ଗଞ୍ଜାମ

କେନ୍ଦ୍ର ଜଳଶକ୍ତି ମିଶନ ସଚିବଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୨୦ା୫(ଡି.ଏନ୍‌.ଏ.): କେନ୍ଦ୍ର ଜଳଶକ୍ତି ମିଶନ ସଚିବ ଭିନୀ ମହାଜନ ଗଞ୍ଜାମ ଜିଲା ଗସ୍ତରେ ଆସି ଗଞ୍ଜାମ ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକରେ ନିର୍ମାଣ ହେଉଥିବା କଂସାରୀଗଣ୍ଡ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସଚିବଙ୍କ ସହ ରାଜ୍ୟ…

ଓକିଲଙ୍କ ଦୀର୍ଘ ଦିନର ଦାବି ପୁରଣ ହେଲା: ପୁରୁଷୋତ୍ତମପୁରରେ ଉଦଘାଟନ ହେଲା ସିନିୟର ଡିଭିଜନ ସିଭିଲ ଜଜ୍ କୋର୍ଟ 

ପୁରୁଷୋତ୍ତମପୁର, ୨୦/୫(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଓକିଲ ସଂଘର ଦିନ ଦିନର ଦାବି ପୁରଣ ହୋଇଛି। ଶନିବାର ଏଠାରେ ସିନିୟର ଡିଭିଜନ ସିଭିଲ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ୍ କୋର୍ଟର ଉଦଘାଟନ ହୋଇଛି। ମାନ୍ୟବର ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ…

ରେଲୱେ ଷ୍ଟେଶନ ପାର୍କିଂ ଫି ବୃଦ୍ଧିକୁ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୨୦ା୫: ବ୍ରହ୍ମପୁର ରେଲଓ୍ବେ ଷ୍ଟେଶନରୁ ଦୈନିକ ପ୍ରାୟ ୧୦ ହଜାର ଯାତ୍ରୀଙ୍କ ଯାତାୟତ ରହିଥାଏ। ପ୍ରତିଦିନ ଏହି ଷ୍ଟେଶନ ଦେଇ ପାସେଞ୍ଜର, ଏକ୍ସପ୍ରେସ ଓ ସୁପରଫାଷ୍ଟ ଏକ୍ସପ୍ରେସକୁ ମିଶାଇ ୬୦ଟି ଟ୍ରେନ ଯାତାୟତ କରିଥାଏ। ତଦନୁଯାୟୀ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ…

ସହର ପ୍ରବେଶ ପଥ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ

ଭଞ୍ଜନଗର, ୨୦ା୫(ଡି.ଏନ.୍‌ଏ):: ଭଞ୍ଜନଗର ସହରରେ ବର୍ତ୍ତମାନ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁଁ ସହର ଚଳଚଞ୍ଚଳ ହୋଇପଡିଛି। ଯାତ୍ରା ଦେଖିବାକୁ ଗ୍ରାମାଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଲୋକ ଭଞ୍ଜନଗର ସହର ଅଭିମୁଖେ ଆସୁଛନ୍ତି। କିନ୍ତୁ ସହରର ଦୁଇଟି ମୁଖ୍ୟ ପ୍ରବେଶ ପଥ ରାସ୍ତା…

୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି । ଉକ୍ତ…

ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ ଦୁଇ…

ଅଟକିଛି ବହୁତଳ ପାର୍କିଂ କମ୍ପ୍ଲେକ୍ସ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସହରରେ ଜନସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଯାନବାହାନ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାଦ୍ୱାରା ସହରରେ ଗାଡି ପାର୍କିଂ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଶେଷ କରି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଅନ୍ନପୂର୍ଣ୍ଣା ମାର୍କେଟ, ରାମଲିଙ୍ଗେଶ୍ୱର ରୋଡ,…

ଦୁଇଟି ବ୍ଲକର ଟପ୍ପର ଗାୟତ୍ରୀ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ଗୁରୁବାର ମାଟ୍ରିକ୍‌ ଫଳ ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଏବଂ ଛତ୍ରପୁର ୨ଟି ବ୍ଲକରେ ଗାୟତ୍ରୀ ମହାପାତ୍ର ଟପ୍ପର ହୋଇଛନ୍ତି। ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଗାୟତ୍ରୀ ୬୦୦ର ୯୩ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ୫୬୧ ମାର୍କ…

ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ପୁରୁଷୋତ୍ତମପୁର,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ବାଡ଼ିପଟେ ଶବ୍ଦ ହୋଇଥିଲା। ଏହାଶୁଣି ଘରମାଲିକ ଉଠିଯାଇ ଦେଖିବା ବେଳେ ଜଣେ ଅପରିଚିତ ବ୍ୟକ୍ତିଙ୍କୁ ଦେଖିବାକୁ ପାଇଥିଲେ।…

କାର୍‌ରୁ ଗଞ୍ଜେଇ ଜବତ

ସୋରଡ଼ା,୧୮।୫( ଡ଼ିଏନଏ): ବ୍ରହ୍ମପୁର ଅଭିମୁଖେ ଯାଉଥିବାବେଳେ ଗୋଟିଏ କାର୍‌ରେ ୬୦କେଜିର ଗଞ୍ଜେଇ ଜବତ କରିଛି ପୋଲିସ। ଗଞ୍ଜାମ ଜିଲା ସୋରଡା ଥାନା ଗଜଲବାଡି ରାସ୍ତା ଏନଏଚ ୫୯ ପାଟପଲ୍ଲୀ ଛକରେ ବୁଧବାର ମଧ୍ୟାହ୍ନରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ…

ଜେଲରୁ ହୋଇଥିଲା ବ୍ଲୁ ପ୍ରିଣ୍ଟ

ବ୍ରହ୍ମପୁର ଅଫିସ,୧୮ା୫: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍‌ ଡୁଡୁମା କଲୋନୀ ନିକଟ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଗତ ୬ ତାରିଖ ରାତିରେ ବସ୍‌ ହକର ସନାତନ ଚୌଧୁରୀଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ମାଷ୍ଟରମାଇଣ୍ଡ ସମେତ ୬ଜଣଙ୍କୁ ପୋଲିସ…

ଯାତ୍ରୀବାହୀ ବସ୍‌-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୭ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ-ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?