କଟକ

କାର୍‌କୁ ଧକ୍କା ଦେଲା ମୋ ବସ୍‌ : ଘଟଣାସ୍ଥଳରେ ଉତ୍ତେଜନା

କଟକ,୧୬।୧: ବାରଙ୍ଗ ଛକରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଛି। କାରକୁ ମୋ ବସ୍‌ ଧକ୍କା ଦେଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। କାର କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ମୋ…

ବିଜେଡିରେ ୪, ଭାଜପାରେ ୨, କଂଗ୍ରେସରେ ଜଣେ

ସାଲେପୁର,୧୬।୧ (ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର-ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀ କଂଗ୍ରେସ ଓ ଅଣକଂଗ୍ରେସ ରାଜନୀତି ପାଇଁ ଚର୍ଚ୍ଚାରେ ରହିଆସିଛି। ନିକଟ ଅତୀତକୁ ଦେଖିଲେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ…

ବାଲେଶ୍ୱରର ନାବାଳିକା କଟକ ଷ୍ଟେଶନରୁ ଉଦ୍ଧାର: ପାଠପଢ଼ା ଚାପ ଯୋଗୁ

କଟକ,୧୫ା୧(କାର୍ତ୍ତିକ ସାହୁ): କଟକ ଆର୍‌ପିଏଫ୍‌ର ମେରି ସହେଲି ଟିମ୍‌ ଦ୍ୱାରା ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ସୋମବାର ହସ୍ତାନ୍ତର କରାଯାଇଛି। ନାବାଳିକାଙ୍କ ବୟସ ୧୫ ହୋଇଥିବାବେଳେ ସେ ବାଲେଶ୍ୱର ଅଙ୍ଗାରଗଡ଼ିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନାନୁସାରେ, ରବିବାର ରାତିରେ ସାନ୍ତ୍ରାଗାଛି-ତିରୁପତି ଏକ୍ସପ୍ରେସ୍‌…

କଟକରେ ମାଞ୍ଜାସୂତା ଲାଗି ୨ ବାଇକ ଆରୋହୀ ଆହତ

କଟକ,୧୫।୧: ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି। ୨ ଯୁବକଙ୍କ ଘର ନିଆଳିରେ ହୋଇଥିଲା ବେଳେ…

ଫାର୍ମାସିଷ୍ଟ କରୁଛନ୍ତି ରୋଗୀ ସେବା

ନିଶ୍ଚିନ୍ତକୋଇଲି,୧୫।୧(ଅଶୋକ କୁମାର ମହାପାତ୍ର): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ବହୁ କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ…

କଟକ ରେଳଷ୍ଟେଶନ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ରେଳମନ୍ତ୍ରୀ 

କଟକ,୧୪ା୧(କାର୍ତ୍ତିକ ସାହୁ): କଟକ ରେଳଷ୍ଟେଶନ ବିଶ୍ୱସ୍ତରୀୟ ମାନ୍ୟତା ପାଇବ। ଏଥିପାଇଁ ରୂପାନ୍ତରିକରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ବିଶ୍ୱସ୍ତରୀୟ ଷ୍ଟେଶନର ମଡେଲ ଅନୁସାରେ ଏହାର ତ୍ୱରିତ ନିର୍ମାଣ କାର୍ଯ୍ୟକୁ ଦେଖି ରବିବାର ସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।…

ଅଡୁଆ କଲାଣି ମାଞ୍ଜାସୂତା

କଟକ,୧୪ା୧(କାର୍ତ୍ତିକ ସାହୁ)ଓଡ଼ିଆ ସଂସ୍କୃତିର ମହାନ୍‌ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି…

ନିର୍ବାଚନକୁ ଅବାଧ, ଅପରାଧ ମୁକ୍ତ କରିବାକୁ ଡିଜିପିଙ୍କ ଆହ୍ବାନ

କଟକ,୧୩ା୧(କାର୍ତ୍ତିକ ସାହୁ): ଆଗକୁ ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣଠାରୁ ଆରମ୍ଭ କରି ଅବାଧ ନିର୍ବାଚନ ପରିଚାଳନା ଓଡ଼ିଶା ପୋଲିସ ପାଇଁ ବଡ଼ ଆହ୍ବାନ। ଏହି ପରିପ୍ରେକ୍ଷୀରେ କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ…

କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲା: ବାର୍‌ ସଭାପତି, ନିର୍ବାଚନ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ,୧୨ା୧ (କାର୍ତ୍ତିକ ସାହୁ)- ଢେଙ୍କାନାଳ ଜିଲା କାମାକ୍ଷାନଗର ବାର୍‌ ଆସୋସିଏଶନ୍‌ ନିର୍ବାଚନ ମାମଲାରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବାର୍‌ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସଭାପତି…

ପୋଲିସ ଏସ୍‌ଆଇ ଚୟନ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୧୨ା୧(କାର୍ତ୍ତିକ ସାହୁ): ପୋଲିସ ଏସ୍‌ଆଇ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏ ସଂକ୍ରାନ୍ତରେ ଜବାବ ଦାଖଲ ନିମନ୍ତେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌…

ଭାଜପା ଯୁବ ସମାବେଶରେ ଉଡିଲା ଚେୟାର

ନିଶ୍ଚିନ୍ତକୋଇଲି,୧୨।୧(ଅଶୋକ କୁମାର ମହାପାତ୍ର ): କଟକ ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ହନୁମାନ ମନ୍ଦିର ପାଖରେ ଭାଜପା ପକ୍ଷରୁ ଯୁବ ସମାବେଶ ହୋଇଥିଲା। ଏହି ସଭାରେ ୫ ହଜାର ଯୁବକଙ୍କ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏତେ ସଂଖ୍ୟକ ଯୁବକଙ୍କୁ ଦେଖିବାକୁ ମିଳି…

କଟକରେ ମା’ ସହିତ ଝଗଡ଼ା ପରେ ଜୀବନ ହାରିଲେ ଯୁବକ

କଟକ, ୧ ୨।୧: କଟକ ଜିଲ୍ଲାର ଓଲଟପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଣ୍ଟାପଡା ଗ୍ରାମରେ ଜଣେ ଯୁବକଙ୍କ ନିଜ ମା’ଙ୍କ ସହିତ ଝଗଡ଼ା ପରେ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଆଲୋକ ସାହୁ ବୋଲି ଜଣାପଡିଛି। ପ୍ରାରମ୍ଭିକ ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?