ଯୌତୁକ ନିର୍ଯାତନା ଅଭିଯୋଗ: ସ୍ବାମୀ କୋର୍ଟ ଚାଲାଣ

ଗଞ୍ଜାମ,୩ା୧୨(ଡି.ଏନ.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସ୍ତ୍ରୀ ସୁଫଳା ଦାସ ଯୌତୁକ ଜନିତ ନିର୍ଯାତନା ସହି ନ ପାରି ଗଞ୍ଜାମ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ପକ୍ଷରୁ ୨୩୪/୨୨ରେ ଏକ ମାମଲା ରୁଜୁ କରାଯାଇ ସ୍ବାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଜମିରେ ନିର୍ମିତ ହୋଇଛି ନବୀନ ନିବାସ

ବ୍ରହ୍ମପୁର ଅଫିସ୍‌,୨୯ା୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସସ୍ଥାନ ନବୀନ ନିବାସ ଜମିକୁ ନେଇ ବିବାଦ ଦେଖାଦେଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ...

ଏମିତି ବି ଆସେ ମୃତ୍ୟୁ, ଖାଇ ଶୋଇଥିଲେ ଫାଟିଲା ଫ୍ରିଜ୍‌

କେନ୍ଦୁଝର,୨୫।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ବଳଦା ଗ୍ରାମରେ ଫ୍ରିଜ ଫାଟି ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ରିଜ୍‌ ନିଆଁରେ ପୋଡ଼ି...

କମେଣ୍ଟମରାକୁ ନେଇ ହତ୍ୟା, ବାପ-ପୁଅ ଅଟକ

ଆସିକା,୩୦ା୫ (ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ନାଟଙ୍ଗା ଗ୍ରାମରେ କମେଣ୍ଟ ମରାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶିକାର ହୋଇଛନ୍ତି ସୀମାଞ୍ଚଳ ରାଉତ। ମୃତ ସୀମାଞ୍ଚଳଙ୍କ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ: ଅବ୍ୟବସ୍ଥାକୁ ନେଇ ଅଧାରୁ ଉଠିଗଲେ ଅଧ୍ୟକ୍ଷା

ବରୀ/ରତ୍ନଗିରି, ୫ା୧୦(ସ୍ବ.ପ୍ର/ଡି.ଏନ୍‌.ଏ.): ବରୀ ବ୍ଲକ ସଭାଗୃହରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ବିଡିଓ ଶୁଭଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଦେଶ ବଣ୍ଟନ ଉତ୍ସବ...

ସାଡ଼ିଙ୍ଗିଆରେ ମାଓବାଦୀ ବ୍ୟାନର

ଫିରିଙ୍ଗିଆ,୨୭ା୬-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡ଼ିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ପାଖ ଘାଟି ରାସ୍ତାରେ ମାଓବାଦୀମାନେ ବ୍ୟାନର ଲଗାଇଛନ୍ତି। ଦୁର୍ଗମ ଅଞ୍ଚଳରେ ଏହି ବ୍ୟାନର ଦେଖାଯାଇଥିବାରୁ ଲୋକେ...

କୋଲକାତା ଚାଲାଣ ହେଉଥିଲା ଗୋରୁ ବୋଝେଇ ଟ୍ରକ୍‌, ଧରିଲା ପୋଲିସ

ପାଟଣା,୨୭। ୩(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ହାତୀବାରୀ ନିକଟରୁ ରବିବାର ସକାଳୁ ଟ୍ରକ୍‌ ବୋଝେଇ...

କର୍ମଚାରୀଙ୍କ ଅନଶନକୁ ନେଇ ତ୍ରିପାକ୍ଷିକ ବୈଠକ: ଦୁଇ ଦିନରେ ସମାଧାନ କରିବାକୁ ନିର୍ଦ୍ଦେଶ

କାଳିଆପାଣି,୧୬ା୧୦(ଡି.ଏନ୍‌.ଏ.)- ଅଟ୍‌ୱାଲ ଛଟେଇ ଶ୍ରମିକଙ୍କ ଅନଶନକୁ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ତ୍ରିପାକ୍ଷିକ ସମାଧାନ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗନଗର ଉପଜିଲାପାଳ ସନ୍ତୋଷ କୁମାର...

ପ୍ରବାସୀଙ୍କୁ ନେଇ ଚାଲିଥିବା ଉନ୍ନୟନ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,୧୯ା୮(ଡି.ଏନ୍‌.ଏ.): ଭଣ୍ଡାରିପୋଖରୀ ବ୍ଲକର ସରସଦା ଓ ରଣଜିତ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ଭଦ୍ରକ ଜିଲା ଗ୍ରାମ୍ୟ ଉନୟନ ସଂସ୍ଥାର...

Advertisement
Archives

Model This Week