ଗଞ୍ଜାମ

ବିଜେଡିକୁ ମୁକାବିଲା କରିବ କି ପ୍ରଦୀପ ସେନା

ବ୍ରହ୍ମପୁର ଅଫିସ,୮ା୧୧: ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବାର ୨ ବର୍ଷ ବିତିବାକୁ ଯାଉଛି। ତେଣୁ ଗୋପାଳପୁର ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କୁ ଶାସକ ଦଳ ପକ୍ଷରୁ ନ୍ୟସ୍ତ କରାଯାଇଛି। ଦଳର କାର୍ଯ୍ୟକ୍ରମ ଅନୁସାରେ…

ସମୁଦ୍ରରେ ବୁଡ଼ିଗଲେ ୩, ଜଣେ ମୃତ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ବଟେଶ୍ୱର ଶୈବପୀଠ ନିକଟସ୍ଥ ସମୁଦ୍ରକୁ ଗାଧେଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହୂମ୍ମା ଅଞ୍ଚଳର ରବୀନ୍ଦ୍ର ସ୍ବାଇଁଙ୍କ ପୁଅ ଗାୟତ୍ରୀ ଶ୍ରୀ ଜଗନ୍ନାଥ (୧୫)। ମିଳିଥିବା…

ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ମରାଣାତ୍ମକ ଆକ୍ରମଣ

ଗଞ୍ଜାମ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗ୍ରାମର ଜେ. କାପିଆମ୍ମା ପାତ୍ରଙ୍କୁ ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଛନ୍ତି। କାପିଆମ୍ମା ଓ…

‘ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ବିକାଶ ବାଧାପ୍ରାପ୍ତ’

ବ୍ରହ୍ମପୁର ଅଫିସ,୬ା୧୧: ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ବିକାଶ ବାଧାପ୍ରାପ୍ତ ହୋଇଛି। ଫଳରେ ସମସ୍ୟା ବଢ଼ିଚାଲିଛି। ଏହାର ସମାଧାନ ଲାଗି ପଦକ୍ଷେପ ନିଆ ନ ଯିବା ଉଦ୍‌ବେଗର ବିଷୟ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ପ୍ରତିକ୍ରିୟାରେ…

ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୁଷୋତ୍ତମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ, ସମ୍ମାନିତ…

ଝରଣାପାଣିକୁ ନେଇ ଦୁଇ ପଞ୍ଚାୟତରେ ବିବାଦ: କାର୍ଯ୍ୟ ବନ୍ଦ ରଖିଲେ ତହସିଲଦାର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ରୁ ଆସୁଥିବା ଝରଣାପାଣିକୁ ନେଇ ବି.ତୁରୁବୁଡ଼ି ଓ ବଡଡୁମୁଳା ପଞ୍ଚାୟତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏହି ବିବାଦୀୟ ଅଭିଯୋଗ ଦିଗପହଣ୍ଡି ତହସିଲ୍‌ରେ ପହଞ୍ଚିବା ପରେ ତହସିଲଦାର ସିପକ୍‌ କୁମାର ପାତ୍ରଙ୍କ…

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ଡେଙ୍ଗାଓସ୍ତା ବଜାର ନିକଟରେ କାର୍‌ ଆଗଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ…

ସୋରଡ଼ା ଏସ୍‌ବିଆଇ ଶାଖାରେ ପହଞ୍ଚିଲା ୨୦ ଟଙ୍କିଆ କଏନ

ସୋରଡା,୫।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜାଦୀ କା ଅମୃତ ମହୋତ୍ସବର ୭୫ ବର୍ଷ ଉପଲକ୍ଷେ ନୂତନ ୨୦ ଟଙ୍କିଆ କଏନ ପ୍ରଚଳନ ହେବା ପରେ ଶନିବାର ପ୍ରଥମେ ସୋରଡା ଏସ୍‌ବିଆଇ ଶାଖାରେ ପହଞ୍ଚିଛି। ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ନୂତନ…

ଜାତୀୟ ସମବାୟ ସଂଘକୁ ମନୋନିତ ହେଲେ ପିପିସିଏସ୍‌ ସଭାପତି ସୁଭ୍ରଜିତ

ପୁରୁଷୋତ୍ତମପୁର,୫।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଗ୍ରୋ ମାର୍କେଟଂ ଆଣ୍ଡ ପଲୋଟ୍ର୍ରି ସୋସାଇଟିର ନବର୍ନିବାଚିତ ଯୁବସଭାପତି ଶୁଭ୍ରଜିତ ପାଢୀ ସର୍ବଭାରତୀୟ ସମବାୟ ସଂଘର ଯୁବ କମିଟିକୁ ମନୋନିତ ହୋଇଛନ୍ତି। ଭାରତର ବିଭିନ୍ନ ସ୍ଥାନରୁ ସମୁଦାୟ ୧୫ଜଣ ସଦସ୍ୟ ମନୋନୀତ ହୋଇଥିବା ବେଳେ ଓଡ଼ିଶାରୁ…

କାର୍ଯ୍ୟାନୁଷ୍ଠାନ ଦାବିରେ ଅସ୍ଥାୟୀ ବନ କର୍ମଚାରୀଙ୍କ ଧାରଣା

ଦିଗପହଣ୍ଡି,୫।୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଣେ ଅସ୍ଥାୟୀ ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଜଣେ ଫରେଷ୍ଟ ଗାର୍ଡଙ୍କ ସ୍ବାମୀ ମୀନକେତନ ଶବର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶୁକ୍ରବାର ସମସ୍ତ ପାରା ବନ…

ବିଲୁଆ ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ପୋଲସରା,୫ା୧୧(ଡି.ଏନ.ଏ.): ଗତ କିଛି ଦିନ ହେଲା ପୋଲସରା ବ୍ଲକରେ ବିଲୁଆଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ବିଲୁଆ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଛନ୍ତି। ବ୍ଲକର ନିମିନା ଗ୍ରାମର ପଞ୍ଚୁ ଗୌଡ଼, ତନୁ ବେହେରା, ବଘାଡି ଗ୍ରାମର ବାସନ୍ତୀ ମହାପାତ୍ର,…

ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ କରିବାକୁ ପଡ଼ିବ। ଶୁକ୍ରବାର ବହୁ ଭେଣ୍ଡିଂ ଜୋନ ବ୍ୟବସାୟୀ ବିଏମସି କମିଶନର ଜେ.ସୋନାଲଙ୍କ ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?