ଗଞ୍ଜାମ

୫ ଟଙ୍କାରେ ବୋତଲ ପାଣି, ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର,୧୦ା୩ (ସ୍ମୃତିରଞ୍ଜନ ମହାଲିକ):ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ିଲାଣି। ମଧ୍ୟାହ୍ନ ବେଳକୁ ଅସମ୍ଭାଳ ଖରା। ଖରାରେ ଶୋଷ ମେଣ୍ଟାଇବାକୁ ଲୋକେ ବିଭିନ୍ନ ମୃଦ୍ୟୁ ପାନୀୟ ଉପରେ ନିର୍ଭର କରୁଛନ୍ତି। ଭଲ କମ୍ପାନୀର ପାଣି ବୋତଲ ଅଧିକ ଦରରେ ବିକ୍ରି ହେଉଥିବା ବେଳେ ଅନେକ…

ପିକ୍‌ଅପ୍‌-ବୁଲେଟ୍‌ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଗୋପାଳପୁର,୯ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରାରେ ଶନିବାର ବୁଲେଟ୍‌ ସହ ପିକ୍‌ଅପ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମ ରାଜେନ୍ଦ୍ର ପ୍ରଧାନ ହୋଇଥିବା ବେଳେ ସୁମନ…

ଦାୟିତ୍ୱ ନେଲେ ଥାନା ଅଧିକାରୀ

ଗୋପାଳପୁର,୯ା୩(ନବୀନ ରାଜ ଆଚାର): ବ୍ରହ୍ମପୁର ପୋଲିସ ଜିଲାରେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଥାନାଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋଳନ୍ଥରା ଥାନାଧିକାରୀ ଭାବେ ବିବେକାନନ୍ଦ ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଫେବୃଆରୀରେ ଥିବା ଥାନା ଅଧିକାରୀ…

ଛତ୍ରପୁର କୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଅଦାଲତ, ୧୬ ଲକ୍ଷ ୪୭ ହଜାର ୧୫୮ ଟଙ୍କା ଆଦାୟ

ଛତ୍ରପୁର,୯ା୩(ଦିଲ୍ଲୀପ ସାମଲ): ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ମନୋରଞ୍ଜନ ଦାଶ, ସିନିୟର ସିଭିଲ ଜଜ୍‌…

ବୋଲେରୋ ଧକ୍କାରେ ଚାଲିଗଲା ଫେରିବାଲାଙ୍କ ଜୀବନ

ଧରାକୋଟ,୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ କୁସରାବ ଛକରେ ଶୁକ୍ରବାର ଏକ ବୋଲେରୋ ଗାଡି ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରର ଶେଖ ମିରଜ। ମିରଜ ସାଇକେଲରେ ଯାଉଥିବା ବେଳେ ଧରାକୋଟରୁ…

ଝିଅକୁ ହତ୍ୟା ପରେ ଗର୍ଭବତୀ ମା’ଙ୍କ ଆତ୍ମହତ୍ୟା

ପୋଲସରା,୮ା୩ (ସୁବ୍ରତ ବେହେରା):ଗଞ୍ଜାମ ଜିଲା ପୋଲସରା ଥାନା ନିମିନା ପଞ୍ଚାୟତ ସାନବରଗାଁ ଗ୍ରାମ ବାଲିହତାରେ ଗୁରୁବାର ସାରେ ଗୋଟିଏ କୋଠରୀରୁ ମା’ ଝିଅଙ୍କ ମୃତଦେହ ଜବତ କରାଯାଇଛି। ମୃତକମାନେ ହେଲେ ମା’ ମାଣିକ ଗୌଡ଼ ଓ ୨ ବର୍ଷର ଝିଅ ଗେଲି।…

ଯୁବ ବ୍ୟବସାୟୀଙ୍କ ଘରେ ଇଡି ଚଢାଉ

ଛତ୍ରପୁର,୭।୩(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଏଟି ଗ୍ରୁପ (ଅର୍ଥତତ୍ତ ଚିଟ୍‌ଫଣ୍ଡ) ଚିଟଫଣ୍ଡ ଠକେଇ ମାମଲାରେ ପରିବହନ ଠିକାଦାର ତଥା ପୂର୍ବତନ ସଂସ୍ଥା ଅଧିକାରୀ ଅହିଭୂଷଣ ସାହୁ ଓରଫ ବାବୁଲି ସାହୁଙ୍କ କାଳିଆବାଲି ଛକ ବାସଭବନରେ ଗୁରୁବାର ଇଡି ଚଢାଉ ହୋଇଛି। ଆଜି ସକାଳୁ…

ନାବାଳିକା ଜନ୍ମଦେଲେ ମୃତ ଶିଶୁ  କନ୍ୟା

ପୁରୁଷୋତ୍ତମପୁର,୬।୩ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗହରା ହୋଇପଡିଛି। ନିରିହ ଗରିବ ଶ୍ରେଣିର ନାବାଳିକା ଓ ଯୁବତୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଓ ଧମକ ଦେଇ ବିଭିନ୍ନ ସମୟରେ ବଳକ୍ତାର କରାଯାଉଛି। ଏଭଳି ଏକ…

କେତକୀ ଫୁଲକୁ ମିଳିଥିଲା ଅଭିଶାପ, ହେଲେ ଶିବରାତ୍ରିରେ କାହିଁକି ହୁଏ ରାଣୀ

ବ୍ରହ୍ମପୁର୬।୩(ତନୁଶ୍ରୀ ନାହାକ): ଆଉ ଦୁଇଦିନ ପରେ ମହାଶିବରାତ୍ରୀ। ଏବେଠୁ ବ୍ରହ୍ମପୁର ବଜାରରେ କେତକୀ ଫୁଲର ଚାହିଦା ବଢ଼ିଲାଣି। ପୌରାଣିକ କଥାନୁସାରେ ମାତା ସୀତା ଦଶରଥଙ୍କ ଉଦ୍ଦେଶ୍ୟରେ ବାଲି ପିଣ୍ଡ ଦାନ କଲା ବେଳେ ନଦୀ ତୁଠରେ କେତକୀ ଫୁଲ, ଗାଈ ଓ…

ବରଯାତ୍ରୀ  ହୋଇ ଯାଇଥିଲେ, ୨ ସାଙ୍ଗଙ୍କ ମୃତଦେହ ଫେରିଲା

ଖଲ୍ଲିକୋଟ,୫।୩ (ପ୍ରଶାନ୍ତ କୁମାର ମିଶ୍ର): ବରଯାତ୍ରୀ ହୋଇ ଯାଇଥିଲେ ମୃତଦେହ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ବାଣିଆ ଚିକିଲି ରାସ୍ତା ନିକଟରେ। ଭାରସାମ୍ୟ ହରାଇ ବାଇକ୍‌ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେବାରୁ ୨…

ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ଚାଷୀଙ୍କ ବିକ୍ଷୋଭ

ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ…

୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍‌ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?