ଗଞ୍ଜାମ

କାର୍ଯ୍ୟାନୁଷ୍ଠାନ ଦାବିରେ ଅସ୍ଥାୟୀ ବନ କର୍ମଚାରୀଙ୍କ ଧାରଣା

ଦିଗପହଣ୍ଡି,୫।୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଣେ ଅସ୍ଥାୟୀ ପାରା ବନ କର୍ମଚାରୀ କୃଷ୍ଣଚନ୍ଦ୍ର ଜେନାଙ୍କୁ ଜଣେ ଫରେଷ୍ଟ ଗାର୍ଡଙ୍କ ସ୍ବାମୀ ମୀନକେତନ ଶବର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଶୁକ୍ରବାର ସମସ୍ତ ପାରା ବନ…

ବିଲୁଆ ଆକ୍ରମଣରେ ୩୦ରୁ ଊର୍ଦ୍ଧ୍ୱ ଆହତ

ପୋଲସରା,୫ା୧୧(ଡି.ଏନ.ଏ.): ଗତ କିଛି ଦିନ ହେଲା ପୋଲସରା ବ୍ଲକରେ ବିଲୁଆଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ବିଲୁଆ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଛନ୍ତି। ବ୍ଲକର ନିମିନା ଗ୍ରାମର ପଞ୍ଚୁ ଗୌଡ଼, ତନୁ ବେହେରା, ବଘାଡି ଗ୍ରାମର ବାସନ୍ତୀ ମହାପାତ୍ର,…

ଉଚ୍ଛେଦ ହେବ ମର୍ଦ୍ଦରାଜ ଭେଣ୍ଡିଂ ଜୋନ

ବ୍ରହ୍ମପୁର ଅଫିସ,୫।୧୧: ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ କୋର୍ଟପେଟାସ୍ଥିତ ମର୍ଦ୍ଦରାଜ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯିବ। ବ୍ୟବସାୟୀଙ୍କୁ କମାପଲ୍ଲୀ ଓଭର ବ୍ରିଜ ନିକଟରେ ବ୍ୟବସାୟ କରିବାକୁ ପଡ଼ିବ। ଶୁକ୍ରବାର ବହୁ ଭେଣ୍ଡିଂ ଜୋନ ବ୍ୟବସାୟୀ ବିଏମସି କମିଶନର ଜେ.ସୋନାଲଙ୍କ ନିକଟରେ…

ଘରୋଇକରଣ ହେଲା ପରିମଳ ବ୍ୟବସ୍ଥା

ଭଞ୍ଜନଗର,୫।୧୧(ଡି.ଏନ.ଏ): ରାଜ୍ୟର ସମସ୍ତ ଏନ୍‌ଏସିର ପରିମଳ ବ୍ୟବସ୍ଥା ତଦାରଖ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ା ହେଲେ ଭଞ୍ଜନଗର ଏନ୍‌ଏସରେ ସଫେଇ କର୍ମଚାରୀମାନଙ୍କ ବିରୋଧ ଯୋଗୁ ଘରୋଇକରଣ ହୋଇପାରି ନ ଥିଲା। ଇତିମଧ୍ୟରେ ଏଠାରେ ମଧ୍ୟ ପରିମଳ ବ୍ୟବସ୍ଥା ତଦାରଖ…

ସ୍ବାଭାବିକ ସ୍ଥିତିକୁ ଫେରୁଛି ମଧୁରଝୋଳି ଗାଁ

କବିସୂର୍ଯ୍ୟନଗର,୫ା୧୧(ଡି.ଏନ.ଏ: ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳି ଗ୍ରାମରେ ଗତ ୨୬ ତାରିଖ ରାତିରେ ଗୁଣି ସନ୍ଦେହରେ ଗ୍ରାମବାସୀ ୪ ପରିବାରକୁ ଆକ୍ରମଣ କରିଥିଲେ। ଏଥିରେ ଝୁନୁ ନାହାକ (୫୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର…

୨୯ ଗ୍ୟାସ ସିଲିଣ୍ଡର ଜବତ

ଛତ୍ରପୁର,୪ା୧୧(ଡି.ଏନ୍‌.ଏ.)- ଛତ୍ରପୁର ଉପଜିଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଉପଖଣ୍ଡସ୍ତରୀୟ ଯୋଗାଣ ବିଭାଗର ଏକ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଛତ୍ରପୁର ତାମ୍ପରା ନିକଟ ଜାତୀୟ ରାଜପଥ ପାର୍ଶ୍ୱ ଓ ଖଲ୍ଲିକୋଟ ଏନଏସିର ଅଞ୍ଚଳର ଦୁଇଟି…

ଗହଣା, ଟଙ୍କା ଚୋରି ଘଟଣା: ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୪ା୧୧: ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ତାଲା ବନ୍ଦ ଘରେ ଲୁଟିଆଗ୍ୟାଙ୍ଗ ଗତ ସେପ୍ଟେମ୍ବର ୨୧ତାରିଖରେ କଳାକାନା ବୁଲାଇଥିଲେ। ତେବେ ଏ ଯାଏ ବି ପୋଲିସକୁ ଏହାର ସୁରାକ ମିଳିପାରିନାହିଁ। ପୋଲିସ କେବଳ ଅଞ୍ଚଳର କେତେଜଣ ଯୁବକଙ୍କୁ ଥାନାକୁ…

ପବିତ୍ର ପଞ୍ଚକ ବ୍ରତ ଆରମ୍ଭ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ସୋରଡା,୪।୧୧(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ମାସର ପଞ୍ଚକ ଆରମ୍ଭ ହୋଇଛି। ଶୁକ୍ରବାର ବଡ଼ ଏକାଦଶୀରେ ଜଗନ୍ନାଥଙ୍କ ଦୁର୍ଲଭ ବେଶ, ଆଳତି ଦେଖିବାକୁ ଭୋରରୁ ମହିଳାଙ୍କ ଭଡ଼ ଦେଖିବାକୁ ମିଳିଥିଲା। ଠାକୁରଙ୍କୁ ତୁଳସୀ ମାଳରେ ଅତ୍ୟନ୍ତ ସୁନ୍ଦର ଭାବେ ସଜା ଯାଇଛି। ଭୋର ୪…

ଓଡ଼ିଶା ଡ୍ରାଇଭର ସଂଘର ନିଆରା ଆନ୍ଦୋଳନ, ରାସ୍ତାରେ ଶୋଇ ମୁଣ୍ଡିଆ ମାରିଲେ

ଛତ୍ରପୁର,୪ା୧୧(ଡି.ଏନ୍‌.ଏ.): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ରାସ୍ତାରେ ତଳେ ଶୋଇ ଅଭିନବ ଉପାୟରେ ଶୁକ୍ରବାର ନିଆରା ଆନ୍ଦୋଳନ କରିଛନ୍ତି। ଶତାଧିକ ଡ୍ରାଇଭର ଏକ ବିରାଟ ଶୋଭାଯାତ୍ରାରେ ଆସି ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତଳେ ଶୋଇ ରହି ମୁଣ୍ଡିଆ ମାରି…

ବାଇକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ଦିଗପହଣ୍ଡି,୩।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟ ରାସ୍ତାରେ ଥିବା ପଦ୍ମନାଭପୁର ବନ୍ଧ ନିକଟରେ ଗୁରୁବାର ବାଇକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସେମାନେ ହେଲେ ପେଣ୍ଡୁରାବାଡି ଗ୍ରାମର ଅଞ୍ଚଳ ପଣ୍ଡା…

ନକଲି ଇଞ୍ଜିନ ଅଏଲ ଜବତ: ୫ ଅଟକ

ଗଞ୍ଜାମ,୩ା୧୧(ଡି.ଏନ୍‌.ଏ.): ସହରରେ ନକଲି ସାମଗ୍ରୀ ବିକ୍ରି ଘଟଣା ନୂଆ ନୁହେଁ। ଏହା ପୂର୍ବରୁ ନକଲି ମଦ, ଗୁଟ୍‌ଖା, ଟମାଟୋ ସସ୍‌ ଆଦି ଧରା ପଡ଼ିଥିବା ବେଳେ ଏବେ ଆଉ ଏକ ନକଲି ସାମଗ୍ରୀ ବିକ୍ରିକୁ ଧରିଛି ଗଞ୍ଜାମ ପୋଲିସ। କୌଣସି ସୂତ୍ରରୁ…

ବ୍ରହ୍ମପୁରରେ ପୁଣି ଚଳଚଞ୍ଚଳ ସମବାୟ ରାଜନୀତି

ବ୍ରହ୍ମପୁର ଅଫିସ,୩ା୧୧: ବିସିସି ବ୍ୟାଙ୍କ ସମେତ ଜିଲା ସମବାୟ ସଂଘ ଓ ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ନିର୍ଦ୍ଦେଶକ ନିର୍ବାଚନ ଏବଂ ଫଳାଫଳ ଘୋଷଣା ପରେ ଏହି ୩ କେନ୍ଦ୍ରୀୟ ସମବାୟ ସଂସ୍ଥାରେ ସଭାପତି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri