ମାଟି ତଳୁ ମିଳିଲା ଲୌହ ସ୍ତମ୍ଭ
କଟକ ଅଫିସ,୩୦ା୧: କଟକ ଯୋବ୍ରାସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟ ପଛପାର୍ଶ୍ୱ ଶନିବାର ଖନନ ସମୟରେ ମାଟି ତଳୁ ମିଳିଛି ବିରାଟ ଲୌହ ସ୍ତମ୍ଭ। ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି ।…
ନଦୀ ମଝିରେ ପୂଜା ପାଉଛନ୍ତି ପଶ୍ଚିମେଶ୍ୱର
କଟକ ଅଫିସ, ୩୦ା୧: ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପୁରାତନ ଶକ୍ତିପୀଠ ରହିଛି। କେତେକ ସ୍ଥାନରେ କେବଳ ଦେବୀ ପୂଜା ପାଉଥିବାବେଳେ ଆଉ କେତେକ ସ୍ଥାନରେ ଶିବ ଓ ଶକ୍ତିଙ୍କ ମୂର୍ତ୍ତି ପୂଜା କରାଯାଉଛି । ଏପରି ଏକ ଧର୍ମପୀଠ କଟକ…
ଟ୍ରେଲରକୁ ପଛରୁ ପିଟିଲା ବସ୍ : କ୍ୟାବିନ୍ ଭାଙ୍ଗି ପଳାଇଲା ପାଇପ୍
ଚୌଦାର,୨୮।୧(ଡି.ଏନ୍.ଏ.): କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରୁ ବସ୍ ପିଟିଛି। ମାତୃକରୁଣା ନାମକ ଏକ ଘରୋଇ ବସ୍ କଟକରୁ ଯାଜପୁର ଆଡ଼କୁ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରେଲରକୁ…
କଟୁରିରେ ହାଣି ଜନ୍ମକଲା ମା’ଙ୍କୁ ମାରିଦେଲେ ପୁଅ, ରକ୍ତରଞ୍ଜିତ ହେଲା ଘର
କଟକ ଅଫିସ,୨୬।୧: ସମ୍ପତ୍ତି ପାଇଁ ଜନ୍ମକଲା ମା’ଙ୍କୁ କଟୁରିରେ ହାଣି ମାରିଦେଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା କଟକ ଶ୍ରୀବିହାର କଲୋନୀରେ ବୁଧବାର ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ପରେଶ କୁମାରୀ ଦେବୀ(୭୪)। ସେ କନିକା ରାଜାଙ୍କ ନାତୁଣୀ…
ଏସ୍ସିବିରୁ ଡିସ୍ଚାର୍ଜ ହେଲେ ପୀଡ଼ିତା
କଟକ ଅଫିସ, ୨୬।୧: ବଳାତ୍କାରର ଶିକାର ହୋଇ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଗାଇନିକ ୱାର୍ଡରେ ଚିକିତ୍ସିତ ହେଉଥିବା ପୁରୀର ୫ବର୍ଷୀୟା ଶିଶୁକନ୍ୟାକୁ ମଙ୍ଗଳବାର ଡିସ୍ଚାର୍ଜ କରାଯାଇଛି। ପୀଡ଼ିତା ଜଣକ ସୁସ୍ଥ ହେବା ପରେ ସକାଳେ ପରିବାର ଲୋକଙ୍କ…
ଫେବୃୟାରୀ ୯ରେ ଓଏସ୍ଏସ୍ଟିଇଟି ପରୀକ୍ଷା
କଟକ ଅଫିସ,୨୫।୧: ଆସନ୍ତା ଫେବୃଆରୀ ୯ ତାରିଖରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସ୍ଏସ୍ଟିଇଟି)ର ଦ୍ୱିତୀୟ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତଥର ୭୨,୨୮୨ ଜଣ ପରୀକ୍ଷାର୍ଥୀ…
ଆଜିଠୁ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ,ଖେଳିବେ ୩୦୦ରୁ ଅଧିକ ଖେଳାଳି
କଟକ ଅଫିସ, ୨୫।୧: ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଖେଳାଯିବ । ଏହି ପ୍ରତିଯୋଗିତାରେ ୧୮ଟି ଦେଶର ୩୦୦ରୁ ଅଧିକ ବଛାବଛା ଖେଳାଳି ଭାଗ ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ପୁରୁଷ ଓ ମହିଳା ବର୍ଗରେ…
ଭ୍ରୁଣ ନିରୂପଣ ଲ୍ୟାବ୍ ଲିଙ୍କ୍ରେ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ
କଟକ ଅଫିସ,୨୩ା୧: ଭ୍ରୁଣ ନିରୂପଣ କରିଥିବା ଲ୍ୟାବ୍ ଲିଙ୍କ୍ରେ ଆଉ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ। ଗିରଫ ବ୍ୟକ୍ତି ଜଣକ ହେଲେ ମାନସ ରଞ୍ଜନ ପଣ୍ଡା। ଗିରଫ ଅଭିଯୁକ୍ତଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ସେ କଟକରେ ରହି…
କୋଭିଡ୍ ସହାୟତା ପାଇଁ ୬ ହେଲ୍ପଲାଇନ ନମ୍ବର ଜାରି
କଟକ ଅଫିସ,୨୩ା୧: ସହରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା କମିଛି। ହେଲେ ଏବେ ବି ଅନେକ ଆକ୍ରାନ୍ତ ରହିଛନ୍ତି । କୋଭିଡ୍ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ସହାୟତା ପାଇଁ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ୬ଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।…
ପ୍ରାର୍ଥୀ ହେବାରୁ ଧାନଗଦା ଜାଳିଦେଲେ
ତିଗିରିଆ, ୨୩।୧ (ଡି.ଏନ୍.ଏ.): ତିଗିରିଆ ଥାନା ଅନ୍ତର୍ଗତ ଅଚଳକୋଟ ପଞ୍ଚାୟତରେ ସରପଞ୍ଚ ପଦବୀରେ ନାମାଙ୍କନପତ୍ର ଦାଖଲ ପରେ ରାଜନୈତିକ ଆକ୍ରୋଶ ଦେଖିବାକୁ ମିଳିଛି। ଏହି ପଞ୍ଚାୟତ ଅନ୍ତର୍ଗତ ବଡ଼ପାଟଣା ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ତାଙ୍କ…
ସତୀଚଉରା ନାବାଳିକା ଅପହରଣ, ବଳାତ୍କାର ମାମଲା: ସ୍ବାମୀଙ୍କୁ ଆଜୀବନ, ସ୍ତ୍ରୀଙ୍କୁ ୨୦ ବର୍ଷ ଜେଲ୍
କଟକ ଅଫିସ,୨୨ା୧: ସତୀଚଉରା ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡାଦେଶ ଦେଇଛନ୍ତି କଟକ ଆଡ ହକ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ। ସ୍ବାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିବା ବେଳେ ସ୍ତ୍ରୀ ଆଶା…
ଏଏସ୍ଓ ପଦବୀ ପାଇଁ ବଦଳିଲା ବୟସସୀମା; ଜାଣନ୍ତୁ…
କଟକ ଅଫିସ,୨୧ା୧- ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦବୀ ପୂରଣ ପାଇଁ ହେବାକୁ ଥିବା ପରୀକ୍ଷାର ସଂଶୋଧିତ ବିଜ୍ଞପ୍ତି ଗୁରୁବାର ପ୍ରକାଶ ପାଇଛି। ଗୃହ ବିଭାଗ ଅଧୀନରେ ଥିବା ୭୯୬ଟି ଏଏସ୍ଓ ପଦବୀ ନିମନ୍ତେ ଏଥର ୩୮…

