ଗଞ୍ଜାମ

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି। ଗୋପାଳପୁର ବନ୍ଦର, ଭାରତୀୟ ବିରଳ ମୃତ୍ତିକା ସଂସ୍ଥା, ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇଜର ସମେତ…

ଜିଲାରେ ୧୩ ଲକ୍ଷ ୪୯୭ ହେକ୍ଟର ମାଣ୍ଡିଆ ଚାଷ

ବ୍ରହ୍ମପୁର ଅଫିସ,୨୬ା୧୧:ପୁଷ୍ଟିକର ଖାଦ୍ୟ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମାଣ୍ଡିଆ ବେଶ୍‌ ସହାୟକ। ଏଥିସହ ମାଣ୍ଡିଆ ପୁଷ୍ଟିହୀନତାକୁ ଦୂର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମିଲଟ…

ଟ୍ରେନ ଆଗକୁ ଡେଇଁ ବିଇଡ଼ି ଛାତ୍ରଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୨୫ା୧୧: ରେଳବାଇ ପୋଲିସ(ଜିଆରପି) ଶୁକ୍ରବାର କନିଷି-ଶିହଳା ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ଆସିକା ଝଗଡ଼େଇର ସଂଗ୍ରାମ ବେହେରା(୨୪)। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ସଂଗ୍ରାମ କନିଷିସ୍ଥିତ ଦିବାକର ପଟ୍ଟନାୟକ ଉଚ୍ଚତର…

କାଜୁ ୟୁନିଟ୍‌ ବାହାନାରେ ବ୍ୟାଙ୍କରୁ ୨୬ଲକ୍ଷ ଠକେଇ

ବ୍ରହ୍ମପୁର ଅଫିସ,୨୫ା୧୧: ଜଣେ ବ୍ୟକ୍ତି ମୁଦ୍ରା ଯୋଜନାରେ ଏକ କାଜୁ ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଦର୍ଶାଇ ୟୁନିୟନ୍‌ ବ୍ୟାଙ୍କରୁ ଦୁଇଟି ପର୍ଯ୍ୟାୟରେ ୨୬ଲକ୍ଷର ଋଣ ଉଠାଇ ପରିଶୋଧ କରି ନ ଥିଲେ। ବ୍ୟାଙ୍କ ପକ୍ଷରୁ ଯାଞ୍ଚ କରିବାରୁ ସେ କୌଣସି…

ଗଞ୍ଜାମର ୨,୩୨୮ ଅଙ୍ଗନୱାଡି କେନ୍ଦ୍ରରେ ତାଲା

ଛତ୍ରପୁର,୨୪ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲାରେ ୫,୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହଥିବା ବେଳେ ସେଥିମଧ୍ୟରୁ ୨,୩୨୮ ଟି କେନ୍ଦ୍ରରେ ଗତ ୩ ଦିନ ହେଲା ତାଲା ପଡିଛି । ଫଳରେ ଉକ୍ତ କେନ୍ଦ୍ରର ଶିଶୁମାନଙ୍କ ପାଠପଢା ବନ୍ଦ ଥିବା ବେଳେ ସେମାନେ ବିଭିନ୍ନ ସରକାରୀ…

ଜାନିବିଲି ଯନ୍ତ୍ରଣାରେ ବ୍ରହ୍ମପୁରବାସୀ ହନ୍ତସନ୍ତ

ବ୍ରହ୍ମପୁର ଅଫିସ,୨୪। ୧୧: ରେଶମ ସହର ବ୍ରହ୍ମପୁରରେ ବହୁ ବର୍ଷରୁ ଲାଗି ରହିଥିବା ଜଳ ସଙ୍କଟର ସ୍ଥାୟୀ ସମାଧାନ ଏବଂ ପ୍ରତିଦିନ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଯୋଜନା ଜାନିବିଲି ବୃହତ୍ତର…

ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ କାମୁଡ଼ି ଡାକ୍ତର ଗିରଫ

ବ୍ରହ୍ମପୁର ଅଫିସ,୨୪ା୧୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ଡାକ୍ତର ଏମ୍‌ବିବିଏସ୍‌ର ଶେଷବର୍ଷ ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଦେଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ମାମଲା ରୁଜୁ…

ବେଗୁନିଆପଡ଼ା ବିଜେଡି ସଭାପତି ହେଲେ ସୀମାଞ୍ଚଳ ସାମଲ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକରେ ନୂତନ ଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ଚୟନ କରାଯାଇଛି। ଗଞ୍ଜାମ ଜିଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବେଗୁନିଆପଡ଼ା ବ୍ଲକ ସଭାପତି ଭାବେ ସୀମାଞ୍ଚଳ ସାମଲଙ୍କୁ ଏହି ପଦବୀ ମିଳିଛି।…

୧୦ କେନ୍ଦ୍ରରେ ମାଟ୍ରିକ ସମ୍ମେଟିଭ ପରୀକ୍ଷା ଦେଲେ ୧୯୦୮ ପରୀକ୍ଷାର୍ଥୀ

ବେଗୁନିଆପଡ଼ା,୨୩ା୧୧(ଡି.ଏନ୍‌.ଏ.): ବୁଧବାରଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ସମ୍ମେଟିଭ ପରୀକ୍ଷା। ଗଞ୍ଜାମ ଜିଲା ବେଗୁନିଆପଡ଼ା ଓ କୋଦଳାରେ ରାଜ୍ୟରେ ମୋଟ୍‌ ୧୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ୪୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ଏହି ବ୍ଲକର ଶାଙ୍କୁଡ଼ାସ୍ଥିତ ଧବଳେଶ୍ୱର…

ୟୁନିଫର୍ମ, ପରିଚୟପତ୍ର ନ ଥିଲେ କଲେଜ ମନା

ଭଞ୍ଜନଗର,୨୩।୧୧(ଡି.ଏନ.ଏ): ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସ୍‌ୟୂବି) କଲେଜ ଆଣ୍ଟି ରାଗିଂ ସେଲ୍‌, ମହିଳା ନିର୍ଯାତନା ନିରୋଧି ସେଲ୍‌ ଏବଂ ଶୃଙ୍ଖଳା କମିଟି ମଙ୍ଗଳବାର ଗଠିତ ହୋଇଛି । ଅପରାହ୍ନରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ମିଳିତ ବୈଠକ…

ବାହୁଦା ମୁହାଣରେ ହେଉ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର

ବ୍ରହ୍ମପୁର ଅଫିସ,୨୩।୧୧: ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ପାତି ସୁନାପୁର ଉପକୂଳ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ କଂଗ୍ରେସ ଶ୍ରମିକ ସଂଗଠନ ଆଇଏନ୍‌ଟିୟୁସି ଦାବି କରିଛି। ଗତ ୧୮ ତାରିଖରେ ଅନୁଷ୍ଠିତ ରାଜ୍ୟ…

ଅବ୍ୟବସ୍ଥା ଘେରରେ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର: ବିପଦ ସଙ୍କୁଳ କୋଠାରେ ଚାଲିଛି ରୋଗୀସେବା

ଗଞ୍ଜାମ,୨୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ବହୁ ପୁରାତନ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବ୍ୟବସ୍ଥା ଘେରରେ ରହିଛି। ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ରୋଗୀସେବା। ମେଡିକାଲ କୋଠାଗୁଡିକ ଭାଙ୍ଗିରୁଜି ଯାଇଥିବା ବେଳେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରୁ କଂକ୍ରିଟ ଖସିଲା ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?