ର କୂଳରେ ଏବେ କିଛି ଦିନ ହେଲା ମୃତ ଅଲିଭରିଡ୍‌ଲେ କଇଁଛ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି। ଉକ୍ତ କଇଁଛଗୁଡ଼ିକୁ ବୁଲା କୁକୁର ଖାଉଛନ୍ତି। ଏପରିସ୍ଥିତି ଯୋଗୁ ବେଳାଭୂମିରେ ଦୁର୍ଗନ୍ଧ ହେଉଛି। ପ୍ରାୟ ୧୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri