ଐତିହ୍ୟକୁ ଅବହେଳା
ଢେଙ୍କାନାଳ ଅଫିସ, ୧୪।୭ – ରାଜ୍ୟର ସମୃଦ୍ଧ ମନ୍ଦିର ପର୍ଯ୍ୟଟନ (ଟେମ୍ପଲ ଟୁରିଜମ୍)କୁ ନେଇ ରହିଛି ଅନେକ ସମ୍ଭାବନା। କୋଭିଡ୍ ମହାମାରୀ ସମୟରେ ବିପର୍ଯ୍ୟସ୍ତ ଅର୍ଥନୀତିକୁ ବାଟକୁ ଆଣିବାକୁ ପର୍ଯ୍ୟଟନ ଶିଳ୍ପ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। ତେଣୁ ପ୍ରାଚୀନ…
ସଡ଼କ ଅପେକ୍ଷାରେ ସାତ ଦଶନ୍ଧି
ଢେଙ୍କାନାଳ ଅଫିସ, ୧୩।୭ ବିକାଶ ଦେଖୁଛି ଗାଁ। ବଦଳୁଛି ଗ୍ରାମାଞ୍ଚଳର ଚିତ୍ର। ପକ୍କା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ବିଦ୍ୟୁତ୍ ଭିତ୍ତିଭୂମିଠାରୁ ଆରମ୍ଭ କରି ଆନୁଷଙ୍ଗିକ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି ବିପୁଳ ଟଙ୍କା। ହେଲେ ରାଜ୍ୟରେ ଏଭଳି ବି…
ଜିଲାରେ ବଢୁଛି ଜଙ୍ଗଲ
ଢେଙ୍କାନାଳ ଅଫିସ, ୧୧।୭: ବଢୁଛି ସବୁଜିମାର ଘନତ୍ୱ। ଘଞ୍ଚ ହେଉଛି ବୁଦୁବୁଦିଆ ଜଙ୍ଗଲ। ବଦଳୁଛି ଲଣ୍ଡା ପାହାଡ଼ର କଳେବର। କାଠ ମାଫିଆଙ୍କ ଦୌରାତ୍ମ୍ୟ, ବନାଗ୍ନି ବିଭୀଷିକା ସତ୍ତ୍ୱେ ପ୍ରକୃତିର ବରଦାନ ଢେଙ୍କାନାଳରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇବାରେ ଲାଗିଛି। ଏହା ପଛରେ ରହିଛି…
ଜୁନ୍ ଗଲା,ଜୁଲାଇକୁ ଆଶା
କାମାକ୍ଷାନଗର, ୯।୭(ଡି.ଏନ୍.ଏ.) ଜୁନ୍ ୧୦ରୁ ଓଡ଼ିଶାକୁ ଛୁଇଁଲାଣି ମୌସୁମୀ। ମଝିରେ ମଝିରେ ସୃଷ୍ଟି ହେଉଥିବା ଲଘୁଚାପ ଚାଷୀ ମନରେ ଆଶା ସଞ୍ଚାର କରୁଛି। ହେଲେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ ସାମାନ୍ୟ ବର୍ଷିଦେଇ ଉଭାନ ହୋଇଯାଉଛି। ଜମି ଭଲରେ ଭିଜୁ ନ…
ଆରବର୍ଷକୁ ଅପେକ୍ଷା
ଢେଙ୍କାନାଳ ଅଫିସ, ୮।୭: ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ମାତ୍ର ୪ ଦିନ। ଭକ୍ତଙ୍କୁ ଦର୍ଶନ ଦେବାକୁ ଭାଇ ବଳରାମ, ଭଉଣୀ ସୁଭଦ୍ରାଙ୍କୁ ନେଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାବାହୁ। କାଳିଆ ସାଆନ୍ତଙ୍କ ଏହି ଅଲୌକିକ ଲୀଳା ଦେଖିବା ଲାଗି ବିଶ୍ୱର…
ଅଣ୍ଡର ବାଇପାସ୍ରେ ଆଣ୍ଠୁଏ ପାଣି
ପରଜଙ୍ଗ, ୭।୭(ଡି.ଏନ୍.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ ସୁଯୋଗ। ହେଲେ ଦୀର୍ଘକାଳୀନ ଭିତ୍ତିରେ ଗଢ଼ାଯାଉଥିବା ରେଳପଥ ପ୍ରକଳ୍ପ ନିର୍ମାଣରେ ସାମାନ୍ୟ ତ୍ରୁଟିବିଚ୍ୟୁତି ହେଲେ…
ବନ୍ଧାହେଲେ ନକଲି ତହସିଲଦାର
ଢେଙ୍କାନାଳ ଅଫିସ, ୭।୭ – ନିଜକୁ ତହସିଲଦାର ବୋଲି ପରିଚୟ ଦେଉଥିଲେ। ଡରାଇ, ଧମକାଇ ଲଘୁ ଖଣିଜ ବୋଝେଇ ଭାରିଯାନରୁ ଆଦାୟ କରୁଥିଲେ ବଟି। ଏଭଳି ଏକ ଗ୍ୟାଙ୍ଗ୍ର ଦୁଇଜଣ ସଦସ୍ୟ ଢେଙ୍କାନାଳ ଟାଉନ ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ସେମାନେ…
ସାଆନ୍ତଙ୍କ ସେବାରେ ସମର୍ପିତ
ଢେଙ୍କାନାଳ ଅଫିସ, ୫।୭: ସ୍ନାନଯାତ୍ରାଠାରୁ ଆରମ୍ଭ ହୋଇଛି ବଡ଼ଦିଅଁଙ୍କ ଅଣସରନୀତି। ଜ୍ୱରରେ ଥରୁଥିବା କାଳିଆ ଠାକୁରଙ୍କ ଉପଶମ ପାଇଁ ମନ୍ଦିରରେ ଆରମ୍ଭ ହୋଇଛି ଗୁପ୍ତସେବା। ଢେଙ୍କାନାଳସ୍ଥିତ ଶ୍ରୀବଳରାମ ମନ୍ଦିରରେ ଅଣସର ଘରେ ଶ୍ରୀଜୀଉଙ୍କ ଏହି ନୀତିରେ ନିୟୋଜିତ ଅଛନ୍ତି ଓଡ଼ାପଡ଼ା ବ୍ଲକ…
ମାନ୍ଦା ବେଳେ ମହଙ୍ଗା ମାଡ଼
କାମାକ୍ଷାନଗର, ୪।୭: ଦୀର୍ଘ ଦେଢ଼ବର୍ଷ ହେଲା କରୋନା କଷଣରେ ଘାଣ୍ଟି ହେଉଛନ୍ତି ସାଧାରଣ ଜନତା। ହାତରେ କାମ ନାହିଁ। ସାଇତିଥିବା ଧନ ସରିଗଲାଣି। ଏଭଳି ସମୟରେ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ…
କୁଷ୍ଠ ଯନ୍ତ୍ରଣାରେ କଲବଲ କାଳିଆ
ଢେଙ୍କାନାଳ ଅଫିସ, ୩।୭ ଚିକିତ୍ସା ବିଜ୍ଞାନର ଚମତ୍କାରିତା ପରେ କୁଷ୍ଠ ଆଉ ଦୁରାରୋଗ୍ୟ ବ୍ୟାଧି ହୋଇ ରହିନାହିଁ। କୁଷ୍ଠରୋଗୀଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବାକୁ ସରକାର ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି। ଆକ୍ରାନ୍ତଙ୍କ ପାଇଁ ପ୍ରତି ସ୍ବାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍ପ ଚିକିତ୍ସା ବ୍ୟବସ୍ଥା…
ଜେଲ୍ରୁ କଏଦୀ ଚମ୍ପଟ
ହିନ୍ଦୋଳ,୨ା୭(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ ହତ୍ୟା ଘଟଣାରେ୨୪ ତାରିଖରୁ ଜେଲ୍ରେ ଥିଲେ। ତାଙ୍କ ଘର ରାସୋଳ ଥାନା ଦଣ୍ଡିରୀ ଗ୍ରାମରେ।
ଜୀବନ ପରେ ଜୀବିକାକୁ ପ୍ରାଧାନ୍ୟ
ଅନୁଗୋଳ/ ଢେଙ୍କାନାଳ ଅଫିସ, ୧ା୭: ଦୀର୍ଘ ୨ ମାସ ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ତଳମୁହଁା ହୋଇଛି କରୋନା ସଂକ୍ରମଣ। ଟେଷ୍ଟ ପଜିଟିଭ୍ିଟି ରେଟ୍ (ଟିପିଆର୍) ୫ ପ୍ରତିଶତ ତଳେ ଥିବାରୁ ଏହି ଦୁଇ ଜିଲାକୁ ଗ୍ରେଡ୍-ଏ ତାଲିକାଭୁକ୍ତ କରିଛନ୍ତି…
Archives


