ଗଞ୍ଜାମ

ବିଭାଗୀୟ ଅଧିକାରୀଙ୍କ ଋଷିକୁଲ୍ୟା ନଦୀବନ୍ଧ ପ୍ରକଳ୍ପ ପରିଦର୍ଶନ

ଗଞ୍ଜାମ,୧୯ା୧୧(ଡି.ଏନ.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ଋଷିକୁଲ୍ୟା ନଦୀ କୂଳରେ ଆରମ୍ଭ ହେଉଥିବା ନଦୀବନ୍ଧ ସୁଦୃଢ଼ିକରଣ ପ୍ରକଳ୍ପ ବିଭାଗୀୟ ଅଧିକାରୀ ଶୁକ୍ରବାର ପରିଦର୍ଶନ କରିଛନ୍ତି। କ୍ୱାଲିଟି ଆନ୍ସୁରାନ୍ସ ଚି଼ଫ ଇଞ୍ଜିନିୟର ବ୍ରଜ କିଶୋର ପରିଡା, କ୍ୱାଲିଟି ଆନ୍ସୁରାନ୍ସ ଆଡିସନାଲ ଚି଼ଫ…

ଘୁମୁସର ଜିଲା ଦାବିରେ ଜୋରଦାର ହେବ ଆନ୍ଦୋଳନ

ଭଞ୍ଜନଗର,୧୯।୧୧(ଡି.ଏନ.ଏ): ୧୯୯୩ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ଜିଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ଘୋଷଣା କରିଥିଲେ। ସେ ସମୟରେ କିନ୍ତୁ ଆଉ କିଛି ଅଞ୍ଚଳବାସୀ ସରକାରଙ୍କ ପାଖରେ ଜିଲା ପାଇଁ ଉପଯୁକ୍ତ ଦାବି ଉପସ୍ଥାପନ କରି ପାରି…

ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ତଦନ୍ତ

ବ୍ରହ୍ମପୁର ଅଫିସ,୧୯।୧୧: ବ୍ରହ୍ମପୁର ସହରର ବହୁ ପୁରାତନ ଏକ ସରକାରୀ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଭିଡିଓ ଭାଇରାଲ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ଶୁକ୍ରବାର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡ଼.ଲକ୍ଷ୍ମୀକାନ୍ତ ତ୍ରିପାଠୀ ଉକ୍ତ ମହାବିଦ୍ୟାଳୟକୁ ଯାଇ ଘଟଣାର…

ବେଆଇନ ପଲିଥିନ ଜବତ

ଗୋପାଳପୁର,୧୮ା୧୧(ଡି.ଏନ.ଏ.)-ଗୋଳନ୍ଥରା ଥାନା ପୋଲିସ ୩ ଟନ୍‌ ୩୦୦ କେଜି ବେଆଇନ ପଲିଥିନ ଜବତ କରିଛି। ତେଲଙ୍ଗାନା ହାଇଦ୍ରାବାଦ ଅଞ୍ଚଳରୁ ଏକ ଟାଟା ଏସିଇ ଯୋଗେ ପଲିଥିନ ଲୋଡ଼ ହୋଇ ହଳଦିଆପଦର ଆସିଥିଲା। ଏହି ସମୟରେ ଗୋଳନ୍ଥରା ଥାନା ପୋଲିସ ବୁଧବାର ଉକ୍ତ…

ବଧୂ ହତ୍ୟା ମାମଲାର ୩ ଗିରଫ

ବୁଗୁଡ଼ା,୧୮ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ କନଭିକ୍ସନ୍‌ ଆସାମୀଙ୍କୁ ୱାରେଣ୍ଟି ବଳରେ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ଏ ନେଇ ଏସ୍‌ସି ନଂ…

୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣକୁ ନିଆଁ ଲଗାଇ ନଷ୍ଟ କଲା ପୋଲିସ

ଗୋପାଳପୁର,୧୮ା୧୧(ଡି.ଏନ.ଏ.): ଦୀପାବଳି ପୂର୍ବରୁ ଗୋଳନ୍ଥରା ଓ ଗୋଷାଣୀ ନୂଆଗାଁ ପୋଲିସ ପକ୍ଷରୁ ଜବତ ହୋଇଥିବା ଲକ୍ଷାଧିକ ଟଙ୍କାର ବାଣକୁ ଶୁକ୍ରବାର ନଷ୍ଟ କରିଦିଆଯାଇଛି। ସୁମାଣ୍ଡିଠାରେ ବେଆଇନ ଭାବେ ଘରେ ବାଣ ବିକ୍ରି କରୁଥିବା ଖବର ପାଇ ଅକ୍ଟୋବର ୨୨ରେ ଗୋଳନ୍ଥରା ଥାନା…

କୋହଳ ଦଫା ଲଗାଇ ଖସାଇଦେବାକୁ ଯୋଜନା, ତେଜିଲା ଆନ୍ଦୋଳନ

ଭଞ୍ଜନଗର,୧୮ା୧୧(ଡି.ଏନ.ଏ): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ସଭ୍ୟା ଅଭାଙ୍ଗିନୀ ବିଷୋୟୀ, ତାଙ୍କ ଭାଉଜ ଓ ଭାଇଙ୍କ ସମେତ ଅବସରପ୍ରାପ୍ତ ଏସ୍‌ଆଇ ଏବଂ ଜଣେ ଯୁବକଙ୍କୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏତଲା ପ୍ରକାରେ ପୋଲିସ ଅଭିଯୁକ୍ତମାନଙ୍କ…

ଟ୍ରେନ ଆଗକୁ ଆସି ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁର ଜିଆର୍‌ପି ଶୁକ୍ରବାର ହଳଦିଆପଦର ମାଟିଆ ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ପକେଟରୁ ମୋବାଇଲ ଫୋନ ଓ ଏକ କାଗଜ ମିଳିଛି। ମୋବାଇଲରୁ କେତେକ ନମ୍ବର ସଂଗ୍ରହ କରି ପୋଲିସ ଯୋଗାଯୋଗ…

ରାତିଅଧିଆ ପଞ୍ଚାୟତ ସମିତି ବୈଠକ ବାତିଲ: ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ହେବାନେଇ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବୈଠକକୁ ରାତିଅଧିଆ ବାତିଲ କରିଦିଆଯାଇଛି। ଏହାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷେ ବୈଠକରେ ଯୋଗଦେବା ନେଇ ଅଧିକାଂଶ ସରପଞ୍ଚ, ସମିତି…

ଡିଜିଟାଲ ଡୋର୍‌ ନମ୍ବର ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ସର୍ଭେ ଆରମ୍ଭ

ସୋରଡ଼ା,୧୮ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ସହରରେ ବହୁ ପ୍ରତୀକ୍ଷିତ ଡିଜିଟାଲ ଡୋର୍‌ ନମ୍ବର (DDN) ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସୋରଡ଼ା ଏନ୍‌ଏସି ଓ୍ବାର୍ଡ ଅନୁଯାୟୀ ସର୍ଭେ ଆରମ୍ଭ କରିଛି। ନୂତନ ସିଷ୍ଟମରେ, ପ୍ରତ୍ୟେକ ଘରକୁ ୧୪ ଅଙ୍କ ବିଶିଷ୍ଟ ଆଲଫାନୁମେରିକ…

ତିନି ସମବାୟ ସଂସ୍ଥା ଉପସଭାପତି ହେବେ ମହିଳା

ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁରର ୩ ସମବାୟ ସଂସ୍ଥା ବିସିସି ବ୍ୟାଙ୍କ, ଗଞ୍ଜାମ ଜିଲା ସମବାୟ ସଂଘ ଓ ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି (ବିଆରଏମ୍‌ସିଏସ୍‌)ସଭାପତି ନିର୍ବାଚନ ସରିଛି। ଏହି ୩ କେନ୍ଦ୍ରୀୟ ସମବାୟ ଅନୁଷ୍ଠାନ ଉପସଭାପତି ନିର୍ବାଚନପାଇଁ ପୁଣି ସମବାୟ ରାଜନୀତି…

ଆବର୍ଜନାରେ ପୋତି ହୋଇଛି ରାୟଗୁରୁ ମଠ ବନ୍ଧ

ବ୍ରହ୍ମପୁର ଅଫିସ,୧୮।୧୧: ବ୍ରହ୍ମପୁର ସହରରେ ଅନେକ ଜଳାଶୟ ଏବେ ଆବର୍ଜନାପୂର୍ଣ୍ଣ ହୋଇ ପାଣି ଦୂଷିତ ହୋଇଛି। ସହରରେ ପ୍ରାୟ ୪୨ଜଳାଶୟ ରହିଛି। ଏହି ଜଳାଶୟର ପାଣିକୁ ସ୍ଥାନୀୟ ବାସିନ୍ଦା ଦୈନନ୍ଦିନ କାର୍ଯ୍ୟଠାରୁ ଆରମ୍ଭ କରି ନିତ୍ୟକର୍ମ ନିମନ୍ତେ ବ୍ୟବହାର କରିଥାନ୍ତି। ଏଥିସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri