ଗଞ୍ଜାମ

ଚତୁର୍ଥ ସୋମବାର, ଶୈବପୀଠ ବୁଦ୍ଧଖୋଲରେ ଭକ୍ତଙ୍କ ଭିଡ

ବୁଗୁଡ଼ା,୩୧ା୧୦(ଡି.ଏନ.ଏ.)-ଧର୍ମ ମାସ କାର୍ତ୍ତିକର ଚତୁର୍ଥ ସୋମବାର ଅବସରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ବହୁ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା। ଶୃଙ୍ଖଳାରେ ଦର୍ଶନ ପାଇଁ ପୋଲିସ ଉପସ୍ଥିତିରେ ଭକ୍ତମାନେ ଲମ୍ବା ଧାଡିରେ ଠିଆ ହୋଇ ଠାକୁର ଦର୍ଶନ କରିଥିଲେ। ଗହଳିକୁ ନିୟନ୍ତ୍ରଣ କରିବା…

ଜଳିଗଲା ୨୦ ବଖରା: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭଞ୍ଜନଗର,୩୧ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା ନାୟକ, ଗୟା ନାୟକ, ଗୋବିନ୍ଦ ନାୟକ, ତମ୍ବାଲ ନାୟକ ,କେଶବ ନାୟକ ,ଜଗନ୍ନାଥ…

କାର୍ତ୍ତିକ ଚତୁର୍ଥ ସୋମବାରରେ ପଞ୍ଚାନନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୩୧ା୧୦(ଡି.ଏନ୍‌.ଏ): କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ପରିବାର ସହ ବହୁ ଭକ୍ତ ଆସି ମହାଦେବଙ୍କ ଦର୍ଶନ କରିଥିଲେ। ଯାନବାହନ ଭିଡକୁ ଦେଖି…

୧୦ ଦିନରେ ଗଲାଣି ୪ ଜୀବନ

ସୋରଡା,୩୧ା୧୦(ଡି.ଏନ୍‌.ଏ.): ସୋରଡ଼ା ଥାନା ଅଞ୍ଚଳରେ ଦ୍ରୁତ ଗାଡିଚାଳନା ସମସ୍ୟା ସୃଷ୍ଟି କରୁଛି। ନାବାଳକ ତଥା ଅନଭିଜ୍ଞମାନେ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବାରୁ ଦୁର୍ଘଟଣା ବଢ଼ୁଛି। ବିଶେଷକରି ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଠାରୁ ସୋରଡା ଦେଇ ପିପଳପଙ୍କା ପର୍ଯ୍ୟନ୍ତ ଜାତୀୟ ରାଜପଥରେ…

ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଟ୍ରକ୍‌ ଜବତ, ଡ୍ରାଇଭରଙ୍କୁ ପଚରାଉଚରା

ଗଞ୍ଜାମ, ୩୦।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ସାଇ ଢାବା ନିକଟରୁ ରବିବାର ପୋଲିସ ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ବୋଝେଇ ଏକ ଟ୍ରକ୍‌(ନଂ.ଏଚ୍‌ଆର-ଏକେ-୯୭୮୭) ଜବତ କରିଛି। ଏଥିରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମର ଡେମୋ ଦେଖାଇଲେ ଅଭିଯୁକ୍ତ

ଖଲ୍ଲିକୋଟ,୩୦ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ବଜାରରେ ଥିବା ଏସ୍‌ବିଆଇ ବ୍ୟାଙ୍କର ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିବା ଅଭିଯୋଗରେ ଖଲ୍ଲିକୋଟ ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ଥିନୂଆଁଗାଁର ବୁଡୁ ନାହାକ।…

ଚାକିରି ଦେବା ନାଁରେ ଠକେଇ, ସମ୍ପର୍କୀୟ ଭାଇଙ୍କ ନାଁରେ ଏତଲା ଦେଲେ ଭଉଣୀ

ବ୍ରହ୍ମପୁର ଅଫିସ,୩୦ା୧୦: ବ୍ରହ୍ମପୁର ବଡବଜାର ଥାନା ଅଧୀନ ପାଣିଗ୍ରାହୀ ପେଣ୍ଠ ଅଞ୍ଚଳର ପିଙ୍କି ଲେଙ୍କାଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ଦିଲୀପ କୁମାର ଲେଙ୍କା ଏକ ଫାଇନାନ୍ସ କମ୍ପାନୀରେ ୪ର୍ଥ ଶ୍ରେଣୀ କର୍ମଚାରୀ ଚାକିରି କରାଇ ଦେବାକୁ କହି ଫଟୋ, ଭୋଟର ପରିଚୟପତ୍ର,…

ଖଣ୍ଡାରେ ଆକ୍ରମଣ କରି ଗିରଫ ହେଲେ ଯୁବକ

ବ୍ରହ୍ମପୁର ଅଫିସ, ୩୦।୧୦: ଏକ ଆକ୍ରମଣ ମାମଲାରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ଜାଗିଲିସାହିର ଶିବ ନାୟକ(୨୯)। ପୋଲିସ ଅଭିଯୁକ୍ତଙ୍କଠାରୁ ବ୍ୟବହୃତ ଏକ ଖଣ୍ଡା ଜବତ କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୩୧୭/୨୨) ରୁଜୁ…

ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବନ୍ଧା ହେଲେ

ବୁଗୁଡ଼ା,୩୦।୧୦(ଡି.ଏନ୍‌.ଏ.): ଗତ କିଛି ବର୍ଷ ଧରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରି ମାଲାମାଲ ହୋଇଥିବା ଜଣେ ଯୁବକ ପୋଲିସ ପଞ୍ଝାରେ ପଡି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ…

ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି

ଛତ୍ରପୁର,୩୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବ ଯୋଗ…

କଲେଜ ଆଡମିଶନ୍‌ ନାଁରେ ୨ ଲକ୍ଷ ୩୯ ହଜାର ଠକେଇ; ଝାଡ଼ଖଣ୍ଡ ମହିଳାଙ୍କୁ ବାନ୍ଧିଲା ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ,୨୯।୧୦(ଡି.ଏନ୍‌.ଏ.): କମ୍‌ ଟଙ୍କାରେ ବ୍ରହ୍ମପୁରର ଏକ ଇଞ୍ଜିନିୟରିଂ କଲେଜରେ ଆଡମିଶନ ଲୋଭ ଦେଖାଇ ଠକି ନେଇଥିଲେ ୨ ଲକ୍ଷ ୩୯ ହଜାର ଟଙ୍କା। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲା ବିର୍ଶା…

ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ ସଭ୍ୟଙ୍କୁ ମୁଥ ମାରି ମୁହଁ ଫଟାଇ ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?