ଗଞ୍ଜାମ

ଗୋଲାପଲ୍ଲୀରେ ବୋମାମାଡ଼

ଛତ୍ରପୁର,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଗୋଲାପଲ୍ଲୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। ଶନିବାର ବିଳମ୍ବିତ ରାତିରେ ଗ୍ରାମର ବି.ଉଦୟନାଥ ପାତ୍ରଙ୍କ ଘର ଉପରେ ଏହି ବୋମାମାଡ଼ ହୋଇଛି। ଘଟଣାସ୍ଥଳରେ ଛତ୍ରପୁର ପୋଲିସର ତଦନ୍ତ ଜାରି…

୨ ବାଇକ୍‌ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ସୋରଡ଼ା,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ପୋଲିସ ଦୁଇ ବାଇକ୍‌ ଲୁଟେରାଙ୍କୁ ରବିବାର ଗିରଫ କରିଛି। ଆଇଆଇସି ସୂରଜ ଝଙ୍କାରଙ୍କ ସୂଚନାନୁଯାୟୀ, ଦିଗପହଣ୍ଡି ନିକଟ ଓଡସିଂ ଗ୍ରାମର ସୀମାଞ୍ଚଳ ରଣା ବାଇକ ( ଓ ) ଯୋଗେ ଗତ ତା ୨୦.୧୧.୨୨ରେ…

ଖାଲଖମାରେ ଭର୍ତ୍ତି ପୂର୍ତ୍ତ ବିଭାଗ ରାସ୍ତା, ବଢୁଛି ଦୁର୍ଘଟଣା

ବ୍ରହ୍ମପୁର ଅଫିସ, ୪।୧୧: ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ମଧ୍ୟ ସହରର ଅନେକ ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ରାସ୍ତା ମରାମତି କ୍ଷେତ୍ରରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ…

ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ…

୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା

ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବ୍ଲକ ଆଶାକର୍ମୀ ସଂଘ…

ଆଶାକର୍ମୀଙ୍କ କାର୍ଯ୍ୟବନ୍ଦ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ସୋରଡ଼ା,୩ା୧୨(ଡି.ଏନ୍‌.ଏ.): ରାଜ୍ୟ ଆଶାକର୍ମୀ ସଂଘ ନିଷ୍ପତ୍ତି କ୍ରମେ ୭ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ୨୧.୧୧.୨୦୨୨ରେ ଦାବିପତ୍ର ପ୍ରଦାନ କରାଯାଇଥିଲା ଏବଂ ୨୯.୧୧.୨୦୨୨ରେ ବିଧାନସଭା ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ତୁ କୌଣସି ସମାଧାନ ହୋଇପାରି ନ ଥିଲା। ପୁଣି ରାଜ୍ୟ…

ହାଇକୋର୍ଟ ବିଚାରପତିଙ୍କ ବ୍ରହ୍ମପୁର ଗସ୍ତ: କୋର୍ଟର ସୁରକ୍ଷା ଅନୁଧ୍ୟାନ

ବ୍ରହ୍ମପୁର ଅଫିସ,୩।୧୨: ହାଇକୋର୍ଟ ବିଚାରପତି ତଥା ଗଞ୍ଜାମ ପ୍ରୋଟକଲ ଜଜ ଡ.ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଶନିବାର ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି। ସେ ଏହି ଅବସରରେ ଜିଲା ଓ ଦୌରା ଜଜଙ୍କ କୋର୍ଟ ପରିସରରେ ସ୍ଥାପନ ହୋଇଥିବା ବ୍ୟାଙ୍କ ଏଟିଏମ୍‌ ଏବଂ ଚଲାପଥ…

ରାସ୍ତା ନିର୍ମାଣରେ ବିଳମ୍ବ, ବଢୁଛି ଜନଅସନ୍ତୋଷ

ଗଞ୍ଜାମ,୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଦିଗହରା। ଏହି ବ୍ଲକ ଅନ୍ତର୍ଗତ କୁଶପଲିଠାରୁ ସନ୍ତୋଷପୁର ଭୟା ମଲାଡ଼ ଓ ବରୋଦା ଦେଇ ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଦିନକୁ…

୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଗ୍ରାମରେ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକଙ୍କ ପକ୍ଷରୁ କଙ୍ଗାରୁ କୋର୍ଟ ବସି ଏହି ନିଷ୍ପତ୍ତି ନିଆଯାଇଛି।…

ଆଶିଷ ୨୦୨୩ ପାଇଁ ସ୍ବଚ୍ଛ ଆମ୍ବାସାଡାର

ଭଞ୍ଜନଗର,୩।୧୨(ଡି.ଏନ.ଏ): ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଆଦିଙ୍କୁ ପୁରସ୍କୃତ କରାଯାଉଛି । ଏଥିସହ ସହରଗୁଡ଼ିକରେ ୧୭ଟି ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ମିଳୁଛି । ଯୋଜନା ଆରମ୍ଭ ହେବାର ୮ବର୍ଷ ପରେ ଭଞ୍ଜନଗର ଏନ୍‌ଏସି…

ଗଞ୍ଜାମରେ ୩,୮୬୦ଜଣ ପାଇବେ ଭତ୍ତା

ଛତ୍ରପୁର,୩ା୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗଞ୍ଜାମ ଜିଲାର ୩,୮୬୦ ଜଣ କଳାକାର ଭତ୍ତା ପାଇବେ। ଏଥିସକାଶେ ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଶୁକ୍ରବାର ଅନୁଷ୍ଠିତ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ଜିଲାକୁ ପ୍ରାପ୍ତ ହୋଇଥିବା ସଂଖ୍ୟା…

କୋର୍ଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ବ୍ରହ୍ମପୁର ଅଫିସ,୩ା୧୨: ଗଞ୍ଜାମ ଜିଲା ଦୌରାଜଜ୍‌ କୋର୍ଟ ପରିସରରେ ଥିବା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଶୁକ୍ରବାର ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏକ ମାମଲାର ସାକ୍ଷ୍ୟ ଗ୍ରହଣ ଚାଲିଥିବା ବେଳେ ଜଣେ ମହିଳା ହଠାତ୍‌ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?