ଗଞ୍ଜାମ

ଶ୍ମଶାନ ନିକଟରେ ରାସ୍ତାପାର ହେଉଥିଲା ସାପ: ଭୟରେ ଗଛରେ ପିଟିଦେଲେ ବାଇକ୍‌

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.) ରାସ୍ତା ମଝିରେ ଏକ ସାପକୁ ଦେଖି ଭୟଭୀତ ହୋଇ ଜଣେ ବାଇକ୍‌ ଚାଳକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଛି। ଯୁବକ…

ଟ୍ରାକ୍ଟର ଚକା ଫାଟି ଦୁର୍ଘଟଣା: ମାଉସୀ ମୃତ, ପୁତୁରା ଗୁରୁତର

ଦିଗପହଣ୍ଡି,୨୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିପଗହଣ୍ଡି-ଆସିକା ରାସ୍ତାର କବିରାଜ ବନ୍ଧ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ…

ଗଙ୍ଗା ଦାସ ହତ୍ୟା ଘଟଣାର ପର୍ଦ୍ଦାଫାଶ:୨ ଅଭିଯୁକ୍ତ କୋର୍ଟ ଚାଲାଣ

ବ୍ରହ୍ମପୁର ଅଫିସ,୨୨ା୫: ଅପରାଧିକ ମାମଲରେ ଅଭିଯୁକ୍ତ ଗଙ୍ଗା ଦାସ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ପୋଲିସ। ଗଙ୍ଗାଙ୍କ ଗୁଣ୍ଡାରାଜକୁ ନେଇ ପୁଞ୍ଜିଭୂତ ଅଶାନ୍ତିରୁ ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବାଉରୀ…

ବାପା ନାଁ ପଚାରି ପୁଅକୁ ହାଣିଲେ

ବ୍ରହ୍ମପୁର ଅଫିସ,୨୨ା୫: ବ୍ରହ୍ମପୁର ସହର ସହରତଳି ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ବ୍ରହ୍ମପୁର-ଚଣ୍ଡିପଦର ରାସ୍ତାରେ ଅଜୟ ଭୂୟାଁ ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ତାଙ୍କ ସୁନାଚେନ୍‌ ଓ ଟଙ୍କା ଲୁଟି ନେଇଛନ୍ତି। ପ୍ରକାଶ…

ସାମାଜିକ ବାସନ୍ଦକୁ ନେଇ ସାର୍ଗୁଣାପଲ୍ଲୀ ଅଶାନ୍ତି: ନାୟବ ସରପଞ୍ଚଙ୍କ ସ୍ବାମୀଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୨୨ା୫(ଡି.ଏନ.ଏ.):ପୁରୁଷୋତ୍ତମପୁର ଥାନା ଭାଟକୁମରଡା ପଞ୍ଚାୟତ ସାର୍ଗୁଣାପଲ୍ଲୀ ଗ୍ରାମରେ ବିଦ୍ୟୁତ ପୋଲରେ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାର ସାମାନ୍ୟ ଘଟଣାକୁ ନେଇ ଗତ ଅକ୍ଟୋବର ମାସଠାରୁ ବର୍ତ୍ତମାନ ଯାଏ ଗ୍ରାମରେ ଅଶାନ୍ତି ଲାଗି ରହିଛି। ଯୁଦ୍ଧିଷ୍ଟିର ନାହାକଙ୍କ ପରିବାର ଉପରେ ନିର୍ଯାତନା ବଢିଚାଲିଛି। ଏପରିକି…

ସମସ୍ୟା ଘେରରେ ପୂର୍ଣ୍ଣବାସୀ କଲୋନୀ ରାଜୀବ ଆବାସ

ବ୍ରହ୍ମପୁର ଅଫିସ,୨୨ା୫: ସହରର ବସ୍ତି ବାସିନ୍ଦାଙ୍କୁ ଥଇଥାନ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ସହରର ୧୨ଟି ସ୍ଥାନରେ ରାଜୀବ ଆବାସ ଆପାର୍ଟମେଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ବସ୍ତି ବାସିନ୍ଦାମାନେ ରହିବାର ସୁଯୋଗ ପାଇଛନ୍ତି। ସୂଚନାଥାଉ କି, ବିଇଏମସି ପକ୍ଷରୁ…

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି। ଫଳରେ…

କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି

ଆସିକା/ହିଞ୍ଜିଳିକାଟୁ/ ପାରଳାଖେମୁଣ୍ଡି, ୨୨ା୫(ଡି.ଏନ୍‌.ଏ.): ଆସିକା ଅଞ୍ଚଳରେ ରବିବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ପ୍ରବଳ ବେଗରେ ପବନ ବୋହିଥିଲା। ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ଼ ବଡ଼ ଡାଳ ସବୁ ଭାଙ୍ଗିପଡ଼ିଛି। ଆସିକା ଏନ୍‌ଏସିର ରେଡିକା ସାହିଠାରେ ନିଜ ପରିବାର ସହ ରହୁଥିବା…

ମହିଳା ଏଏସ୍‌ଆଇଙ୍କୁ ହତ୍ୟା ଉଦ୍ୟମ, ଗିରଫ ହେଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୨୧ା୫: ଜଣେ ମହିଳା ଏଏସ୍‌ଆଇଙ୍କୁ ନିର୍ଯାତନା ଦେବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ବଡ଼ବଜାର ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଶ୍ରୀରାମନଗର ତୃତୀୟ ଲାଇନର ରମେଶ ଚନ୍ଦ୍ର ସାହୁ (୪୭)। ଏନେଇ ପୋଲିସ…

ଚର୍ଚ୍ଚାରେ ସୂର୍ଯ୍ୟ ପାତ୍ରଙ୍କ ଉତ୍ତରାଧିକାରୀ

ବ୍ରହ୍ମପୁର ଅଫିସ,୨୧।୫: ଆଗାମୀ ସାଧାରଣ ନିର୍ବାଚନ ନିକଟତର ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ଓ ବାଚସ୍ପତି ଏବଂ ବର୍ତ୍ତମାନର ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର…

ଭଞ୍ଜନଗର ସହରରେ ରିଙ୍ଗ୍‌ ରୋଡ଼ ପାଇଁ ବାଟ ଫିଟିଲା

ଭଞ୍ଜନଗର,୨୧ା୫(ଡି.ଏନ.ଏ): ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମେଗା ପ୍ରକଳ୍ପରୁ ବର୍ତ୍ତମାନ କେବଳ ଖରିଫ୍‌ ଋତୁରେ ହିଁ ଜମିକୁ ପାଣି ଦିଆଯାଉଛି। ରବି ଋତୁରେ ଚାଷୀଙ୍କୁ ଏହି ସୁବିଧା ମିଳୁନାହିଁ। କିଛିଦିନ ପୂର୍ବେ ଭଞ୍ଜନଗର ବ୍ଲକ ବୁଦୁଲି ଗ୍ରାମର ଚାଷୀମାନେ ଗଣ୍ଡିଶୁଳାରେ…

ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ

ବୁଗୁଡ଼ା,୨୧ା୫(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା। ଗୁହାରି ଶୁଣିବାକୁ ବୁଗୁଡ଼ାରେ ନାହାନ୍ତି ଅଧିକାରୀ। ଦୀର୍ଘ ଦିନ ହେଲା ସ୍ଥାୟୀ ଅଧିକାରୀ ନଥିବାରୁ ଭୂତ କୋଠି ପାଲଟି ଗଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବୁଗୁଡ଼ାଠାରୁ ମୋଟାବାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?