Advertisement

ବଧୂ ହତ୍ୟା ମାମଲାର ୩ ଗିରଫ

ବୁଗୁଡ଼ା,୧୮ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ୩ ଜଣ କନଭିକ୍ସନ୍‌ ଆସାମୀଙ୍କୁ ୱାରେଣ୍ଟି ବଳରେ ପୋଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବାସ ଭୂୟାଁ, କନକ ଭୂୟାଁ ଓ ପ୍ରଦୀପ କୁମାର ଭୂୟାଁ। ଏ ନେଇ ଏସ୍‌ସି ନଂ ୨୦/୧୯୯୯ରେ ଏକ ମାମଲା ରୁଜୁ ହୋଇଥିଲା। ୧୯୯୯ରେ ଏମାନେ ଏକ ବଧୂ ହତ୍ୟା ମାମଲାରେ ଜଡିତ ଥିବାବେଳେ ଏମାନଙ୍କୁ ଅଦାଲତ ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରେ ଦଣ୍ଡିତ କରାଯାଇଥିଲା। ଦୀର୍ଘ ଏକ ମାସ ଫେରାର ଥିବା ଦଣ୍ଡିତ ବ୍ୟକ୍ତି ଶ୍ୱଶୁର ସୁବାସ, ଶାଶୁ କନକ ଓ ସ୍ବାମୀ ପ୍ରଦୀପକୁ ପୋଲିସ ବର୍ତ୍ତମାନ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମି ଫାଟି ଆଁ, ଚିନ୍ତାରେ ଚାଷୀ

କୃଷ୍ଣପ୍ରସାଦ,୨୦ା୮(ଡି.ଏନ୍‌.ଏ.): ବର୍ଷା ଅଭାବରୁ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। କ୍ଷେତରେ ଧାନ ଫସଲ କରାଯାଇଥିଲେ ମଧ୍ୟ ପାଣି ନ...

ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ବୁଡ଼ିଗଲେ ବୃଦ୍ଧ

କଣିହାଁ,୩ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବିକିଶର ଗ୍ରାମରେ ବ୍ରାହ୍ମଣୀରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନବୀନା...

ତ୍ରିବେଣୀ ମଠ ଛକରେ ବିକ୍ରି ହେଉଛି ଅପମିଶ୍ରିତ ପେଟ୍ରୋଲ, ଡିଜେଲ; ନିରବଦ୍ରଷ୍ଟା ସାଜିଛି ପ୍ରଶାସନ

ଗଞ୍ଜାମ, ୨୪।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଗତ କିଛିମାସ ହେବ ଅପମିଶ୍ରିତ ଡିଜେଲ ଓ ପେଟ୍ରୋଲ ବିକ୍ରି ହେଉଥିବା ଅଭିଯୋଗ ହେଉଛି l...

ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍‌ଆରୋହୀଙ୍କ ଜୀବନ ଗଲା

ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍‌ ସମୟରେ ଜଣେ ବାଇକ୍‌ ଆରୋହୀଙ୍କ ଜୀବନ ଯାଇଛି।...

କଲଭର୍ଟରେ ଗର୍ତ୍ତ: ୨ ମାସରେ ୩୪ ଦୁର୍ଘଟଣା

ରଣପୁର,୨୦ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୧୩ନଂ. ୱାର୍ଡ ରଘୁନାଥପୁର ଗଁା ମୁଣ୍ଡରେ ଥିବା କଲଭର୍ଟରେ ଗର୍ତ୍ତ ସୃଷ୍ଟି ହୋଇ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ଗତ...

୩ ପୋଲିସ କର୍ମଚାରୀ ନିଲମ୍ବିତ

ବାରିପଦା ଅଫିସ,୪ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନାର ୩ ଜଣ ପୋଲିସ କର୍ମଚାରୀଙ୍କୁ ବୁଧବାର ମୟୂରଭଞ୍ଜ ଏସ୍‌ପି ନିଲମ୍ବନ କରିଛନ୍ତି। ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ...

ନିର୍ବାଚନ ପୂର୍ବରୁ ଆଖି ବୁଜିଲେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ

କେନ୍ଦୁଝର,୨୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକର ୮ ନମ୍ବର ଜୋନ୍‌ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଶନିବାର ଆକସ୍ମିକ ମୃତ୍ୟୁ ହୋଇଛି।...

ସାକ୍ଷୀଗୋପାଳ ମନ୍ଦିର ଖଟଣି ରୋଷଘରୁ ଚୋରି ଅଭିଯୋଗ

ସାକ୍ଷୀଗୋପାଳ,୨୫ା୭(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ସୋମନାଥ ମହାପାତ୍ରଙ୍କ ଖଟଣି ରୋଷଘରୁ ଚୋରି ହୋଇଛି। ଏନେଇ ସୋମନାଥଙ୍କ ଭାଇ ରମାକାନ୍ତ ମହାପାତ୍ର ମନ୍ଦିର...

Advertisement
Archives

Model This Week