ଭଞ୍ଜନଗରରେ ପେଟ୍ରୋଲ ଅଭାବ: ଚିନ୍ତାରେ ଲୋକେ

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ): ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ରାଜ୍ୟର ନିର୍ବାଚନ ବୁଧବାର ସରିଛି। ଏହାପରେ ଦେଶରେ ପେଟ୍ରୋଲ ଦର ବଢ଼ିବ ବୋଲି ଲୋକଙ୍କ ମନରେ ଆଶଙ୍କା ରହିଛି। ଏହିଭଳି ପରିସ୍ଥିତିରେ ଗୁରୁବାର ଭଞ୍ଜନଗର ସହରର ସର୍ବ ପୁରାତନ ଏବଂ ମୁଖ୍ୟ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ନାହିଁ। ଏଥିସହ ଅଞ୍ଚଳର ଆଉ କିଛି ପେଟ୍ରୋଲ ଟାଙ୍କିରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି। ତେଣୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ପେଟ୍ରୋଲ ଆସିବ ବୋଲି ଟାଙ୍କିରେ ନିୟୋଜିତ ଥିବା କର୍ମଚାରୀମାନେ ତାହା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ସହରତଳିରେ ଥିବା କିଛି ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଅନ୍ୟପକ୍ଷରେ ସହର ଏବଂ ସହରତଳି ଅଞ୍ଚଳରେ ଥିବା ଅଧିକାଂଶ ପେଟ୍ରୋଲ ଟାଙ୍କିରେ ମାଗଣା ପମ୍ପ ମିଳୁନାହିଁ। ପମ୍ପ ଘରେ ତାଲା ପଡ଼ିଛି। ଶୌଚାଳୟ ଗୁଡ଼ିକ ଠିକ ଭାବେ ସଫା ହେଉ ନାହିଁ। କେବଳ ପାଣି ଟୋପାଏ ମିଳୁଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଜିତିଗଲେ ବଡ଼ ରେକର୍ଡ ଭାଙ୍ଗିବେ ମମତା , ଲଗାତାର ୨୦ ବର୍ଷ ଧରି କ୍ଷମତାରେ ରହିଥିବା…

କୋଲକାତା,୩୦।୪: ପଶ୍ଚିମବଙ୍ଗ ରାଜନୀତି ବର୍ତ୍ତମାନ ଏକ ଐତିହାସିକ ମୋଡ଼ରେ ଅଛି। ଆଗାମୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ୍‌ ବିଜୟ ପରେ ଯଦି ମମତା ବାନାର୍ଜୀ ତାଙ୍କର ଚତୁର୍ଥ କାର୍ଯ୍ୟକାଳ…

ଛତୁଆ ୟୁନିଟରେ ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ: ନିଆଁ ଲିଭାଇବାବେଳେ ଘଟିଲା…

ଦାରିଙ୍ଗବାଡି, ୩୦।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ନୀଳକନ୍ଦର ସାହିରେ ରହିଥିବା ଛତୁଆ ୟୁନିଟରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ…

‘ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷାରେ ସ୍ଥାନୀୟ ଲୋକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’

ଥୁଆମୂଳ ରାମପୁର, ୩୦ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଛକସ୍ଥିତ ଫରେଷ୍ଟ ଚେକ ଗେଟ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।…

‘ଯଦି ପଶ୍ଚିମବଙ୍ଗରେ ଜିତିଥାଏ, ତା’ହେଲେ ମୁଁ…’ ନିର୍ବାଚନ ଫଳାଫଳ ପୂର୍ବରୁ ହଇଚଇ କଲା ଏହି ଏମ୍‌ପିଙ୍କ ବୟାନ

ନୂଆଦିଲ୍ଲୀ,୩୦।୪: ବଙ୍ଗଳାରେ ଦୁଇ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ସମସ୍ତ ଦଳ ଏବେ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏହି ସମୟରେ, ପୂର୍ଣ୍ଣିଆ ଏମ୍‌ପି…

କଙ୍କାଳ ଧରି ଜିତୁ ମୁଣ୍ଡା ବ୍ୟାଙ୍କ ଯିବା ଘଟଣା, ପ୍ରାଥମିକ ତଦନ୍ତ ପରେ ଏଭଳି କହିଲେ ଉତ୍ତରାଞ୍ଚଳ RDC

ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଂଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କାଲାରା…

୨୦୧୬ରୁ ରାଶନ ଚାଉଳରୁ ବଞ୍ଚିତ ଘନଶ୍ୟାମ, ଧାମନଗର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ…

ଧାମନଗର,୩୦।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ବ୍ଲକ ଅସୁରାଳି ପଞ୍ଚାୟତ ତୋରବନ୍ତିଆ ଗ୍ରାମର ଘନଶ୍ୟାମ ଖଟୁଆ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ରାଶନ ସାମଗ୍ରୀରୁ ବଞ୍ଚିତ…

ଜିତୁ ମୁଣ୍ଡା ଘଟଣାରେ ମୁହଁ ଖୋଲିଲେ ନବୀନ: କହିଲେ ମୁଁ ବଞ୍ଚିଥିବା ଯାଏ…

ଭୁବନେଶ୍ୱର,୩୦।୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା…

ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ…

ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍‌ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri