ଗଞ୍ଜାମ

ବେଆଇନ ବାଲି ଉତ୍ତୋଳନକୁ ବିରୋଧରେ ଜିଲାପାଳଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ ଗୋବିନ୍ଦପୁର ପଞ୍ଚାୟତ ଧାନ୍ୟରାଶି ଗ୍ରାମ ନିକଟରେ ପ୍ରବାହିତ ବାହୁଦା ନଦୀରୁ ବେଆଇନ ବାଲି ଉତ୍ତୋଳନ କରାଯାଉଛି। ନଦୀ କୂଳହୁଡ଼ା ଭାଙ୍ଗି ଟ୍ରାକ୍ଟର, ଟିପର୍‌ ଦ୍ୱାରା ବାଲି ଚୋରା ଚାଲାଣ କରାଯାଉଥିବା…

କାର୍‌ ସହ ୧୫୦ କେଜି ଗଞ୍ଜେଇ ଜବତ, ଯୁବକ ଗିରଫ

ବ୍ରହ୍ମପୁର,୭ା୧୧( ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଯୁଗ୍ମ କମିଶନର ଡମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ଶ୍ରୁତିକାନ୍ତ ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଛି। ଉକ୍ତ ଟିମ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଧରାକୋଟ ରାଜକୁମାରୀ

ଧରାକୋଟ,୭।୧୧: ଧରାକୋଟର ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ବର୍ତ୍ତମାନ ଧରାକୋଟ ବ୍ଲକ ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରୁଛନ୍ତି। ରାଜମାତା ସାହେବ ନନ୍ଦିନୀ ଦେବୀ, ରାଜା ସାହେବ କିଶୋର ଚନ୍ଦ୍ର ସିଂ ଦେଓଙ୍କ ବଡ଼ ଝିଅ,…

କାର୍ତ୍ତିକ ପୂର୍ଣ୍ଣମୀ ଲାଗି ଚଳଚଞ୍ଚଳ ପ୍ରୟୋଗି: ଏ ଆଖି କାନ୍ଦୁଛି ତୋରି ପାଇଁ ଦେଖିବାକୁ …

ଗଞ୍ଜାମ,୭।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପ୍ରୟୋଗି ଗ୍ରାମସ୍ଥିତ ବାବା ଅଳେଶ୍ୱର ଶୈବ ପୀଠରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଏ ଆଖି କାନ୍ଦୁଛି ତୋରି ପାଇଁ ନାଟକ ମଞ୍ଚସ୍ତ ହୋଇଛି। ୪ ଗ୍ରାମ୍ୟ କମିଟି ସଭାପତି ଅଶୋକ କୁମାର ଦଳାଇ,ସମ୍ପାଦକ…

ଆଉ କିଛି ଘଣ୍ଟାରେ ଘରେ ପହଞ୍ଚିଥାନ୍ତେ,ଅଧାବାଟରେ ଟ୍ରେନରୁ ଖସିପଡ଼ିଲେ: ଆଉ ତା’ପରେ…

ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ):ଗଞ୍ଜାମରେ ଦିନକୁ ଦିନ ବଢୁଛି ଦାଦନ ଦୁଃଖ। ରୋଜଗାର ନ ମିଳିବାରୁ ପେଟ ପାଇଁ ଦାଦନ ହୋଇ ରାଜ୍ୟ ବାହାରକୁ ଯାଇ ଶବ ହୋଇ ନିଜ ଭିଟାମାଟି ଫେରୁଛନ୍ତି। ଆଉ କିଛି ଘଣ୍ଟା ହୋଇଥିଲେ ଘରେ ପହଞ୍ଚିଥାନ୍ତେ, କିନ୍ତୁ…

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ର ସକାଳେ ଏକ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ। ରାଲିକୁ…

ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼, ଦାମ୍‌ ରହିଛି…

ଗଞ୍ଜାମ,୭ା୧୧(ବିଦ୍ୟାଧର ସାହୁ): ସରିଲା ପବିତ୍ର କାର୍ତ୍ତିକ ମାସ। ଗତକାଲି ଗୁରୁବାର ଥିବାରୁ ଆଜି ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ କରିଛନ୍ତି ଗଞ୍ଜାମ ସହରବାସୀ। ଏଥିପାଇଁ ସହର ଶେଷ ସାନ ବଜାର ମାଛ ମାର୍କେଟରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଛାଡ଼ଖାଇ…

ଦ୍ରୁତଗତିରେ ଆସୁଥିଲା ବସ୍‌, ଚକାତଳେ ଫସିଗଲେ ସ୍କୁଟି ଚାଳକ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସ୍‌ଷ୍ଟାଣ୍ଡଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ବେଲଗୁଣ୍ଠା ରୋଡ୍‌ ଛକରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍କୁଟି ଚାଳକ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ଉକ୍ତ ଗୋଲେଇ ଛକଟି…

ଘାଟିରେ ଓଲଟିଲା ବସ୍‌: ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ

ଭଞ୍ଜନଗର/ ଜି.ଉଦୟଗିରି,୭ା୧୧(ବାବୁଲା ପ୍ରଧାନ/ଚିନ୍ମୟ କୁମାର ସେଠୀ): ଶୁକ୍ରବାର ଭୋର୍‌ ସମୟରେ କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଏକ ବସ୍‌ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି…

ସୁନା ଦୋକାନୀଙ୍କୁ ଉଠାଇନେଲା ଆନ୍ଧ୍ର ପୋଲିସ, ଜାଣନ୍ତୁ କାହିଁକି…

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା – ଛଣମେରି ଗାଁ ରାସ୍ତାରେ ଥିବା ଶ୍ରୀ ଦୁର୍ଗା ଜୁଏଲର୍ସର ମାଲିକଙ୍କୁ ଗୁରୁବାର ଆନ୍ଧ୍ରପ୍ରଦେଶ କାଶୀବୁଗା ଥାନାର ସତନ୍ତ୍ର ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସୁନା ବ୍ୟବସାୟୀ ଜଣଙ୍କ ହେଲେ…

ହରିଡ଼ାପାଟୁରେ ଜ୍ୱର ଆତଙ୍କ: ୨୦ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ, ତୁରନ୍ତ ଚିକିତ୍ସା ପାଇଁ ଦାବି…

ପାତ୍ରପୁର, ୬।୧୧(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ଆଦିବାସୀ ଅଧୁଷିତ ବୁରାତାଲ ପଂଚାୟତ ହରିଡ଼ାପାଟୁ ଗ୍ରାମରେ ଦଶ ଦିନ ହେଲା ଜ୍ୱର ଆତଙ୍କ ଦେଖାଦେଥିବା ଅଭିଯୋଗ ହୋଇଛିି । ଗ୍ରାମରେ ପ୍ରଥମେ କିଛି ବ୍ୟକ୍ତିଙ୍କୁ ଥଣ୍ଡା, କାଶ ସହ ଜ୍ୱର ହୋଇଥିବା…

ସାଙ୍ଗମାନଙ୍କ ସହ ଗପୁଥିବା ବେଳେ ଆକ୍ରମଣ: ଲୁହାଛଡ଼ ସହ ବାଇକ ଜବତ ପରେ ଅଭିଯୁକ୍ତ… 

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବମକେଇ ପଞ୍ଚାୟତ ରାଇଗୁଡ଼ା ଗାଁର ଅଭିଯୁକ୍ତ ଅବିନାଶ ଜାନି ଓରଫ ବାବୁନାଙ୍କୁ ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri