ଗଞ୍ଜାମ

ଚିଲିକାରେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ

ବାଲୁଗାଁ,୫ା୧(ସଂଗ୍ରାମ ପାଇକରାୟ):ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଆନୁକୂଲ୍ୟରେ ଗୁରୁବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଚିଲିକାରେ ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀଙ୍କ ସମାଗମ ହୋଇଛି। ସେଥିମଧ୍ୟରୁ ୧୦୮ପ୍ରଜାତିର ୧୦ଲକ୍ଷ ୯୮ହଜାର ୮୧୩ଟି ବିଦେଶୀ ପକ୍ଷୀ ଥିବା ବେଳେ ସ୍ଥାନୀୟ ୭୯…

ଗଞ୍ଜାମ: ୮ ବର୍ଷରେ ଆସିଛନ୍ତି ୧.୪୦ ଲକ୍ଷ ବିଦେଶୀ ପକ୍ଷୀ

ବ୍ରହ୍ମପୁର,୪ା୧ (ସ୍ମୃତି ରଞ୍ଜନ ମହାଲିକ): ଶୀତ ଋତୁ ଆସିଲେ ଗଞ୍ଜାମକୁ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ, ଯାହାକୁ ଦେଖିବା ପାଇଁ ପ୍ରକୃତି ପ୍ରେମୀଙ୍କ ଭିଡ଼ ଲାଗେ। ବିଶେଷ କରି ସାଇବେରିଆ, ଋଷିଆ ଓ ଉତ୍ତର ଚାଇନା ଭଳି ସୁଦୂର ବିଦେଶରୁ…

ରାଜ୍ୟରେ ଗଞ୍ଜାମ ପୋଲିସ ଲାଗି ଗୌରବ ଆଣିଲେ ଏସଡିପିଓ ରଜନିକାନ୍ତ ସାମଲ, ପ୍ରଗତି ମାର୍କିଂରେ ପ୍ରଥମ ସ୍ଥାନରେ ପୁରୁଷୋତ୍ତମପୁର ଏସଡିପିଓ

ପୁରୁଷୋତ୍ତମପୁର,୩/୧( ସିମାଞ୍ଚଳ ମିଶ୍ର) ସମଗ୍ର ଓଡିଶାରେ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୧୧୯ ଗୋଟି ଏସଡିପିଓ ସମେତ କମିସନେରେଟ ପୋଲିସ ଏସିପି କାର୍ଯ୍ୟାଳୟ ରହିଛି। ସେଥିମଧ୍ୟରୁ ୨୦୨୩ ମସିହାରେ ଅପରାଧ ନିୟନ୍ତ୍ରଣରେ ଗଞ୍ଜାମ ପୋଲିସ ଜିଲାର ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ…

ଗଞ୍ଜାମ ଜିଲାରେ ମିଲେଟ ମିଶନର ଆଦୃତି

ବ୍ରହ୍ମପୁର,୩।୧(ଅଶୋକ କୁମାର ସାହୁ): ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ମିଲେଟ ମିଶନରେ ସାମିଲ ହୋଇଥିବା ଜିଲାଗୁଡିକ ମଧ୍ୟରେ ଗଞ୍ଜାମ ରହିଛି। ପ୍ରଥମେ ଜିଲାର ୪ଟି ବ୍ଲକରେ ଏହି ମିଶନ କାର୍ଯ୍ୟ କରୁଥିବା ବେଳେ ୨ବର୍ଷ ତଳେ ଆଉ ୩ଟି ବ୍ଲକ ଏଥିରେ…

ସୁଲଭ ଶୌଚାଳୟକୁ ଭରସା ନାହିଁ

ବ୍ରହ୍ମପୁର,୧ା୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଉପରେ ଜନସାଧାରଣଙ୍କ ଭରସା ପାଉନି। ସହରର କର୍ପୋରେଶନ ରୋଡ ତଥା ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାରେ…

ବ୍ରହ୍ମପୁରରେ ଅମୃତ ଭାରତ ଟ୍ରେନକୁ ସ୍ବାଗତ

ବ୍ରହ୍ମପୁର,୩୧ା୧୨(ସ୍ମୃତି ରଞ୍ଜନ ମହାଲିକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଅମୃତ ଭାରତ ଟ୍ରେନ ଓ ୬ଟି ବନ୍ଦେ ଭାରତ ଟ୍ରେନ ରବିବାର ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ୪ନଂ ପ୍ଲାଟଫର୍ମରେ ରବିବାର ଅମୃତ ଭାରତ ଟ୍ରେନଟି ପହଞ୍ଚିଥିଲା। ସେଠାରେ ବ୍ରହ୍ମପୁର…

ଟୁରିଷ୍ଟ ବସ ଓଲଟିଲା: ୧୦ ଆହତ

ପୁରୁଷୋତ୍ତମପୁର,୩୧।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ ନିକଟରେ ରବିବାର ଏକ ଟୁରିଷ୍ଟ ବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ବସରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ…

ଓଲଟିଲା ପିକ୍‌ନିକ୍‌ ବସ୍‌: ଜଣେ ମୃତ, ୩୫ ଆହତ

ଦିଗପହଣ୍ଡି,୩୧।୧୨: ବର୍ଷର ଶେଷ ଦିନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗଞ୍ଜାମ ଜିଲାର ତପ୍ତପାଣି ଘାଟିରେ ଏକ ପିକ୍‌ନିକ୍‌ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ ଜଣ ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡିଥିବା…

ରେଳଧାରଣାରୁ ୩ ମୃତଦେହ ଜବତ

ବ୍ରହ୍ମପୁର,୩୧ା୧୨ (ସୁବାସ ଚନ୍ଦ୍ର ପାଢ଼ୀ)ସରକାରୀ ରେଳବାଇ ପୋଲିସ (ଜିଆରପି) ପୃଥକ ପୃଥକ ରେଳଧାରଣାରୁ ୩ ମୃତଦେହ ଜବତ କରିଛି। ଦୁଇଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଶୁକ୍ରବାର ଛତ୍ରପୁର ରେଳଷ୍ଟେସନ ନିକଟରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ…

ସମୁଦ୍ରରେ ଓଲଟିଲା ଡଙ୍ଗା: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

ଗୋପାଳପୁର,୩୦।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋପାଳପୁର ସମୁଦ୍ରରେ ଶନିବାର ଭୋରରେ ଏକ ଅଘଟଣ ଘଟିଛି l ଏକ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଅଳ୍ପକେ ବଞ୍ଚି ଯାଇଛନ୍ତି। ମୃତକ ହେଲେ ଗୋପାଳପୁର ଅଞ୍ଚଳର…

୧୦ ହଜାର ନ ଫେରାଇବାରୁ ଯୁବକଙ୍କୁ ହତ୍ୟା

ଦିଗପହଣ୍ଡି/ପାଟପୁର, ୨୯ା୧୨(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ନିକଟସ୍ଥ ମୁଖ୍ୟରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଧାର ଟଙ୍କାକୁ କେନ୍ଦ୍ରକରି ସୂର୍ଯ୍ୟ କୁମାର ସାହୁ (୩୩) ନାମକ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି…

ବଗଳାମୁଖୀ ମନ୍ଦିରରୁ ମା’ଙ୍କ ସୁନା ଆଖି, ଚିତା ଅଳଙ୍କାର ଲୁଟିନେଲେ

ଚିକିଟି,୨୯ା୧୨(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି। ୧୫ ଦିନ ମଧ୍ୟରେ ଅଞ୍ଚଳରେ ୩ଟି ଚୋରି ଘଟଣା ସାମ୍ନାକୁ ଆସିଛି। ଲୁଟେରାମାନେ ମୁଖ୍ୟତଃ ମନ୍ଦିରଗୁଡିକୁ ଟାର୍ଗେଟ କରୁଛନ୍ତି। କିଛିଦିନ ତଳେ ବାରାହୀ ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?