ଢେଙ୍କାନାଳ

ରୋଗୀଙ୍କୁ ଛାଡ଼ି ପଳାଇଲେ

ଢେଙ୍କାନାଳ ଅଫିସ୍‌/ଭୁବନ(ଡି.ଏନ୍‌.ଏ.), ୩ା୧: ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଡ଼ିରେ ଛଟପଟ ହେଉଥିବା ରୋଗୀଙ୍କୁ ଛାଡ଼ି ଫେରାର ହୋଇଗଲେ ଆମ୍ବୁଲାନ୍ସ ଚାଳକ ଏବଂ ତାଙ୍କ ସହଯୋଗୀ। ଏଭଳି…

ମନ୍ଦିର ସଫେଇ କଲେ ମୁସ୍‌ଲିମ୍‌ ଯୁବକ

ଢେଙ୍କାନାଳ ଅଫିସ, ୨।୧: ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜୁଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି…

ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧: ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ ଲକ୍ଷ୍ମୀବଜାର ଇନ୍ଦିରା ଗାନ୍ଧୀ ସୁପରମାର୍କେଟ୍‌ କମ୍ପ୍ଲେକ୍ସ ପ୍ରାଙ୍ଗଣରେ ଆୟୋଜିତ ‘ସଫେଇ ପେ ଚର୍ଚ୍ଚା’…

୬ ପୋଲିସ ସମ୍ବର୍ଦ୍ଧିତ

ଢେଙ୍କାନାଳ ଅଫିସ,୨।୧: କଟକ ଜିଲା ଆଠଗଡ଼ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆର କ୍ୟାଶ ଭ୍ୟାନ୍‌ରୁ ୨୦୨୧ ଅକ୍ଟୋବର ୧୧ରେ ୧ କୋଟି ୬ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଘଟଣାର ୪୫ ମିନିଟ୍‌ ମଧ୍ୟରେ ଢେଙ୍କାନାଳ ସଦର ଥାନା ଭୋଜଦେଇପୁର ଗ୍ରାମରୁ ଉକ୍ତ ଲୁଟ୍‌…

୧୦ ବିଦେଶ ଫେରନ୍ତାଙ୍କ ପତ୍ତା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ରାଜ୍ୟରେ କାୟା ବିସ୍ତାର କରୁଥିବା ଓମିକ୍ରନ୍‌ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଭିଡ଼ ଏଡ଼ାଇବାକୁ ଜାନୁୟାରୀରେ କଟକଣା ଆହୁରି କଡ଼ାକଡ଼ି କରାଯାଇଛି। ହେଲେ ବିଦେଶାଗତଙ୍କୁ ନେଇ ଚିନ୍ତାରେ ପଡ଼ିଛି ଢେଙ୍କାନାଳ ଜିଲା ପ୍ରଶାସନ…

୭ ସ୍ମାର୍ଟ ରୋଡ୍‌ ପାଇଁ ୧୨କୋଟି

ଢେଙ୍କାନାଳ ଅଫିସ, ୧।୧ ସ୍ପେସିଫିକେଶନସ୍‌ ଫର୍‌ ଅର୍ବାନ ରୋଡ୍‌ ଏକ୍‌ଜିକ୍ୟୁଶନ (ଏସ୍‌ୟୁଆର୍‌ଇ) ଯୋଜନାରେ ଆନୁକୂଲ୍ୟରେ ଢେଙ୍କାନାଳ ପୌରାଞ୍ଚଳର ୬ ଓ୍ବାର୍ଡରେ ୭ ସ୍ମାର୍ଟ ରୋଡ୍‌ ନିର୍ମାଣ କରାଯିବ। ଏଥିରେ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିଲାଗି ପୌରସଂସ୍ଥା ପକ୍ଷରୁ ପ୍ରସ୍ତୁତି…

୮ କୋଭିଡ୍‌ ମୃତକଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନି

ଢେଙ୍କାନାଳ ଅଫିସ, ୧।୧ ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ୍‌ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣରେ ମୃତ୍ୟୁ ଘଟିଥିବା ୮ ଜଣଙ୍କ ପୂର୍ଣ୍ଣାଙ୍ଗ ଠିକଣା ମିଳୁନାହିଁ। ଫଳରେ ସମ୍ପୃକ୍ତ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ବଣ୍ଟନ କରାଯାଇପାରୁନାହିଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ…

‘ବିପ୍ଳବୀ ଗୋବିନ୍ଦ’ ଶୁଟିଂ ଆରମ୍ଭ

ଢେଙ୍କାନାଳ ଅଫିସ, ୩୧।୧୨ ବିଶିଷ୍ଟ ଗାନ୍ଧୀବାଦୀ ତଥା ସଂଗ୍ରାମୀ ଗୋବିନ୍ଦ ମିଶ୍ରଙ୍କ ଜୀବନୀକୁ ନେଇ ପ୍ରାମାଣିକ ଟେଲି ଚଳଚ୍ଚିତ୍ର ‘ବିପ୍ଳବୀ ଗୋବିନ୍ଦ’ର ଶୁଟିଂ ଆରମ୍ଭ ହୋଇଛି। ସଂଗ୍ରାମୀଙ୍କ କର୍ମଭୂମି ଚମ୍ପାପୁର, କଇଥା ସମେତ ଏହାର ଆଖପାଖ ଅଞ୍ଚଳରେ ଏହାର ଶୁଟିଂ ଚାଲିଛି।…

ଅବ୍ୟବସ୍ଥା ଦେଖି ଅସନ୍ତୁଷ୍ଟ

ଢେଙ୍କାନାଳ ଅଫିସ, ୩୧।୧୨ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ମାର୍ଟ ହେଲ୍‌ଥ କାର୍ଡ କାର୍ଯ୍ୟକାରିତା ପରଖିବାକୁ ଗୁରୁବାର ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥିତ…

୪୦ ଅଧ୍ୟାପକ ପଦବୀ ଖାଲି

ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା ଅଧ୍ୟାପକଙ୍କୁ ନେଇ ବଡ଼ କଷ୍ଟରେ ଶିକ୍ଷାଦାନ ଚାଲିଛି। ସେହିପରି ଏହି ପୁରାତନ ଐତିହ୍ୟସମ୍ପନ୍ନ କଲେଜ…

୮,୧୬୦ ହେକ୍ଟରରେ ଫସଲ ହାନି

ଢେଙ୍କାନାଳ ଅଫିସ, ୩୦।୧୨: ଢେଙ୍କାନାଳ ଜିଲାରେ ଚଳିତବର୍ଷ ପ୍ରାକୃତିକ ବିପତ୍ତିରେ ୮,୧୬୦ ହେକ୍ଟର ଜମିରେ ଫସଲହାନି ହୋଇଛି। ତନ୍ମଧ୍ୟରୁ ବର୍ଷାଭାବ ବା ମରୁଡ଼ିରେ ୭ ହଜାର ୨୫୪ ଏବଂ ଲଘୁଚାପ ଜନିତ ଲଗାଣ ବର୍ଷାରେ ୯୦୬ ହେକ୍ଟର ଚାଷ ନଷ୍ଟ ହୋଇଛି।…

୨୦୨୧ରେ ରୋକାଯାଇଛି ୩୪ ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ‘ଶିଶୁ ପାଇଁ ଦିନଟିଏ’।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?