ଗଞ୍ଜାମ

ଗୋଟିଏ ସିଲିଣ୍ଡରରୁ ୩ଶିଶୁଙ୍କୁ ଅକ୍ସିଜେନ

ବ୍ରହ୍ମପୁର ଅଫିସ,୧୬ା୧୦: ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହୃଦ୍‌ରୋଗ (କାର୍ଡିଓଲୋଜି) ବିଭାଗର ସ୍ପେଶାଲ ନିୟୁ ବର୍ନ କେୟାର ୟୁନିଟ୍‌ (ଏସ୍‌ଏନ୍‌ସିୟୁ) ୱାର୍ଡରେ ଶନିବାର ଗୋଟିଏ ସିଲିଣ୍ଡରରୁ ୩ ଶିଶୁଙ୍କୁ ବିପଦପୂର୍ଣ୍ଣ ଭାବେ…

ଗୋଟିଏ ଦିନରେ ଦାୟିତ୍ୱ ଗ୍ରହଣ କଲେ ୩ ଅଧିକାରୀ

ଗଞ୍ଜାମ,୧୫ା୧୦(ଡି.ଏନ୍‌.ଏ.): ଗଞ୍ଜାମରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଥିଲା। ଗୋଟିଏ ଦିନରେ ୩ ପ୍ରମୁଖ ଅଧିକାରୀ ତଥା ବ୍ଲକ କାର୍ଯ୍ୟାଳୟ ନୂତନ ବିଡିଓ ଭାବେ ଜସ୍ମିନ ପ୍ରଧାନ, ନୂତନ ଏନ୍‌ଏସି ଇଓ ଭାବେ ଅବିନାଶ ମିଶ୍ର…

ବିଦେଶରେ ପ୍ରସ୍ତୁତ ହେବ ମାଣ୍ଡିଆ ଖାଦ୍ୟ

ପୋଲସରା,୧୫ା୧୦(ଡି.ଏନ.ଏ.): ଓଡ଼ିଶାର ମିଲେଟ ଖାଦ୍ୟ ପ୍ୟାରିସରେ ବିଦେଶୀମାନଙ୍କ ମନ ମୋହିବ। ଓଡିଶା ମିଲେଟ ମିଶନର ସହଯୋଗରେ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ରାଇମାଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହି ସୁଯୋଗ ମିଳିଛି। ଓଡିଶା ସରକାର ପୃଷ୍ଟିସାର ଯୁକ୍ତ ମିଲେଟ…

ଛତିଶଗଡ଼ର ୨୧ ଜଣିଆ ସିଡିପିଓ ଟିମ୍‌ଙ୍କ ଗଞ୍ଜାମ ପରିଦର୍ଶନ

ଗଞ୍ଜାମ,୧୫ା୧୦(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଗ୍ରାମକୁ ଛତିଶଗଡର ୨୧ ଜଣିଆ ସିଡିପିଓ ଟିମ ପରିଦର୍ଶନରେ ଆସି ଗଞ୍ଜାମ ବ୍ଲକରେ ସମନିତ୍ୱ ଶିଶୁ ବିକାଶ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ମୋ ଗେହ୍ଲାଝିଅ, ଅଦ୍ୱିକା, ବାଲ୍ୟବିବାହ ମୁକ୍ତ, କନ୍ୟା…

ବିସିସି ବ୍ୟାଙ୍କର ୧୦ଜୋନ୍‌ରେ ନିର୍ଦ୍ଦେଶକ ନିର୍ବାଚନ

ବ୍ରହ୍ମପୁର ଅଫିସ,୧୫ା୧୦: ବ୍ରହ୍ମପୁର ସମବାୟ କେନ୍ଦ୍ର (ବିସିସି) ବ୍ୟାଙ୍କ ପରିଚାଳନା ପରିଷଦ ନିର୍ଦ୍ଦେଶକ ନିର୍ବାଚନ ପାଇଁ ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ, ପ୍ରାର୍ଥିପତ୍ର ଯାଞ୍ଚ ଓ ପ୍ରତ୍ୟାହାର ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ଲଢ଼େଇରେ ରହିଥିବା ୧୦ ଜୋନ୍‌ର…

ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ ସରଞ୍ଜାମ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ…

ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ ବ୍ଲକର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ଗତ ସେପ୍ଟେମ୍ବର ୯ ତାରିଖରେ…

ଜାତିଆଣ କଟୁ ମନ୍ତବ୍ୟ ମାମଲା: ଛତ୍ରପୁରର ପୂର୍ବତନ ବିଧାୟକଙ୍କୁ ଜାମିନ

ବ୍ରହ୍ମପୁର ଅଫିସ,୧୪ା୧୦: ଜାତିଆଣ କଟୁ ମନ୍ତବ୍ୟ ମାମଲାରେ ଛତ୍ରପୁର ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡୀ ଗୁରୁବାର ଜାମିନ ପାଇଛନ୍ତି। ୨୦୦୪ରେ ରାୟଗଡ଼ା ଜିଲା ଟିକିରିରେ ଏକ ଆଦିବାସୀ ସମ୍ମିଳନୀ ହୋଇଥିଲା। ଉକ୍ତ ସଭାରେ ଯୋଗଦେଇ ଏନ୍‌. ନାରାୟଣ ରେଡ୍ଡୀ ଏକ ଜାତିକୁ…

ବିଦ୍ୟୁତ୍‌ ବିଭ୍ରାଟରୁ ରୋଗୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୧୪ା୧୦: ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ହସ୍ପିଟାଲ ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ଅବ୍ୟବସ୍ଥା ପିଛା ଛାଡୁନି। ବିଭିନ୍ନ ସମୟରେ ରୋଗୀ ସେବାରେ ନାନା ଅବ୍ୟବସ୍ଥା ଏବେ ପ୍ରତିଦିନ ଦୃଷ୍ଟିକୁ ଆସୁଛି। ଗୁରୁବାର ପୁଣିଥରେ ରୋଗୀସେବାର ବିକଳ ଚିତ୍ରର…

ବଜାରରେ ପରିବା ଦର ଆକାଶଛୁଆଁ

ବୁଗୁଡ଼ା,୧୩।୧୦(ଡି.ଏନ୍‌.ଏ.): ବୁଗୁଡ଼ା ସହରରେ ପରିବା ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହା ସିଧାସଳଖ ଲୋକଙ୍କ ପକେଟକୁ ମାଡ଼ କରିଛି। ତେବେ ଦର ନିୟନ୍ତ୍ରଣ ପ୍ରତି କୌଣସି ପ୍ରଶାସନିକ ଲଗାମ ନ ଥିବାରୁ ଅସାଧୁ ବ୍ୟବସାୟୀ ସକ୍ରିୟ ହୋଇ…

ବ୍ଲକ ଅଧ୍ୟକ୍ଷଙ୍କ ପଞ୍ଚାୟତରେ ରାସ୍ତା ଦୟନୀୟ

ଭଞ୍ଜନଗର,୧୨।୧୦(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଗତ ୫ଦିନ ହେବ ତୁହାକୁ ତୁହା ବର୍ଷା ହେଉଛି। ଏହାଦ୍ୱାରା ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ବିଜୁଳି ଲୁଚକାଳି ଖେଳୁଛି।…

୧,୭୫୪ କଳାକାରଙ୍କୁ ମିଳିଲା ବକେୟା ଭତ୍ତା

ଭଞ୍ଜନଗର,୧୩।୧୦(ଡି.ଏନ.ଏ): ଗଞ୍ଜାମ ଜିଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ୧୮୧୯ ଜଣ ଭତ୍ତା ପାଉଛନ୍ତି। କିନ୍ତୁ ଲାଇଫ୍‌ ସାର୍ଟିଫିକେଟ ଦାଖଲରେ ବିଳମ୍ବ ଯୋଗୁ ୪ମାସ ହେଲା କଳାକାରମାନଙ୍କୁ ଭତ୍ତା ମିଳିପାରି ନ ଥିଲା। ଏ ନେଇ ଧରିତ୍ରୀରେ ଗତ ୯ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?