ଢେଙ୍କାନାଳ

ଆରମ୍ଭ ହେଲା ମଣ୍ଡି

କାମାକ୍ଷାନଗର, ୨୮ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାରେ ସୋମବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଖରିଫ୍‌ ଧାନ କିଣା। କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ଗୋଦରିବିଲିରେ ଜିଲାପାଳ ସରୋଜ କୁମାର ସେଠୀ ଧାନ କିଣାବିକା ଲାଗି ମଣ୍ଡିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ…

ରାସ୍ତା ନିର୍ମାଣ ଦାବି

ଢେଙ୍କାନାଳ ଅଫିସ, ୨୮ା୧୨ ବନ୍ଦ ହୋଇପଡ଼ିଥିବା ରାସ୍ତାର ଉନ୍ନତୀକରଣ କରିବା ଦାବି କରି ସୋମବାର ଢେଙ୍କାନାଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ଓଡ଼ାପଡ଼ା ବ୍ଲକ ଡେଙ୍ଗବୋରେଇ ଗ୍ରାମବାସୀ। ଅଭିଯୋଗରୁ ଜଣାପଡ଼ିଛି, ୫୫ନଂ. ଜାତୀୟ ରାଜପଥରୁ ପଞ୍ଚୁପଟି-ଡେଙ୍ଗବୋରେଇ କେନାଲ ହୁଡ଼ା ଦେଇ କାଣ୍ଡବିନ୍ଧାଙ୍କୁ…

ସମାଧାନ ଖୋଜୁଛି ସୁଆଗୀ ଶ୍ମଶାନ

ଢେଙ୍କାନାଳ ଅଫିସ, ୨୮ା୧୨ ଢେଙ୍କାନାଳ ପୌରାଞ୍ଚଳର ପ୍ରମୁଖ ସୁଆଗୀ ଶ୍ମଶାନ ଏକାଧିକ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ଫଳରେ ଶବଦାହ ବେଳେ ମୃତକଙ୍କ ପରିବାର, ସମ୍ପର୍କୀୟ ହଟହଟା ହେଉଛନ୍ତି। ଶ୍ମଶାନ ଉପରେ ୫୦ ହଜାର ଅଞ୍ଚଳବାସୀ ନିର୍ଭର କରୁଥିବାବେଳେ ଜମି ମାପ…

କାଦୁଅରେ ପଡ଼ି ୨ହାତୀ ଛଟପଟ

ପରଜଙ୍ଗ, ୨୭।୧୨(ଡି.ଏନ୍‌.ଏ.) ବେଆଇନ ଇଟାଭାଟି ପାଇଁ ଜଙ୍ଗଲାଞ୍ଚଳରେ ଖୋଳାଯାଇଥିଲା ମାଟି। ଆଉ ଏହାଦ୍ୱାରା ସୃଷ୍ଟି ହୋଇଥିବା କାଦୁଅ ଭର୍ତ୍ତି ଗାତରେ ପଡ଼ି ୨ଦିନ ହେଲା ଛଟପଟ ହେଉଛନ୍ତି ଗୋଟିଏ ଦନ୍ତା ସହ ଅନ୍ୟ ଏକ ଅଣ୍ଡିରା ହାତୀ ଶାବକ। ବନ ବିଭାଗ…

ଜିରୋନାଇଟ୍‌ ସେଲିବ୍ରେଶନକୁ ନା

ଢେଙ୍କାନାଳ ଅଫିସ, ୨୬ା୧୨: ଦ୍ରୁତଗତିରେ ମାଡ଼ିଚାଲିଛି ଓମିକ୍ରନ୍‌। ଓଡ଼ିଶାର ଶିଶୁଙ୍କୁ ସଂକ୍ରମିତ କଲାଣି ଏହି ମାରାତ୍ମକ ଭୂତାଣୁ। ଭୋଜିଭାତ, ସମାବେଶ, ଗହଳି ବଢ଼ିଲେ ସ୍ଥିତି ଅଣାୟତ୍ତ ହେବା ଆଶଙ୍କା ରହିଛି। ତେଣୁ ଯଥାସମ୍ଭବ ଭିଡ଼ ଏଡ଼ାଇବାକୁ ସତର୍କ କରାଇ ସାରିଲେଣି ବିଶେଷଜ୍ଞ।…

ବସ୍‌ଷ୍ଟାଣ୍ଡ ପାଇଁ ବଜାର ଉଚ୍ଛେଦ

ପରଜଙ୍ଗ, ୨୬ା୧୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଏଥିଲାଗି ନୋଟିସ୍‌ ଜାରି କରାଯାଇଥିବାବେଳେ ଶନିବାର ବିଧିବଦ୍ଧ ଭାବେ ଦୋକାନ ଭଙ୍ଗାଯାଇଛି। ତେବେ କ୍ଲବ ନାମରେ ଚାଲିଥିବା ଦୁଇମହଲା…

ଜିଲାର ୫୩୧ ବ୍ୟବସାୟୀଙ୍କୁ ମିଳିବ ସହାୟତା

ଢେଙ୍କାନାଳ ଅଫିସ, ୨୫।୧୨-କୋଭିଡ୍‌ ସମୟରେ ଜୀବନଜୀବିକା ପ୍ରଭାବିତ ହୋଇଥିବା ସହରାଞ୍ଚଳର ରାସ୍ତାପାର୍ଶ୍ୱ ବ୍ୟବସାୟୀଙ୍କୁ ରାଜ୍ୟ ସରକାର ୩୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଢେଙ୍କାନାଳ ଜିଲାର ୫୩୧ ବ୍ୟବସାୟୀ…

ମହିଳା ମୋର୍ଚ୍ଚାର ବିକ୍ଷୋଭ

ଢେଙ୍କାନାଳ ଅଫିସ, ୨୫।୧୨-ମମିତା ମେହର ହତ୍ୟାକାଣ୍ଡ ଏବଂ ରାଜ୍ୟରେ ଶିଶୁ ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ପ୍ରତିବାଦରେ ଶୁକ୍ରବାର ଢେଙ୍କାନାଳ ଜିଲା ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାନେତ୍ରୀ ମମତା ସ୍ବାଇଁଙ୍କ ନେତୃତ୍ୱରେ ଗୋପବନ୍ଧୁ…

ସପ୍ତଶଯ୍ୟା ମହୋତ୍ସବ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜ୍‌ମାଦୀଙ୍କୁ ସପ୍ତଶଯ୍ୟା ସମ୍ମାନ

ଢେଙ୍କାନାଳ ଅଫିସ,୨୫।୧୨-ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ଦେବାଂଶୀ ଡ୍ୟାନ୍ସ ଏକାଡେମୀ’ ପକ୍ଷରୁ ଶୁକ୍ରବାର ଭର୍ଚୁଆଲ୍‌ ମୋଡ୍‌ରେ ସପ୍ତଶଯ୍ୟା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ପ୍ରିୟମ୍ବଦା ହେଜମାଦୀଙ୍କୁ…

ପୂରଣ ହେବ ରାମିଆଳ ସେତୁ ସ୍ବପ୍ନ

ଭୁବନ, ୨୫।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଦେଇ ପ୍ରବାହିତ ରାମିଆଳ ନଦୀ ଉପରେ ନିର୍ମାଣ ହେବ ସେତୁ। ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ଏହାର ଭୂମିପୂଜନ କରିଛନ୍ତି। ୧୧ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ୧୦୧ ମିଟର ଦୀର୍ଘ…

ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ତେବେ ଡିସେମ୍ବର ୨୫ ରୁ ଜାନୁୟାରୀ…

ଏସ୍‌ଏଚ୍‌ଜି ସଶକ୍ତୀକରଣ ପାଇଁ ୫୧.୪୪ଲକ୍ଷ

ଢେଙ୍କାନାଳ ଅଫିସ, ୨୩।୧୨: ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଭରେନ୍ସରେ ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଶିଳାନ୍ୟାସ କରିଥିବାବେଳେ ପ୍ରତି ଜିଲାରେ ମିଶନ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?