କୃତ୍ରିମ ଗୋଡ଼ ଲଗାଇବା ପାଇଁ ଆସିଥିଲେ ଦିବ୍ୟାଙ୍ଗ: ମିଳିଲା ମୃତଦେହ
କଣ୍ଟାପଡ଼ା, ୧୪।୧୦(ଡି.ଏନ୍.ଏ.)- କଟକ ଜିଲା ଓଲଟପୁରସ୍ଥିତ ଏସ୍.ଭି.ନିର୍ତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଏକ ୱାର୍ଡ ପଛପଟେ ଘର ରଙ୍ଗ ଦିଆଯାଇଯିବା ପାଇଁ ଥିବା ଶିଡ଼ିରେ ଜଣେ ଦିବ୍ୟାଙ୍ଗଙ୍କ ମୃତଦେହ ଝୁଲନ୍ତା…
ବାଲିଘାଟରୁ ନିଖୋଜ ବ୍ୟକ୍ତିଙ୍କ ମିଳିଲା ମୃତଦେହ
ବାରଙ୍ଗ,୧୪।୧୦(ଡି.ଏନ୍.ଏ.): କଟକ ଜିଲା ତ୍ରିଶୂଳିଆ ନରଣପୁର ବାଲିଘାଟ କୁଆଖାଇରୁ ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ରପୁର ଗ୍ରାମର ବାଦଲ ସାମଲ। ସେ ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ ହୋଇଥିଲା।…
ଆକାଶବାଣୀର ପୂର୍ବତନ ଘୋଷକ ବସନ୍ତ ପଟ୍ଟନାୟକଙ୍କ ପରଲୋକ
ଆଠଗଡ଼,୧୪।୧୦(ସ୍ବ.ପ୍ର.): ଆକାଶବାଣୀ ଖବର ପଢୁଛନ୍ତି ବସନ୍ତ ପଟ୍ଟନାୟକ। ସତୁରି ଦଶକର ଏହି ଗୁରୁଗମ୍ଭୀର କଣ୍ଠସ୍ବର ଆଜି ନିରବୀ ଯାଇଛି। ବସନ୍ତ ଆକାଶବାଣୀ ନୂଆଦିଲ୍ଲୀ ସମ୍ବାଦ ବିଭାଗର ଏକ ସ୍ପର୍ଦ୍ଧିତ ନାମ। ବୁଧବାର ତାଙ୍କର ୯୨ବର୍ଷ ବୟସରେ ଆଠଗଡ଼ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।…
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା
କଟକ ଅଫିସ,୧୩ା୧୦: ସ୍ଥାନୀୟ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି। ୟୁଜିସି ଅଧିନିୟମ ୧୯୫୬, ଧାରା ୨(ଏଫ୍) ଅନୁଯାୟୀ, ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ବିଶ୍ବବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ୟୁଜିସି ଅଧିନିୟମ…
ଖୁବ୍ଶୀଘ୍ର ପେଟ୍-ସିଟିସ୍କାନ୍ ସେବା
କଟକ ଅଫିସ,୧୩।୧୦: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ଲିନାକ୍ ବିଲ୍ଡିଂର ପ୍ରଥମ ମହଲାରେ ଖୁବ୍ଶୀଘ୍ର ସ୍ଥାପନ ହେବ ପେଟ୍ ସିଟିସ୍କାନ ମେଶିନ। ପବ୍ଲିକ-ପ୍ରାଇଭେଟ୍ ପାର୍ଟନରଶିପ୍ ପିପିପି ମୋଡ୍ରେ ଉକ୍ତ ମେଶିନ ଲଗାଯିବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା…
ପତ୍ର ବିନିମୟ ପାଠ୍ୟକ୍ରମ ଫି’ କମିଲା
କଟକ ଅଫିସ,୧୨।୧୦: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କ ନାମଲେଖା ଏବଂ ପରୀକ୍ଷା ଫି’ ହ୍ରାସ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଉଥିବା ଛାତ୍ରୀଛାତ୍ରଙ୍କୁ ୧୫ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ…
ପୁଣି ବାଦାମବାଡ଼ି ରାସ୍ତାରେ ଭୂତଳ ପାଇପ୍ ଫାଟିଲା
କଟକ ଅଫିସ,୧୧ା୧୦: କଟକ ବାଦାମବାଡି ଟ୍ରାଫିକ ଛକରେ ରବିବାର ଅପରାହ୍ନରେ ପୁଣିଥରେ ଭୂତଳ ପାଣି ପାଇପ ଫାଟିଥିଲା। ଏଥିଯୋଗୁ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ପ୍ରାୟ ୧୫ ଫୁଟ ଉଚ୍ଚକୁ ପାଣି ଉଠୁଥିବା ଦେଖିବାକୁ ମିଳିଥିଲା। ଜନଗହଳିପୂର୍ଣ୍ଣ ରାସ୍ତାରେ…
ଘରେ ପହଞ୍ଚିବ ଭୋଗ, ବ୍ରତ, ଶଙ୍ଖା, ସିନ୍ଦୂର
କଟକ ଅଫିସ, ୧୦ା୧୦: ଦୁର୍ଗାପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ କଟକ ସହର। ପ୍ରାୟ ୧ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। କାରିଗରମାନେ ମୂର୍ତ୍ତି ଓ ମେଢ ତିଆରେ ଲାଗିପଡନ୍ତି। ବିଶେଷକରି ମା’ଙ୍କ ସୁନାମୁକୁଟ ଓ ଚାନ୍ଦୀମେଢ କରିବା ପାଇଁ କାରିଗରଙ୍କ…
ବିନା ପ୍ରମାଣପତ୍ରରେ ରୋଗୀ ସେବା; ନକଲି ଡାକ୍ତର ଗିରଫ
ବାରଙ୍ଗ,୧୦।୧୦(ଡି.ଏନ୍.ଏ.): ବିନା ପ୍ରମାଣପତ୍ରରେ ରୋଗୀ ସେବା କରିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି। ଜଣେ ରୋଗୀଙ୍କ ଦେହ ସୁସ୍ଥ ହେବା ବଦଳରେ ବିଗିଡ଼ିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଚନ୍ଦକା ଥାନା ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଶନିବାର…
ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ରୁ ମିଳିଲା ୧୦ ଲକ୍ଷ ଟଙ୍କା
କଟକ ଅଫିସ,୯।୧୦: କେନ୍ଦୁଝର ଜିଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିିନିୟର) ବିଧାନ ସାହୁଙ୍କ କାରରୁ ୧୦ ଲକ୍ଷ ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ରେଡ୍ ସମୟରେ ଏହି ଟଙ୍କା ମିଳିଥିବା ସୂଚନା ମିଳିଛି। ତାଙ୍କୁ ଅଟକ…
ସତ୍କାର ପାଇଁ ନେବାବେଳେ ମହିଳାଙ୍କ ମୃତଦେହ ଜବତ
କଣ୍ଟାପଡା,୯।୧୦:(ଡି.ଏନ୍.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ବପାରୀ ଧାନମଣ୍ଡଳ ଗ୍ରାମର ଜଣେ ମହିଳାଙ୍କ ମୃତଦେହକୁ ଶାଶୁଘର ଲୋକ ଶୁକ୍ରବାର ମଶାଣୀରେ ସତ୍କାର କରିବାକୁ ନେବାବେଳେ ପୋଲିସ ଜବତ କରିଥିଲା। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ପଠାଇବା…
ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ ହାଇକୋର୍ଟ
କଟକ ଅଫିସ,୮।୧୦: ଓଡ଼ିଶା ହାଇକୋର୍ଟ ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ। କୋଭିଡ୍ କଟକଣା ମାନି ସକାଳ ୧୧ଟାରୁ…

