କଟକ

ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା, ୨ ଗୁରୁତର

  ବଡ଼ମ୍ବା,୩।୯(ଡି.ଏନ୍‌.ଏ.): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ। ଗୁରୁତରଙ୍କୁ ଚିକିତ୍ସା ପାଇଁ...

ସ୍ବର୍ଗଦ୍ବାରରେ ବିଚାରପତିଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ ଝିଅ ପ୍ରୀତିସ୍ନିଗ୍ଧା ମୁଖାଗ୍ନି ଦେଇଛନ୍ତି। ଶୁକ୍ରବାର ସୁବାସ ସିଡିଏ ସେକ୍ଟର ୯ ସରକାରୀ ବାସଭବନରେ ରଶି...

ଛୁଟିରେ ରହି ଆତ୍ମହତ୍ୟା କଲେ ବିଚାରପତି !

କଟକ ଅଫିସ, ୨।୯: କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ସିଡିଏ ସେକ୍ଟର-୯ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଡାକ୍ତର ତାଙ୍କୁ...

ଅଡ଼ଶପୁରକୁ ଗଡ଼ିଲା ମୋ’ ବସ୍‌

କଣ୍ଟାପଡା,୨ା୯(ଡି.ଏନ୍‌.ଏ.): ଦୀର୍ଘଦିନର ଦାବି ପରେ କଣ୍ଟାପଡା ବ୍ଲକ ଅନ୍ତର୍ଗତ ଅଡଶପୁରଠାରୁ ଭୁବନେଶ୍ୱରକୁ ମୋ’ବସ୍‌ ଗଡିବା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳବାସୀ ଆନନ୍ଦିତ ହୋଇଛନ୍ତି। ହେଲେ ବହୁଦିନର ଦାବି ପୂରଣ ହୋଇଥିବାରୁ ଏହାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା...

‘ଉନ୍ନତ କିସମ ଧାନ ପ୍ରସ୍ତୁତି ଉପରେ ଗୁରୁତ୍ୱଦେବି’

କଟକ ଅଫିସ,୨ା୯:ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ନିର୍ଦ୍ଦେଶକ ଭାବେ ଡ. ଭାସ୍କର ଚନ୍ଦ୍ର ପାତ୍ର ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅନୁଷ୍ଠାନର ଦୀର୍ଘ ୭୬ ବର୍ଷର ଯାତ୍ରାରେ ଡ. ପାତ୍ର ହେଉଛନ୍ତି ୨୬ତମ ନିର୍ଦ୍ଦେଶକ। ଧାନ ଗବେଷଣା କ୍ଷେତ୍ରରେ ତାଙ୍କର...

ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀଘାଟରେ ଗାଧୋଇବାକୁ ଯାଇ ୫ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ଆଶୁତୋଷ ପାଲ। ଅନ୍ୟ ଜଣେ...

ଗଣେଶ ପୂଜାରେ ଅଘଟଣ: ନଦୀରେ ୫ ଛାତ୍ର ବୁଡ଼ିଗଲେ, ୩ ଉଦ୍ଧାର

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀର ଘାଟରେ ଗାଧୋଇବାକୁ ଯାଇ ୫ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକମାନେ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ଅଛନ୍ତି। ସମସ୍ତ...

ପରଲୋକରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର

କଟକ ଅଫିସ, ୩୧।୮: ସୁର୍ପିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦେବପ୍ରିୟ ମହାପାତ୍ରଙ୍କ ବୁଧବାର କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଓଡ଼ିଶା ରାଜ୍ୟ ମାନବାଧିକାର କମିଶନର ପ୍ରଥମ ଅଧ୍ୟକ୍ଷ...

ଓପିଏସ୍‌ସି ସଦସ୍ୟ ଭାବେ ଶପଥ ନେଲେ ସରିତା ସୁପକାର

କଟକ ଅଫିସ, ୩୧ା୮: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)ର ନୂତନ ସଦସ୍ୟ ଭାବେ ଡ. ସରିତା ସୁପକାର ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କଟକସ୍ଥିତ ଓପିଏସ୍‌ସି କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ସୁପକାରଙ୍କୁ ଓପିଏସ୍‌ସି ଅଧ୍ୟକ୍ଷ ଡ. ସତ୍ୟଜିତ୍‌ ମହାନ୍ତି ଶପଥ ପାଠ...

ବଢୁଛି ଚୋରି, ମାମଲା ରୁଜୁକରି ପୋଲିସ ଚୁପ୍‌

ଖୁଣ୍ଟୁଣୀ,୩୧ା୮(ଡି.ଏନ୍‌.ଏ.): ଖୁଣ୍ଟୁଣୀ ଥାନା ଅଞ୍ଚଳରେ କିଛି ମାସ ହେବ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଅଭିଯୋଗକାରୀମାନେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନ...

ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର ଶୁଣାଣି ୭ ତାରିଖକୁ ଘୁଞ୍ଚତ୍ଛି। ଫ୍ୟାମିଲି କୋର୍ଟର ନିର୍ଦ୍ଦେଶକୁ ନେଇ ବର୍ଷା ହାଇକୋର୍ଟରେ...

ଓପିଏସ୍‌ସିରେ ଯୋଗଦେଲେ ୨ ନୂତନ ସଦସ୍ୟ

କଟକ ଅଫିସ,୩୦ା୮:ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ନୂତନ ସଦସ୍ୟ ଭାବେ ସନତ କୁମାର ମହାନ୍ତି ଯୋଗଦେଇଛନ୍ତି। ସୋମବାର ଓପିଏସସି ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ତାଙ୍କୁ ଶପଥ ପାଠ କରାଇଛନ୍ତି। ମହାନ୍ତି ପୂର୍ବରୁ ଖୋର୍ଦ୍ଧା ଜିଲାପାଳ ଥିଲେ। ଗତ ମାର୍ଚ୍ଚରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri