ଢେଙ୍କାନାଳ

ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ

ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ ପ୍ରକଳ୍ପ ଆଗଉନାହିଁ। ଅନ୍ୟପଟେ ଯେଉଁ ଠିକାସଂସ୍ଥା ଧୋକାଦେଇ ଅଧାରୁ କାମ ଛାଡ଼ି ଚାଲିଯାଇଥିଲା ଜାତୀୟ…

ନାଳରେ ପଡ଼ି ମାଈ ହାତୀଛୁଆ ମୃତ

ଢେଙ୍କାନାଳ ଅଫିସ୍‌,୧୧।୮: ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ସେକ୍ସନ ସୁନ୍ଦରଖାଲ ସଂରକ୍ଷିତ ଜଙ୍ଗଲ କରିପାଳ କଙ୍କିଳି ନିକଟରେ ଗୁରୁବାର ନାଳରେ ପଡ଼ି ଏକ ୪ ବର୍ଷର ମାଈ ହାତୀଛୁଆର ମୃତ୍ୟୁ ଘଟିଛି। ଖବର ପାଇ ବନ ବିଭାଗ କର୍ମଚାରୀମାନେ…

‘୫-ଟି’କୁ ଆସୁ କପିଳାସ ପୀଠ

ଢେଙ୍କାନାଳ ଅଫିସ, ୧୦।୮ ଐତିହ୍ୟସମ୍ପନ୍ନ ମଠ ମନ୍ଦିରଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି। ପ୍ରାଚୀନ, କିମ୍ବଦନ୍ତୀପୂର୍ଣ୍ଣ ପୀଠକୁ ‘୫-ଟି’ ଅନ୍ତର୍ଭୁକ୍ତ କରାଯାଇ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଉଛି। ହେଲେ ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା…

ପ୍ରକଳ୍ପ ଥାଇ ଜମି ପଡ଼ିଆ

ରାସୋଳ,୮।୮: ଅଖି ମୁଠି ଅନୁକୂଳ କରି ଜ୍ୟେଷ୍ଠ ମାସରୁ ଅପେକ୍ଷା କରିଛି ଚାଷୀ। ଆଷାଢ଼ ଗଲା। ସରିବାକୁ ବସିଲାଣି ଶ୍ରାବଣ। ଅଥଚ ଯେଉଁ ପରିମାଣର ବର୍ଷା ହେବା କଥା, ତାହା ହେଲାନାହିଁ। ଯଦିଓ ଜୁଲାଇରେ ଜୁନ୍‌ ତୁଳନାରେe ଅପେକ୍ଷାକୃତ ଭଲ ବର୍ଷିଲା,…

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍‌କୁ ଲାଗି ରହିଥିବା ବାରାକ୍‌ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଜଣେ ଓଡ଼ିଆ ଯବାନ ବୋଲି ସ୍ପଷ୍ଟ ହୋଇଛି। ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି…

ଆଲୋକରେ ଝଲସିବ କପିଳାସ ପାଦଦେଶ

ଢେଙ୍କାନାଳ ଅଫିସ,୭ା୮: ରାଜ୍ୟ ତଥା ତେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବାରବାଙ୍କ ରାସ୍ତାରେ ରବିବାର ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଛି । ମନ୍ଦିର ପଟରୁ କପିଳାସ ପାଦ ଦେଶ ପର୍ଯ୍ୟନ୍ତ ୫ କିଲୋମିଟର ବାରବାଙ୍କ ରାସ୍ତାର ୨…

ମ୍ୟୁଜିକ୍‌ ଆରେଞ୍ଜର ଶୁଭାଶିଷ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି’। ଓଲିଉଡ୍‌ର ଚିରସବୁଜ ଏହି ଗୀତ ଆଜି ବି ଯୁବପିଢ଼ିଙ୍କୁ ମତୁଆଲା କରେ। ଭର୍ସାଟାଇଲ ମ୍ୟୁଜିକ୍‌ କମ୍ପୋଜର ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ସ୍ବରରେ ସଜାଇଥିଲେ ମେଲୋଡି…

ମରାମତି ପାଇଁ ୨ ସପ୍ତାହ

ଢେଙ୍କାନାଳ ଅଫିସ, ୭।୮: ମରଣଯନ୍ତା ପାଲଟିଥିବା ୫୫ନଂ. ଜାତୀୟ ରାଜପଥ କାମ ସରିବ କେବେ। କଟକ-ଢେଙ୍କାନାଳ-ଅନୁଗୋଳ-ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ସାଜିଥିବା ଏହି ବ୍ୟସ୍ତବହୁଳ ସଡ଼କରେ କେବେ ହେବ ଯାତାୟାତ ସୁଗମ। ଜନ ଅସନ୍ତୋଷ ତୀବ୍ର ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ…

ହାତୀପଲ ପାଇଁ ଅଟକିଲା ଟ୍ରେନ୍‌

ଢେଙ୍କାନାଳ ଅଫିସ, ୭।୮: ହାତୀପଲ ପାଇଁ ଅଟକିଲା ବଲାଙ୍ଗୀର-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍‌। ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ଅଧୀନ ମେରାମଣ୍ଡଳୀ ରେଳଷ୍ଟେଶନ ଏବଂ ହଳଦିଆବାହାଳ ମଝିରେ ଶନିବାର ରାତି ପ୍ରାୟ ୯ଟାରେ ଏହି ଘଟଣା ଘଟିଛି। ଫଳରେ ଟ୍ରେନ୍‌…

୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ଅବ୍ୟବସ୍ଥା : ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଆଲୋଚନା

ଢେଙ୍କାନାଳ ଅଫିସ,୬ା୮: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ବସିଥିଲା। ଏଥିରେ ୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ନେଇ…

ମଣିପୁରମ୍‌ ଗୋଲ୍ଡ ଲୋନ୍‌ ସଂସ୍ଥାରୁ ଡକାୟତି ଉଦ୍ୟମ

ଢେଙ୍କାନାଳ ଅଫିସ,୬।୮: ଢେଙ୍କାନାଳ ସହର କାଞ୍ଚନ ବଜାରରେ ଥିବା ମଣିପୁରମ୍‌ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଶନିବାର ସକାଳ ସାଢ଼େ ୯ଟାରେ ଡକାୟତି ଉଦ୍ୟମ ହୋଇଛି। ସଂସ୍ଥା କାର୍ଯ୍ୟାଳୟ ଖୋଲିବା ପରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସି କାର୍ଯ୍ୟାଳୟ…

ଚାଷ ଚିନ୍ତାରେ ଚାଷୀ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ଧାରା ଶ୍ରାବଣରେ ଉଭାନ ହୋଇଯାଇଛି ବର୍ଷା। ଧାନତଳି ରୋଇବା ଯୋଗ୍ୟ ହୋଇଯାଇଥିଲେ ମଧ୍ୟ ବିଲରେ ପାଣି ନ ଥିବାରୁ କାମ ଆଗଉନି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ୧୦ ପଞ୍ଚାୟତର ଚାଷୀ। ବର୍ଷାଭାବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri