ଢେଙ୍କାନାଳ

ଘରେ ଝୁଲୁଛି ମୃତଦେହ, ଚଟାଣରେ ଲେଖାହୋଇଛି ଆମେ ବିଷ ପିଇଛୁ

ଢେଙ୍କାନାଳ ଅଫିସ,୧୦ା୬: ଢେଙ୍କାନାଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ପରସ୍ପର ଏକାଠି ପ୍ରଥମେ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି। ଢେଙ୍କାନାଳ ଜିଲା ସଦରଥାନା…

ଐତିହ୍ୟକୁ ଅଣଦେଖା

ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ କେଉଁଠି ଇଟାକାନ୍ଥ ଫାଟି ଅଁା କରିଛି। ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ଭ୍ରମ…

‘ତମ୍ବୁ ତଳେ ରହୁଛି, ଘର ଦିଅ’

ଢେଙ୍କାନାଳ ଅଫିସ, ୯।୬: ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପ୍ରଶାସନ ନିକଟକୁ ଧାଇଁ ଧାଇଁ ଥକି ପଡ଼ିଥିବା ଜଣେ ମହିଳା ବୁଧବାର ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଠିକ୍‌ ସମୟରେ ପୋଲିସ ପହଞ୍ଚତ୍ୟିବାରୁ ଏକ ବଡ଼…

ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

ପରଜଙ୍ଗ, ୯।୬(ଡି.ଏନ୍‌.ଏ.): ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ…

୭୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ

ଢେଙ୍କାନାଳ ଅଫିସ,୭।୬ ଢେଙ୍କାନାଳ ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସୋମବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ସପ୍ତାହ ବ୍ୟାପୀ ଅଭିଯାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କାରଖାନା ମଧ୍ୟରେ ୭୦୦ରୁ ଊର୍ଦ୍ଧ୍ୱ ଚାରା…

ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍‌ରେ ବିମାନ ଦୁର୍ଘଟଣା

କାମାକ୍ଷାନଗର,୬।୬(ଡି.ଏନ୍‌.ଏ.): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା ଘଟିଛିି । ପ୍ରଶିକ୍ଷଣ ବେଳେ ୧୫ ଫୁଟରୁ ବିମାନଟି ଖସି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ପ୍ରଶିକ୍ଷାର୍ଥୀ ଜଣକ ହେଲେ…

ପରମ୍ପରା ବଞ୍ଚାଇବାକୁ ପ୍ରୟାସ

କାମାକ୍ଷାନଗର, ୬।୬ ମହାମାରୀ କରୋନା ପାଇଁ ଅଟକି ଯାଇଥିଲା ମଣିଷ। ଜିଇବାକୁ ଚାଲିଥିବା ଯୁଦ୍ଧରେ ମଳିନ ପଡ଼ିଯାଇଥିଲା କଳାସଂସ୍କୃତି। କେବଳ ପରମ୍ପରା ବଞ୍ଚାଇ ରଖିବାକୁ କାମଚଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ରଙ୍ଗହୀନ ହୋଇପଡ଼ିଥିଲା ମେଳା, ମହୋତ୍ସବ, ଯାନିଯାତ୍ରା। ଏବେ ଭୂତାଣୁ ଭୟ…

୧୮ବର୍ଷ ହେଲା ଅଲୋଡ଼ା

ପରଜଙ୍ଗ, ୫।୬(ଡି.ଏନ୍‌.ଏ.): ୨୦୦୪ରୁ ୨୦୨୨। ୧୮ବର୍ଷ ହେଲା ଅଲୋଡ଼ା ଜୀବନ। ବଞ୍ଚତ୍ ରହିବାକୁ ଜାରି ରହିଛି ସଂଘର୍ଷ। ହେଲେ ନା ମିଳୁଛି ରୋଗରୁ ଉପଶମ ନା କମୁଛି ଯନ୍ତ୍ରଣା। କେବଳ ଲୁହ ନିଗାଡ଼ିବା ସାର ହୋଇଛି। ଦାରିଦ୍ର୍ୟର ଚକ୍ରବୂ୍ୟହ ଅସ୍ଥିଜନିତ ବ୍ୟାଧି,…

ଢେଙ୍କାନାଳରେ ହେବ ହେଲିପ୍ୟାଡ୍‌

ଢେଙ୍କାନାଳ ଅଫିସ୍‌, ୫।୬: ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା, ଭିଭିଆଇପିଙ୍କ ଗସ୍ତ ସୁଗମ ଲାଗି ଢେଙ୍କାନାଳରେ ନିର୍ମିତ ହେବ ହେଲିପ୍ୟାଡ୍‌। ଏଥିଲାଗି ସହର ଉପକଣ୍ଠ ମହିଷାପାଟରେ ୨ଟି ସରକାରୀ ଜମି ଚିହ୍ନଟ କରାଯାଇଛି।…

ମାସକରେ ରାସ୍ତା ଫାଟି ଆଁ

କାମାକ୍ଷାନଗର, ୫।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ)ରେ ନିର୍ମିତ ରାସ୍ତା ମାସକ ମଧ୍ୟରେ ଫାଟିଯାଇଛି। ଫଳରେ କାର୍ଯ୍ୟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ପାଣି ପାଇଁ ରାସ୍ତାରେ ମହିଳା

ହିନ୍ଦୋଳ, ୪।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର ଅଞ୍ଚଳର ବହୁସଂଖ୍ୟାରେ ମହିଳା ହିନ୍ଦୋଳ-ଗୁଡ଼ିଆକାଟେଣୀ ରାସ୍ତାରେ ହାଣ୍ଡିମାଠିଆ ରଖି ଆନ୍ଦୋଳନ କରିଥିଲେ। ଫଳରେ ଦୁଇଘଣ୍ଟା ଧରି ଯାତାୟାତ ପ୍ରଭାବିତ…

ନୂଆ ରୂପରେ ୧୦୫ ସ୍କୁଲ

ଢେଙ୍କାନାଳ ଅଫିସ୍‌, ୪।୬ ବଦଳିଛି ବିଦ୍ୟାଳୟ ରୂପରେଖ। ସଜଡ଼ାଯାଇଛି ଭିତ୍ତିଭୂମି। ପରିବର୍ତ୍ତନ ହୋଇଛି ପରିବେଶ। ବାରଣ୍ଡାରୁ ବଗିଚା, ସ୍ମାର୍ଟ ଶ୍ରେଣୀଗୃହଠାରୁ ଆରମ୍ଭ କରି ଲାବୋରେଟୋରି ଯାଏ ସବୁକିଛି ଚମକୁଛି। ଏଭଳି ଉନ୍ନତଧରଣର ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ପାଇଥିବାରୁ ଏହାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?