କଟକ

ମାଛ ଗାଁ କେନାଲରେ ୧୫ ଫୁଟର ଘାଇ

କଟକ ସଦର,୨୯ା୧୦(ଡି.ଏନ୍‌.ଏ.): ଜଗତସିଂହପୁର ଜଳସେଚନ ଡିଭିଜନ ଅଧିନସ୍ଥ ମାଛ ଗାଁ କେନାଲ ବାମପାର୍ଶ୍ୱ ବନ୍ଧ ପରମହଂସଠାରେ ଗୁରୁବାର ରାତିରେ ୧୫ ଫୁଟ ଓସାରର ଏକ ଘାଇ ସୃଷ୍ଟି ହୋଇଛି। ଯାହା ଫଳରେ ଦେଓପୁର, ଡିଆଁ ପରମହଂସ ଧାନ ଜମିରେ କେନାଲ ପାଣିରେ…

ନନ୍ଦନକାନନରେ ଗାଇଡ୍‌ଙ୍କୁ କାମୁଡ଼ିଲା ଭାଲୁ

ବାରଙ୍ଗ,୨୮।୧୦(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ଅଘଟଣ ଦେଖିବାକୁ ମିଳିଛି। ଅପରାହ୍ନ ସମୟରେ ଭାଲୁ ସଫାରିରେ ଯାଇଥିବା ଜଣେ ଗାଇଡ୍‌ ଭାଲୁକୁ ଖାଦ୍ୟ ଦେଉଥିବାବେଳେ ହଠାତ ଭାଲୁଟି ଗାଇଡ୍‌ଙ୍କ ହାତକୁ କାମୁଡ଼ି ଦେଇଛି। ସୌଭାଗ୍ୟବଶତଃ ଗାଇଡ୍‌ ଜଣଙ୍କ ବଞ୍ଚତ୍ୟାଇଥିଲେ ମଧ୍ୟ…

ଚିକିତ୍ସାଳୟରୁ ବାଇକ୍‌ରେ ବୁହାହେଲା ମୃତଦେହ

ବାଙ୍କୀ, ୨୮।୧୦ (ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ପରେ ତାଙ୍କୁ ଘରେ ପହଞ୍ଚାଇବାକୁ ମହାପ୍ରୟାଣ ଗାଡି ଯୋଗା ନ ଯିବାରୁ ବାଇକ୍‌ରେ ପରିବାର ଲୋକେ…

ରାଜ୍ୟ ସରକାର, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନୋଟିସ

କଟକ ଅଫିସ, ୨୮।୧୦: ହାଇକୋର୍ଟରେ ବାଣ ବିକ୍ରି ମାମଲାର ଶୁଣାଣି ବୁଧବାର ହୋଇଥିଲା। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ପ୍ରଦୂଷଣ ନିୟନ୍ତ୍ରଣ…

ବଣୁଆ ହାତୀ ତାଣ୍ଡବ: ବୃଦ୍ଧଙ୍କୁ ଦଳି ମାରିଲା

ନିଶ୍ଚିନ୍ତକୋଇଲି,୨୭।୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଗବତ ବେହେରା (୭୦)। ଭାଗବତ ଘାସ କାଟୁଥିବା ବେଳେ ହାତୀ ଅଚାନକ ବଗିଚା ଭିତରକୁ ପଶି…

ସିଲଭର୍‌ ସିଟିରେ ଇ-ଟଏଲେଟ ବ୍ୟବସ୍ଥା; ଟଙ୍କାଏ ଦେଲେ ଖୋଲିବ କବାଟ

କଟକ ଅଫିସ, ୨୭।୧୦: ସିଲଭର୍‌ ସିଟିରେ ଆରମ୍ଭ ହେଲା ଇ-ଟଏଲେଟ ବ୍ୟବସ୍ଥା। ବୁଧବାର ମଧୁପାଟଣା ଏବଂ ଓଏମ୍‌ପି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ୧ ଟଙ୍କା ଦେବା ମାତ୍ରେ ଏହି ଶୌଚାଳୟର କବାଟ ଖୋଲିବ। ରାଜ୍ୟ ତଥା ରାଜ୍ୟ…

୩୭୮ ଓଏଏସ୍‌ଙ୍କୁ ମିଳିଲା ଆଶ୍ୱସ୍ତି

କଟକ ଅଫିସ,୨୬।୧୦: ରାଜ୍ୟର ୩୭୮ ଜଣ ଓଏଏସ୍‌ ଆଶ୍ୱସ୍ତି ପାଇଛନ୍ତି । ସେମାନଙ୍କ ନିଯୁକ୍ତିକୁ ହାଇକୋର୍ଟ ବୈଧ ଘୋଷଣା କରିଛନ୍ତି। ୨୦୦୬ ମସିହାରେ ଏହି ୩୭୮ ଜଣ ଓଏଏସ ଭାବେ ନିଯୁକ୍ତି ପାଇଥିଲେ। ତେବେ ସେମାନଙ୍କ ନିଯୁକ୍ତିକୁ ଚୂଡ଼ାନ୍ତ ପରୀକ୍ଷାରେ କୃତକାର୍ଯ୍ୟ…

ନିର୍ବାଚନ ଆୟୋଗ, ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୨୬।୧୦: ହାଇକୋର୍ଟରେ ସୋମବାର ପୌର ନିର୍ବାଚନ ବିଳମ୍ବ ମାମଲାର ଶୁଣାଣି ହୋଇଛି। ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏବଂ ବିଚାରପତି ବି.ପି. ରାଉତରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ…

ଏସ୍‌ସିବିରେ ଯକୃତ ପ୍ରତିରୋପଣ କେନ୍ଦ୍ର ଉଦ୍‌ଘାଟିତ

କଟକ ଅଫିସ, ୨୬।୧୦: ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ବିକାଶରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ସୋମବାର ଏଠାରେ ୨ଟି ନୂତନ ବିଭାଗ ଉଦ୍‌ଘାଟିତ ହୋଇଛି।…

ଦରମା ନ ଦେବାରୁ ଚଢ଼ିଗଲେ ଟାଙ୍କି ଉପରେ

କଟକ ସଦର,୨୫।୧୦(ଡି.ଏନ୍‌.ଏ.): କଟକ ସଦର ବ୍ଲକ ଅଧୀନ ଅରିଲୋ ଗ୍ରାମର ଏକ ପାଣି ଟାଙ୍କି ଉପରେ ସୋମବାର ଜଣେ ଯୁବକ ହଠାତ ଚଢ଼ିଯାଇଥିଲେ। ୫ ବର୍ଷର ବକେୟା ଦରମା ନ ଦେଲେ ଅଭାବନୀୟ କାଣ୍ଡ ଘଟାଇବେ ବୋଲି ଚିତ୍କାର କରିଥିଲେ। ପାଟିଶୁଣିବା…

ଏଥର ଦୀପାବଳିରେ ଫୁଟିବନି ବାଣ…

କଟକ ଅଫିସ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏଶନର ପକ୍ଷରୁ ଏହି ଆବେଦନ ହୋଇଥିଲା। ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର ଦୀପାବଳିରେ…

ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ପୂର୍ବତନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୨୫ା୧୦: ବକେୟା ଦରମା ନ ମିଳିବାରୁ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ପୂର୍ବତନ କର୍ମଚାରୀ। ଏଭଳି ଘଟଣା ଘଟିଛି କଟକ ସଦର ବ୍ଲକ ଅରିଲୋ ପଞ୍ଚାୟତରେ। ତାଙ୍କ ନାଁ ଦୀପକ ରଞ୍ଜନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?